Daily Archives

July 25, 2020

କରୋନା ଯୋଦ୍ଧାଙ୍କ କରୁଣ କାହାଣୀ: ମୃତ୍ୟୁ ପରେ ବି କରୋନା ସନ୍ଦେହରେ ଶବ ପାଖ ମାଡୁ ନାହାଁନ୍ତି ପରିବାର ସଦସ୍ୟ; ପଡି…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ କରୁଣ କାହାଣୀ । ଗଂଜାମ ଭଂଜନଗର କୋର୍ଟ ଏଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ପାଖ ମାଡୁନାହାନ୍ତି । ତାଙ୍କ ପରିବାର ଲୋକ ବି ଶବକୁ ଛୁଉଁନାହାନ୍ତି । ଫଳରେ ମୃତଦେହ ପଡିରହିଛି ।…

କାର୍ଯ୍ୟାଳୟକୁ ଅଡୁଆ ଆକ୍ରାନ୍ତ କର୍ମଚାରୀ: କରୋନା ସଂକ୍ରମଣ ଚିହ୍ନଟ ପରେ ଭଦ୍ରକର ୩ଟି ବ୍ୟାଙ୍କ ସିଲ୍; ସେପଟେ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକରେ ୩ ବ୍ୟାଙ୍କ୍ ସିଲ୍ । ଭଦ୍ରକ ଡାହାଣିଗଡିଆ ସ୍ଥିତ ଆଇସିଆଇସିଆଇ , ବାଇପାସ୍ରେ ଥିବା ଏଚଡିଏଫସି ଓ ରାଜଘାଟ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ । ଗତ ୩ ଦିନ ମଧ୍ୟରେ ଆଇସିଆଇ ବ୍ୟାଙ୍କର ୩ଜଣ,…

ମହାମାରୀକୁ ମାରିବ ଭାବିଜୀ ପାମ୍ପଡ଼ ? କରୋନା ସଂକଟ ଭିତରେ କେନ୍ଦ୍ରମନ୍ତ୍ରୀଙ୍କ ଅଜବ ଯୁକ୍ତି : ଲଞ୍ଚ କଲେ ଚମତ୍କାରୀ…

ସାରା ବିଶ୍ୱରେ କରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ମହାମାରୀର ନିରାକରଣ ପାଇଁ ବୈଜ୍ଞାନିକ ମାନେ ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୧୩ ଲକ୍ଷ ଲୋକଙ୍କୁ ସଂକ୍ରମଣ କରିସାରିଲାଣି କରୋନା । ଏହି ଭୁତାଣୁକୁ ନେଇ ଲୋକଙ୍କ ଭିତରେ ଭୟ ଥିବା ବେଳେ ଏବେ…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା: କୋଭିଡ-୧୯ ଭୁତାଣୁରେ ସଂକ୍ରମିତ ଥିବା ନେଇ ଟ୍ୱିଟ୍ କରି ଶିବରାଜଙ୍କ ସୂଚନା;…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା ପଜିଟିଭ୍ । ଆକ୍ରାନ୍ତ ହୋଇଥିବା ଟୁଇଟ୍ କରି ନିଜେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା ଓ ପରୀକ୍ଷା ପରେ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ…

କରୋନା ପରୀକ୍ଷା ରିପୋର୍ଟ ବଢାଇଲା ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ପଜିଟିଭ, ଘରୋଇ ରିପୋର୍ଟରେ ଆସିଲା ନେଗେଟିଭ; ଅଡୁଆରେ…

କନକ ବ୍ୟୁରୋ: ସରକାରୀ ପଜିଟିଭି ହେଲେ ଘରୋଇ ନେଗେଟିଭ । ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ କିଛି ଏହିଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ ହସ୍ପିଟାଲର କରୋନା ନେଗେଟି ରିପୋର୍ଟ ଧରି କ୍ୟାମେରା ସାମ୍ନାରେ ଛିଡା ହୋଇଥିବା ଏହି ମହିଳାଙ୍କ ଅଭିଯୋଗ ଯେ, ସରକାରୀ…

କୋଭିଡ ପରିଚାଳନା ନେଇ ଓଡିଶା ସମେତ ୯ଟି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର: ସଂକ୍ରମଣ ମାମଲା ବଢିଚାଲିଥିବାରୁ ଖୁବ…

କନକ ବ୍ୟୁରୋ: ଓଡିଶା ସମେତ ୯ଟି ରାଜ୍ୟକୁ କରୋନା ପରିଚାଳନାରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତର ପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି ।…