Daily Archives

August 25, 2020

ଗାଁରେ ନେଟୱାର୍କ ନଥିବାରୁ ଦୂର ପାହାଡ ଉପରକୁ ଚଢି ପାଠ ପଢୁଥିଲେ ସ୍ୱପ୍ନାଲି । କଷ୍ଟ ଜାଣିବା ପରେ ସାହାଯ୍ୟର ହାତ…

କନକ ବ୍ୟୁରୋ : ସ୍ୱପ୍ନାଲି ସୂତାର । ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଏକ ଛୋଟିଆ ଗାଁରେ ତାଙ୍କ ଘର । ପିଲାଟି ବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଆସୁଛନ୍ତି ସ୍ୱପ୍ନାଲି । ଆଉ ଏଥିପାଇଁ ସେ ଦିନରାତି ପରିଶ୍ରମ ମଧ୍ୟ କରୁଛନ୍ତି । ଏପରିକି ଯୁକ୍ତ୨ ପରୀକ୍ଷାରେ ସେ ୯୮ ପ୍ରତିଶତ ନମ୍ବର ମଧ୍ୟ…

ଇଚ୍ଛା ଆଗରେ ହାର ମାନିଲା ଗରିବୀ , ସଫଳତାର ବାଟ ରୋକିପାରିଲା ନାହିଁ ଅଭାବୀ

କନକ ବ୍ୟୁରୋ : ସଫଳତା । ଏ ଗୋଟିଏ ଶଦ୍ଦ ହିଁ ଅନେକ କଥା କହିଥାଏ । କାରଣ ସଫଳତା ପାଇବାକୁ କିଏ କେତେ ଯେ, କଷ୍ଟ କରିଥାଏ ତାହାର କୌଣସି ସୀମା ନଥାଏ । ଶଦ୍ଦରେ ତାହାକୁ ବର୍ଣ୍ଣନା କରିବା ବି ବୋଧୁଏ ସମ୍ଭବ ହେବ ନାହିଁ । ସଫଳତା ଏକ ସାମଗ୍ରୀ ନୁହେଁ ଯେ, ଯେତେବେଳେ ନାହିଁ ସେତେବେଳେ ଆମେ…

ଥକା ମନ ଚାଲ ଯିବା, ଚକା ନୟନ ଦେଖିବା… ଜଗନ୍ନାଥଙ୍କ ଦର୍ଶନ ପାଇଁ ରାସ୍ତାରେ ଗଡି ଗଡି, ପାଦରେ ଚାଲି ଚାଲି…

କନକ ବ୍ୟୁରୋ: ଜଗାକୁ ଦେଖିବାକୁ ଦଣ୍ଡଯାତ୍ରା । ଚକାଆଖିର ଦର୍ଶନ ପାଇଁ ପାଦରେ ଚାଲିଚାଲି ଯାତ୍ରା । ଆଉ ରସିକନାଗର ଟିକେ ଝଲକ ପାଇବାକୁ ରାଜସ୍ଥାନରୁ ପୁରୀକୁ ଛୁଟି ଆସିଛନ୍ତି ଜଗନ୍ନାଥ ପ୍ରେମୀ ଦୁଇ ଭକ୍ତ ରାମ ସିଂ ଭଗତ ଓ ଜୟ ସିଂ ମିନା । କାଳିଆକୁ ଦେଖିବେ, ଚକାଆଖିକୁ ଚାହିଁବେ ଆଉ ବଡ…

କରୋନାର କରୁଣ ଚିତ୍ର । କଟକରୁ ଆକ୍ରାନ୍ତଙ୍କୁ ଆଣି ରାସ୍ତା ମଝିରେ ଛାଡି ଚାଲିଗଲା ଆମ୍ବୁଲାନ୍ସ, ସଂକ୍ରମଣ ଭୟରେ ଘରକୁ…

କନକ ବ୍ୟୁରୋ : କରୋନାର କରୁଣ କାହାଣୀ । ଦୀର୍ଘ ସମୟ ଧରି ରାସ୍ତା ଉପରେ ଶୋଇ ରହିଲେ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ଦାବି କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ଏଭଳି ଏକ ଖବର ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନନ୍ଦାପଟଣା ଗାଁରୁ । ଖବର…

ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଆରମ୍ଭ ହେବ ରନୱେର କାର୍ପେଟିଂ କାମ । ୪ ମାସ ଧରି ରାତି ୧୧ରୁ ସକାଳ ୭…

କନକ ବ୍ୟୁରୋ : ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଂଟି କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା,ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । ଲକଡାଉନ ସମୟରେ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି ବିମାନବନ୍ଦର । ୭୫…

ହିନସ୍ତା କଲାଣି ଲଘୁଚାପ ଜନିତ ଲଗାଣ ବର୍ଷା । କେଉଁଠି ବନ୍ୟା ପାଣି ଗାଁ ଭିତରେ ପସିଲାଣି ତ ଆଉ କେଉଁଠି ଚାଷ ଜମିକୁ…

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେନ୍ଦ୍ରାପଡା ଗୋବରୀ ନଦୀର ବନ୍ୟା ପାଣିରେ ଡେରାବିଶ ବ୍ଲକର ନୋଳାପାଟରେ ହଜାର ହଜାର ହେକ୍ଟର ଚାଷ ଜମି ବୁଡି ରହିଛି । ରଘୁଦେଇପୁର, ଛୋଟି,ମଙ୍ଗଳପୁର,ବେଣିପୁରର ପ୍ରାୟ ୨୦ଟି ପଂଚାୟତରେ ଧାନ ବିଲରେ ପାଣି ବୁଡି ରହିଛି ।…