Daily Archives

July 12, 2020

ଐଶ୍ୱର୍ଯ୍ୟାଙ୍କୁ କରୋନା । ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ, ଗତକାଲି ଅମିତାଭ ଓ ଅଭିଷେକ କରୋନା ପଜିଟିଭ ଚିହ୍ନଟ…

କନକ ବ୍ୟୁରୋ : ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କରୋନା । କେବଳ ଐଶ୍ୱର୍ଯ୍ୟା ନୁହଁନ୍ତି ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗତକାଲି…

ଘର ମାଟିତଳୁ ବାହାରିଲେ ଡ଼ଜନେ ନାଗସାପ : ୧୨ ଟି ନାଗସାପ ସହ ୨୪ ଟି ଅନ୍ୟ ପ୍ରଜାତିର ସାପକୁ ଉଦ୍ଧାର କଲା ସାପୁଆ କେଳା ।

ମାଟିତଳୁ ବାହାରିଲେ ଡ଼ଜନେ ନାଗସାପ । ନାଗସାପ ସମେତ ଆଉ ୨୪ ସାପକୁ ଉଦ୍ଧାର କଲା ସାପୁଆ । ଘରେ ଏତେ ସାପକୁ ଦେଖିବା ପରେ ପରିବାର ତଥା ଗାଁ ଲୋକଙ୍କ ଘୁରିଲା ମୁଣ୍ଡ । ଘଟଣାଟି ଘଟିଛି ଉତ୍ତରପ୍ରଦେଶ ଫତେହପୁର ଅଞ୍ଚଳରେ । ଏଠାକାର ଜଗଦିଶପୁର ଗାଁରେ ପ୍ରହଲ୍ଲାଦ ସିଂହଙ୍କ ଘରୁ ଏତେ ସଂଖ୍ୟକ ସାପ…

କଟକ ମହାନଗର ନିଗମ ଅଂଚଳରୁ ଉଠିଲା ସଟଡାଉନ: ଆସନ୍ତାକାଲିଠାରୁ ହେବ କଟକଣା କୋହଳ; ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

କନକ ବ୍ୟୁରୋ: କଟକ ମହାନଗର ନିଗମ ଅଂଚଳରୁ ଉଠିଲା ଲାଗୁ ହୋଇଥିବା ସଟଡାଉନ କଟକଣା । ଆସନ୍ତାକାଲିଠାରୁ ସହରରେ ସମସ୍ତ ଦୋକାନବଜାର ଖୋଲିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କଟକଣା…

ଅମିତାଭ ବଚ୍ଚନଙ୍କୁ କରୋନା, ସ୍ୱାସ୍ଥ୍ୟବସ୍ଥା ସ୍ଥିର । ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ପ୍ରଂଶସକ

କନକ ବ୍ୟୁରୋ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଦେଶ । ଏହା ମଧ୍ୟରେ ଅମିତାଭଙ୍କ ଫ୍ୟାନ୍ ବିଭିନ୍ନ ସ୍ଥାନରେ ପୂଜାର୍ଚନା କରୁଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଛି । କିପରି ଅମିତାଭ୍…

ଶାଢି ପିନ୍ଧି ବସ୍ ପଛରେ ଦୌଡିଲେ … ବୃଦ୍ଧ ଦୃଷ୍ଟିହୀନବ୍ୟକ୍ତିଙ୍କୁ ବସରେ ବସାଇ ମାନବିକତାର ମିଶାଲ୍ ଦେଲେ…

ସାହାର୍ଯ୍ୟ , ସହାୟତା ଏବଂ ସେବାର ବଶବର୍ତ୍ତୀ ମଣିଷ ସବୁବେଳେ ଖୁସିରେ ରହିଥାଏ । ପରିବାରରେ ପିଲାବେଳେ ଅସହାୟକୁ ସହାୟତା କରିବାର ସଂସ୍କାର ମଧ୍ୟ ଦିଆଯାଏ । ଆଜିର ସମାଜ ସ୍ୱାର୍ଥପରତା ଆଡ଼କୁ ଅଗ୍ରସର ହେଲେ ବି ଏବେବି କିଛି ଲୋକଙ୍କର ମାନବିକତା ମିଶାଲ୍ ଦେଖିବାକୁ ମିଳେ । ଏହି ପରୋପକାରୀ ମଣିଷ…

ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ମାଡ ମାରିଲେ ଝାଡୁଦାର: କଳାହାଣ୍ଡି କେସିଙ୍ଗା ବ୍ଲକରେ ସରପଂଚଙ୍କ ଉପସ୍ଥିତିରେ ଘଟଣା;…

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ମାଡ । କଳାହାଣ୍ଡି କେସିଙ୍ଗା ବ୍ଲକ ତୁର୍ଲାଖମନ ଟିଏମସିରେ ଜଣେ ଯୁବକଙ୍କୁ ମାଡ ମାରିଛନ୍ତି ସେଠି କାର୍ଯ୍ୟ କରୁଥିବା ଜଣେ ସୁଇପର । ଏପରିକି ସୁଇପର ଜଣଙ୍କ ଯୁବକଙ୍କୁ ମାଡ ମାରୁଥିବା ସମୟରେ ପାଖରେ ଉପସ୍ଥିତ ଅଛନ୍ତି ଜିଲ୍ଲାପାଳ କ୍ଷମତା…