Daily Archives

July 12, 2020

ଖେର୍ ପରିବାରରେ କୋଭିଡ଼୍-୧୯ ର ପ୍ରବେଶ : ମା’ , ଭାଇ-ଭାଉଜ , ଭାଣିଜୀ ସମସ୍ତଙ୍କୁ କାବୁ କଲା କରୋନା , ଟ୍ୱିଟରରେ ଭିଡ଼ିଓ…

ବଲିଉଡକୁ ବ୍ୟାପିଲା କରୋନା । କୋଭିଡ଼୍-୧୯ ର ସଂକ୍ରମଣରେ ଆସିଲେଣି ଅନେକ ସିନେ କଳାକାର ଏବଂ ତାଙ୍କ ପରିବାର । ପ୍ରଥମେ ଗାୟିକା କନିକା କପୁରଙ୍କ ଠାରୁ ଆରମ୍ଭ ହୋଇଥିଲା ଏହାର ସିଲସିଲା । ହେଲେ ଗତକାଲି ଠାରୁ ବଲିଉଡ଼୍ ବିଗ୍ ବି ଅମିତାଭ୍ ବଚ୍ଚନ ଏବଂ ପୁଅ ଅଭିଶେକ ବଚ୍ଚନ କରୋନାରେ ଆକ୍ରାନ୍ତ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ୭ ଦିନ ପାଇଁ ଲକଡାଉନ: ଜାରି ରହିବ ଜରୁରୀକାଳୀନ ସେବା; ଆବଶ୍ୟକତା ନଥିଲେ…

କନକ ବ୍ୟୁରୋ: ମାଲାକାନଗରି ସହରରେ ଲାଗୁ ହେବ ସାତ ଦିନିଆ ଲକଡାଉନ । ୧୩ ତାରିଖ ମଧ୍ୟ ରାତ୍ରିରୁ ୧୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ବାଲିମେଳା ଏନଏସି ଅଂଚଳରେ ମଧ୍ୟ ଏହି କଟକଣା ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମାଲକାନଗିରି ଜିଲ୍ଲାର…

କରୋନା ନେଲା ଆଉ ୩ ଜୀବନ : ଗଞ୍ଜାମର ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ , ଜିଲ୍ଲାରେ ୩୯ କୁ ବୃଦ୍ଧି , ରାଜ୍ୟରେ…

ଆଜି ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟ ଗଞ୍ଜାମ ଜିଲ୍ଲାର ଜଣେ ୫୬ ବର୍ଷୀୟ ପୁରୁଷ ଅଛନ୍ତି ଯିଏ ଡ଼ାଇବେଟିସ୍ ରୋଗରେ ପୀଡିତ ଥିଲେ । ସେହିଭଳି ପୂର୍ବରୁ କୌଣସି ରୋଗ…

କରୋନା ପରେ ଅମିତାଭଙ୍କ ଘର ହେବ ସାନିଟାଇଜ: ବିଏମସିର ଟିମ୍ ପହଂଚିଲା ଜଲସା; କୋଭିଡ ଗାଇଡଲାଇନ ଅନୁଯାୟୀ ହେବ ବିଶୋଧନ

କନକ ବ୍ୟୁରୋ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇ ସ୍ଥିତ ବାସଭବନ ଜଲସାକୁ କରାଯିବ ବିଶୋଧନ । ଏଥିପାଇଁ ମୁମ୍ୱାଇ ମହାନଗର ନିଗମର କର୍ମଚାରୀ ଓ ବିଶୋଧନ କରିବାକୁ ଆସିଥିବା ଟିମ୍ ବିଗ୍ ବିଙ୍କ ବାସଭବନ ଜଲସା ରେ ପହଁଚିଛନ୍ତି । ଗତକାଲି ବିଗ୍ ବିଙ୍କ ଠାରେ…

ନୃତ୍ୟଶିଳ୍ପୀଙ୍କୁ ସହାୟତା କଲେ ଓଲିଉଡ ଅଭିନେତା: ରୋଜଗାର ଆଶାରେ ୟୁପିରେ ଫସିଯାଇଥିଲେ ୪ ଓଡିଆ ଝିଅ; ଘରକୁ ଫେରିବାକୁ…

କନକ ବ୍ୟୁରୋ: ରୋଜଗାର ଆଶାରେ ଉତରପ୍ରଦେଶ ଗସ୍ତ କରି ଫସି ଯାଇଥିଲେ କଟକର ସୁନୀତା ସାହୁ ଏବଂ ଅନୁଗୁଳ ଓ ସଂବଲପୁର ଜିଲ୍ଲାର ୩ ଜଣ ସାଙ୍ଗ । ଏମାନେ ଉତରପ୍ରଦେଶରେ ପ୍ରାୟ ୪୫ଟି ମଂଚରେ ନୃତ୍ୟ ପ୍ରଦର୍ଶନ ପାଇଁ ଚୁକ୍ତି କରିଥିଲେ । ଆଶାଥିଲା ଏହି ଗସ୍ତରୁ ଭଲ ଦି ପଇସା ରୋଜଗାର ହେବ । ଘରକୁ…

ହୁ ହୁ ହୋଇ ବଢୁଛି କରୋନା : ରାଜ୍ୟରେ ଆଜି ଆଉ ୫୯୫ ନୂଆ ପଜିଟିଭ ; ସଂଗରୋଧ କେନ୍ଦ୍ରରୁ ୩୯୪ ଏବଂ ସ୍ଥାନୀୟ ଅଂଚଳରୁ ୨୦୧…

ଗତ ୨୪ ଘଂଟାରେ ରାଜ୍ୟରେ ୫୯୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଏବଂ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୦୧ ଜଣ । ଏହା ମଧ୍ୟରେ ଗତ ୨୪ ଘଂଟାରେ ଗଂଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୨୩୦ ଆକ୍ରାନ୍ତ । Covid-19 Report For 11th July New Positive…