Daily Archives

August 14, 2020

ଲଘୁଚାପ ପ୍ରଭାବରେ ଓଡିଶାରେ ଆହୁରି ୩ ଦିନ ବର୍ଷିବ: କାଲି ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣି, ୧୬ଟି ଜିଲ୍ଲା ପାଇଁ…

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷା ଲାଗି ରହିବ । ୧୫, ୧୬ ଏବଂ ୧୭ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି…

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପସନ୍ଦ ଓଡିଆ ଖାଦ୍ୟ ‘ପଖାଳ’ : ଓଟିଡିସିର ରୋଷେଇ କାର୍ଯ୍ୟକ୍ରମରେ ଦେଲେ…

କନକ ବ୍ୟୁରୋ: ଓଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ଆରମ୍ଭ କରୁଛି ସ୍ୱତନ୍ତ୍ର ଅଭିଯାନ । ଆମ ଘର ଆମ ହାଣ୍ଡିଶାଳ ନାଁରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି ।…

ଲାଲଗଡରେ ମାଓ ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛନ୍ତି ଯବାନ : ବସ୍ତରରୁ ଆସିଲା ଯବାନଙ୍କ ସଂଘର୍ଷର ଚିତ୍ର,…

କନକ ବ୍ୟୁରୋ : ଲାଲଗଡରେ ଯବାନ କେବଳ ମାଓ ମୁକାବିଲା କରୁଛନ୍ତି , ତାହା ନୁହଁ । ଦୁର୍ଗମ ଅଂଚଳରେ ବି ଭୌଗଳିକ ସ୍ଥିତି ସହିତ ପ୍ରାକୃତିକ ବିପର୍ଯ୍ୟୟର ବି ସାମ୍ନା କରୁଛନ୍ତି ଯବାନ ମାନେ । ଆଜି ଆମେ ଏପରି ଏକ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ । ଯାହାକୁ ଦେଖିବା ପରେ ଆପଣ ସହଜରେ ଜାଣିପାରିବେ କିପରି…

ଭୂକମ୍ପ ଆଉ କରିପାରିବ ନାହିଁ କ୍ଷତି । ଢେର ପୂର୍ବରୁ ଭୂକମ୍ପ ସମ୍ପର୍କରେ ସୂଚନା ଦେବ ଗୁଗୁଲ !!

କନକ ବ୍ୟୁରୋ : ଭୂକମ୍ପ ନେଇ ଆସିଲା ବଡ ଖବର । ଏଣିକି ବନ୍ୟା ଓ ବାତ୍ୟା ଏବଂ ବର୍ଷା ଆସିବା ପରି ଭୂକମ୍ପ ଆସିବା ପୂର୍ବରୁ ବି ଆପଣ ପାଇପାରିବେ ସୂଚନ । ଭୂକମ୍ପ ଆସିବା ପୂର୍ବପୁ ଗୁଗୁଲ ଆପଣଙ୍କୁ କରାଇବ ସତର୍କ । ଆଉ ବହୁମୂଲ୍ୟ ଜୀବନ ଏଣିକି ବଂଚିପାରିବ । ସାଧାରଣ ଭାବରେ ବର୍ତମାନ ସମୟରେ…

ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ଆଠଗଡ ବନଖଣ୍ଡ ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଛି ବେଆଇନ୍ ଦେଶି…

କନକ ବ୍ୟୁରୋ : ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ସଂରକ୍ଷିତ ଜଙ୍ଗଲରେ ଚାଲିଛି ମଦ ଭାଟି । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ସଂରକ୍ଷିଣ ଜଙ୍ଗଲ ଭିତରେ ବେଆଇନ୍ ଦେଶି ମଦ ଭାଟି ଚାଲିଛି । ଏନେଇ ସ୍ଥାନୀୟ ଲୋକଙ୍କ ବାରମ୍ବାର ଜଣାଇଲେ ବି ଅବକାରୀ ବିଭାଗ କି ବନ ବନ ବିଭାଗ…

ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ । ଆପତ୍ତିଜନକ ଟ୍ୱିଟ କରି ବିବାଦକୁ ଆସିଥିଲେ…

କନକ ବ୍ୟୁରୋ : ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ । ଏକ ଟ୍ୱିଟକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ପ୍ରଶାନ୍ତଙ୍କ ଦଣ୍ଡବିଧାନ ଆସନ୍ତା ୨୦ ତାରିଖରେ ହେବ । ଭାରତର ମୁଖ୍ୟ ବିଚାରପତି ଏସ ଏ ବବଡେ ଏବଂ ଚାରିଜଣ ପୂର୍ବତନ…