Daily Archives

August 25, 2020

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ କୋଭିଡ- ୧୯ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ପ୍ରବାସୀ…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର  ନିମନ୍ତେ ମୁଖ୍ୟମନ୍ତ୍ରୀ  କୋଭିଡ-୧୯ ସହାୟତା ପ୍ୟାକେଜକୁ  ଅନୁମୋଦନ କରିଛନ୍ତି ।  ଗାଁ ଗଣ୍ଡାରେ ରହୁଥିବା  ଗରିବ  ଓ ଅତିଗରିବ  ପରିବାର ତଥା ପ୍ରବାସୀ ଫେରନ୍ତା ଜୀବିକା ବିକାଶ କରିବା ନିମନ୍ତେ ୪ ପ୍ରକାରର…

କେନ୍ଦୁଝରରେ ବଢିଚାଲିଛି ହାତୀ ଉପଦ୍ରବ । ଘର ଭାଙ୍ଗୁଛନ୍ତି, ଫସଲ ବି ନଷ୍ଟ କରୁଛନ୍ତି

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଂଟାପଡା ପଂଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି…

ଦୁର୍ଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ : ଦୀର୍ଘ ଦିନର ପରମ୍ପରା ନଭାଙ୍ଗିବାକୁ ହାଇକୋର୍ଟରେ ଆବେଦନ କଲା କଟକ…

କନକ ବ୍ୟୁରୋ : ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ଼ ନିୟମ ପାଳନ କରି ପୂଜା କରିବେ । ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଚଳିତ…

ନିଟ୍-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲଙ୍କୁ…

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇକୁ ଘୁଂଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୱାଲଙ୍କୁ ଲେଖି ଥିବା ଚିଠିରେ ନବୀନ କହିଛନ୍ତି. ଏହି ମହାମାରୀ ସମୟରେ ଏଭଳି…

କୁକୁରକୁ ନିର୍ମମ ଭାବେ ପିଟି ପିଟି ହତ୍ୟା ଅଭିଯୋଗ । ଭାଇରାଲ ହେଲା ଭିଡିଓ, ଗଜପତି ପାରଳାଖେମୁଣ୍ଡିର ୩ ଜଣଙ୍କ ନାଁରେ…

କନକ ବ୍ୟୁରୋ : ବୁଲା କୁକୁରକୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ । କୁକୁରକୁ ନିର୍ମମ ଭାବେ ପିଟୁଥିବାରୁ ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓକୁ ନେଇ ଗଜପତି ପାରଳାଖେମୁଣ୍ଡିର ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କୁକୁରକୁ ଏମିତି ନିର୍ମମ ଭାବେ ପିଟି ପଶୁ ସୁରକ୍ଷା…

ଏଣିକି ଋଣ ଦେବ ହ୍ୱାଟ୍ସ ଆପ୍ !! ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ…ଯଦି ଆପଣଙ୍କୁ ଋଣ…

କନକ ବ୍ୟୁରୋ : ହ୍ୱାଟ୍ସଆପ ଜରିଆରେ ଚୁଟକିରେ ମିଳିବ ଋଣ । ବିଶ୍ୱାସ ହେଉନଥିଲେ ବି ସତ । ଟାଟା କ୍ୟାପିଟାଲ , ଟାଟା ଗୁପ୍ର ଏକ ଆର୍ଥିକ ସେବା କମ୍ପାନୀ ହ୍ୱାଟ୍ସଆପ ମାଧ୍ୟମରେ ତୁରନ୍ତ ଋଣ ପ୍ରଦାନ କରିବା ପ୍ରକିୟା ଆରମ୍ଭ କରିଛି । ତେବେ ଏହି ସ୍ୱତନ୍ତ୍ର ସ୍କିମକୁ ସ୍ୱିଫ୍ଟ ଇନଷ୍ଟା ପର୍ସନାଲ…