Daily Archives

September 18, 2020

ଆସିଲା ଯୁକ୍ତଦୁଇ ପ୍ରଥମ କଟଅଫ ମାର୍କ ତାଲିକା । ବିଜ୍ଞାନ, ବାଣିଜ୍ୟ ଓ କଳାରେ କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ…

କନକ ବ୍ୟୁରୋ : ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ ଅଫ ମାର୍କ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ କଟ ଅଫ ମାର୍କ ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଚଳିତ ବର୍ଷ ବିଜ୍ଞାନ, ବାଣିଜ୍ୟ ଓ କଳାରେ ରେଭେନ୍ସା ଆଗରେ ରହିଛି । ବିଜ୍ଞାନରେ ରେଭେନ୍ସାର କଟ ଅଫ ମାର୍କ ୮୯ ପ୍ରତିଶତ…

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗ । ଅଧ୍ୟାଦେଶ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ମାନଙ୍କର ଶିକ୍ଷାର…

କନକ ବ୍ୟୁରୋ : ଆଜି ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଓ ପୂର୍ବତନ କୁଳପତି ଓ ପ୍ରଫେସର ମାନଙ୍କର ଏକ ପ୍ରତିନିଧି ଦଳ  ମହାମହିମ ରାଜ୍ୟପାଳଙ୍କୁ ଭେଟି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବିଷୟରେ ଆଲୋଚନା କରିଥିଲେ। ପ୍ରତିନିଧି ଦଳରେ ନିମ୍ନଲିଖିତ ବିଶିଷ୍ଟ ଶିକ୍ଷାବିତ୍ ଯୋଗ ଦେଇଥିଲେ ।…

କୁମ୍ଭ ମେଳା ଉପରେ କରୋନା କଳାବାଦଲ : କମ ସଂଖ୍ୟକ ଭକ୍ତଙ୍କୁ ଅନୁମତି ଦିଆଯିବ

କନକ ବ୍ୟୁରୋ : କରୋନା ମହାମାରୀ ଏବେ ସାରା ବିଶ୍ୱକୁ କବଳିତ କରିସାରିଛି । ଏହା କେବଳ ମଣିଷର ସ୍ୱାସ୍ଥ୍ୟ ନୁହେଁ,ବରଂ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ଗୁରୁତରଭାବେ ପ୍ରଭାବିତ କରିଛି । ଏହି ମହାମାରୀର କଳାବାଦଲ ଏବେ ବିଶ୍ୱର ସର୍ବ ବୃହତ ଧାର୍ମିକ ସମାବେଶ କୁମ୍ଭ ମେଳା ଉପରେ…

ଦୁର୍ଗମ ଅଞ୍ଚଳର ଦ୍ରୋଣାଚାର୍ଯ୍ୟ : ଗାଁକୁ ଗାଁ ବୁଲି ପିଲାଙ୍କୁ ପଢାଉଛନ୍ତି ପାଠ, ଗୀତ ଗାଇ ରୋଚକ ଢଙ୍ଗରେ ଦେଉଛନ୍ତି…

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ସବୁ କାମ ସମ୍ଭବ । ଏଭଳି କଥାକୁ ସଫଳ କରି ଦେଖାଇଛନ୍ତି ଛତିଶଗଡ କୋରିୟା ଜିଲ୍ଲାର ଜଣେ ଶିକ୍ଷକ । କରୋନା କଟକଣା ଯୋଗୁଁ ବହୁ ମାସ ଧରି ଶିକ୍ଷାରୁ ବଞ୍ଚିତ ଥିବା ଦୁର୍ଗମ ଅଞ୍ଚଳ ପିଲାଙ୍କୁ ଦେଉଛନ୍ତି ଶିକ୍ଷା, ତାହା ପୁଣି ଆକର୍ଷଣୀୟ ଢଙ୍ଗରେ । ନିଜ…

କୃଷକଙ୍କୁ ଭୂଆଁ ବୋଲାଉଛନ୍ତି ବିରୋଧୀ : ପ୍ରଧାନମନ୍ତ୍ରୀ , ଏମ୍ ଏସ୍ ପି ଓ ମଣ୍ଡିକୁ ନେଇ କୃଷକ ମାନଙ୍କୁ ଭୂଲତଥ୍ୟ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି କିଶାନ ବିଧେୟକ କୁ ବିରୋଧ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ସ୍ପଷ୍ଟ କରିଛନ୍ତି । ଆଜି କିଛି ଯୋଜନାର ଶୁଭାରମ୍ଭ କରିବାକୁ ବିହାର ପହଂଚିଥିବା ମୋଦି କହିଛନ୍ତି କି କୃଷକ ଓ ଗ୍ରାହକଙ୍କ ମଧ୍ୟରେ ଥିବା ଦୂରତା ଏହି ବିଲ ମାଧ୍ୟମରେ କମିବ । ଫଳରେ କୃଷକଙ୍କ…

ଜେନେରାଲ କୋଚରେ ଲାଗିବ ଏସି !! ବିନା ଏସି କୋଚରେ ଟ୍ରାକରେ ଗଡିବ ନାହିଁ ଆଉ କୌଣସି ଟ୍ରେନ । କମ ଟଙ୍କାରେ ଉତ୍ତମ ସେବା…

କନକ ବ୍ୟୁରୋ : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ଆଣୁଛି ସ୍ୱତନ୍ତ୍ର ସୁବିଧା । ଏଣିକି କମ୍୍ ଖର୍ଚରେ ଟ୍ରେନର ଏସି କୋଚରେ ଯାତ୍ରା କରିପାରିବେ ସାଧାରଣ ଯାତ୍ରୀ । ଖୁବଶୀଘ୍ର ନୂଆ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି । ଏପରି ଯୋଜନା କାର୍ଯ୍ୟକାରୀ…