Daily Archives

July 25, 2020

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ଦିନକୁ କରାଯିବ ୧୪ ଶହ ଟେଷ୍ଟ, ବସ୍ତି ଅଂଚଳ ଉପରେ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ବିଏମସି ଦିନକୁ ୧୪ ଶହ ଜଣଙ୍କର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱର କୋଭିଡ…

ଚୀନକୁ ସହଜରେ ଛାଡିବନି ଭାରତ ।  ଚୀନ୍ ପୂର୍ବ ସ୍ଥାନକୁ ନ ଫେରିବା ପର୍ଯ୍ୟନ୍ତ ସୀମାରେ ରହିବେ ଯବାନ, ଶୀତଋତୁରେ ରହଣି …

କନକ ବ୍ୟୁରୋ : ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ନ ଆସିବା ପର୍ଯ୍ୟନ୍ତ ଭାରତୀୟ ଯବାନମାନେ ସେଠାରେ ଜଗି ରହିବେ ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଫଳରେ ଆଗାମୀ ଶୀତଋତୁରେ ମଧ୍ୟ ଭାରତୀୟ ସେନା ସେଠାରେ ରହିବାର…

ଭୁବନେଶ୍ୱରରେ ଅସମ୍ଭାଳ ହେଉଛି ସ୍ଥିତି । ୨୪ ଘଣ୍ଟାରେ ପୁଣି ୧୧୧ ପଜିଟିଭ । ୧୮୦୦ ଡେଇଁଲା ଭୁବନେଶ୍ୱରର ମୋଟ କରୋନା…

କନକ ବ୍ୟୁରୋ: ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୨ଜଣ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ଏହାକୁ ମିଶାଇ ଭୁବନେଶ୍ବର…

କେବଳ ଭୋକ ପାଇଁ…ଭୋକ ଟାଣିଆଣିଲା ରାସ୍ତାକଡକୁ… କଟକଣାର ଦଉଡି ଫିଟାଇ ପେଟ ପାଇଁ ନାଟ କଲେ ବୃଦ୍ଧା । ୮୫…

କନକ ବ୍ୟୁରୋ: ରାସ୍ତାକଡକୁ ଟାଣି ଆଣିଲା ଭୋକ । ପେଟ ପାଇଁ ନାଟ କଲେ ବୃଦ୍ଧା । ଟୁଇଟ କରି ସୋନୁ ଖୋଜିଲେ ଠିକଣା । ମୁଣ୍ଡ ଉପରେ ଠୋ ଠୋ ଖରା । ଚାରିଆଡେ ଦୋକାନ ବଜାର ବନ୍ଦ । ଆଉ ରାସ୍ତାରେ ଚାଲୁଛି କାଁ ଭାଁ ଗାଡିମଟର । କରୋନା ପାଇଁ ବୟସ୍କ ଲୋକଙ୍କୁ ଘରେ ରହିବାକୁ କୁହାଯାଉଥିବା ବେଳେ…

ବିଗବିଙ୍କୁ ପ୍ରଶଂସକ ପଠାଇଲେ ମ୍ୟୁଜିକ ଭିଡିଓ: କର୍ଣ୍ଣାଟକି ସଂଗୀତ ସହ ପପର କଲେ ଫ୍ୟୁଜନ; ହସ୍ପିଟାଲରୁ ଟୁଇଟ୍ କରି…

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଶତାଦ୍ଦୀର ମହାନାୟକ ଅମିତାଭ ବଚନ । ପ୍ରତିଦିନ ନିଜର ଅଗଣିତ ପ୍ରଶଂସକଙ୍କୁ ନିଜ ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେବାକୁ ସେ ଭୁଲୁନାହାନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କ ପୋଷ୍ଟକୁ ଅପେକ୍ଷା କରି ରହୁଛନ୍ତି ଫ୍ୟାନ…

ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପରେ ବଢ଼ିଲା ରାଜନୀତି: ପ୍ରତାପ ଜେନା କହିଲେ, ଜିଲ୍ଲା ଦାୟିତ୍ୱରେ ଥିବା…

କନକ ବ୍ୟୁରୋ: ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତାପ ଜେନା କହିଛନ୍ତି  ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସୁସ୍ଥ ହୋଇଥିବା ରୋଗୀଙ୍କୁ ଭେଟି ପ୍ଲାଜମା ଦାନ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବେ  । ସେମାନଙ୍କ ସହ ୱାନ ଟୁ ୱାନ ଆଲୋଚନା…