Daily Archives

September 18, 2020

ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱରୁ ୩୦୫ କରୋନା ପଜିଟିଭି ଚିହ୍ନଟ

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରୁ ୩୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୫ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର…

କରୋନା : ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଭୁବନେଶ୍ୱର ଜୁଡିସିଆଲ ପରିସର

କନକ ବ୍ୟୁରୋ: ଦୀର୍ଘ ଏକ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି ଭୁବନେଶ୍ୱର ଜୁଡ଼ିସିଆଲ ପରିସର । ଲୁଇସରୋଡରେ ଥିବା ଏହି ଅଂଚଳକୁ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ସିଭିଲ କୋର୍ଟରୁ ଅନେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ…

ସଂସଦରେ ସୋନିଆ ଓ ରାହୁଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । କଟକ୍ଷା ପାଇଁ ଗୃହରେ ହଙ୍ଗାମା କଲେ…

କନକ ବ୍ୟୁରୋ : ଲୋକସଭାରେ ଶୁକ୍ରବାର କଂଗ୍ରେସ ସାଂସଦ ମାନେ ଜୋରଦାର ହଙ୍ଗାମା କରିଛନ୍ତି । ଆଜି ସଂସଦରେ ଫାଇନାନସିଆଲ ବିଲକୁ ନେଇ ଆଲୋଚନା ଚାଲିଥିବା ବେଳେ କେନ୍ଦ୍ରୀୟ ବିତତ୍ତରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନେଇ  କଟାକ୍ଷ କରିଥିଲେ । ଏହାକୁ ନେଇ …

ଗୋମାଂସ ବିବାଦ : ହାଇକୋର୍ଟରୁ କ୍ଲିନ୍ ଚିଟ୍‌ ପାଇଲେ କଙ୍ଗନା ରଣାୱତ୍

କନକ ବ୍ୟୁରୋ : ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛନ୍ତି। ଏହି ବିବାଦ ତାଙ୍କୁ ଖୁବ୍ ଅଡୁଆରେ ପକାଇଥିଲା। ଗୋମାଂସ ଭକ୍ଷଣ ସଂକ୍ରାନ୍ତରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍‌ ସହ ଏହି ମାମଲା ଜଡ଼ିତ।…

ପୁରୀରେ କରୋନା ସଂକ୍ରମଣ ଉଦବେଗଜନକ । ଶ୍ରୀମନ୍ଦିରର ଅଢେଇଶହରୁ ଅଧିକ ସେବାୟତ ପଜିଟିଭ ଚିହ୍ନଟ : ଶ୍ରୀଜିଉଙ୍କ…

କନକ ବ୍ୟୁରୋ : ଦିନକୁ ଦିନ ପୁରୀରେ ଅଣାୟତ ହେବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୭ ହଜାର ଟପିଥିବା ବେଳେ ଅଧିକରୁ ଅଧିକ ସେବାୟତ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି । ବର୍ତମାନ ସୁଦ୍ଧା ଶ୍ରୀମନ୍ଦିରର ୨୫୦ରୁ ଅଧିକ ସେବାୟତ ପଜିଟିଭ ଚିହ୍ନଟ ଆକ୍ରାନ୍ତ…

ରାଜଧାନୀରେ ମାଆକୁ ଦୁଇ ନାବାଳକ ପୁଅଙ୍କ ହତ୍ୟା ଘଟଣା । ଆକ୍ରମଣ ପରେ ପଶ୍ଚାତାପରେ କ୍ୟାପିଟାଲ ହସ୍ପିଟାଲକୁ ଯାଇ ମାଆକୁ…

କନକ ବ୍ୟୁରୋ : ରାଜଧାନୀର ସୁନ୍ଦରପଦା ଅଂଚଳରେ ମାଆକୁ ଦୁଇ ପୁଅ ହତ୍ୟା କରିବା ଘଟଣାରେ ସାମ୍ନାକୁ ଆସିଲା ହତ୍ୟାକାରୀ ପୁଅର ସିସିଟିଭି ଚିତ୍ର । କ୍ୟାପିଟାଲ ହସ୍ପିଟାଲ ଅଂଚଳରୁ ମିଳିଥିବା ସିସିଟିଭି ଚିତ୍ରରେ ଦେଖିବାକୁ ମିଳିଛି , ହତ୍ୟା କରିବା ପରେ ବିନୋଦିନୀଙ୍କ ବଡ ପୁଅ ମଧ୍ୟରାତ୍ରିରେ…