Daily Archives

July 6, 2020

ସରକାର ! ଆମକୁ କାମ ଦିଅ… ମହାମାରୀର ମାୟାଜାଲରୁ ସିନା ଜୀବନ ଫେରିଲା, ହେଲେ ଜୀବିକା ଚାଲିଗଲା । କାମଧନ୍ଦା…

କନକ ବ୍ୟୁରୋ: ବାହାର ରାଜ୍ୟକୁ ଯାଇ ଟଙ୍କା ରୋଜଗାର କରି ପରିବାର ପୋଶୁଥିଲେ ଲକ୍ଷ ଲକ୍ଷ ଓଡିଆ ଶ୍ରମିକ । ହେଲେ କରୋନା ଭୂତାଣୁ ଭିଡ ଭିତରୁ ସିନା ଜୀବନ ବଂଚାଇ ଗାଁକୁ ଫେରି ଆସିଛନ୍ତି, ହେଲେ ଜୀବିକା ଉଜୁଡି ଯାଇଛି । କଳ-କାରଖାନାରେ କାମ କରୁଥିବା ଶ୍ରମିକ ଏବେ ଗାଁରେ ମୂଲ ଲାଗି ପେଟ…

ଆଉ ସମୁଦ୍ରକୁ ବହି ଯିବନି ବର୍ଷା ଜଳ, ୫ଟି ବ୍ୟାରେଜ ନିର୍ମାଣ କରି ଜଳ ସଞ୍ଚୟ କରିବେ ସରକାର । ଚାଷ କାମରେ କରାଯିବ…

କନକ ବ୍ୟୁରୋ : ଆଉ ସମୁଦ୍ରକୁ ବହି ଯିବନି ବର୍ଷା ଜଳ । ମହାନଦୀ ଦେଇ ସମୁଦ୍ରକୁ ବହି ଯାଉଥିବା ବର୍ଷା ଜଳକୁ ସଞ୍ଚୟ କରି ରଖିବେ ସରକାର । ହୀରାକୁଦ ଡ୍ୟାମର ତଳମୁଣ୍ଡରେ ମହାନଦୀରେ ନିର୍ମାଣ ହେବ ୫ଟି ବ୍ୟାରେଜ । ସମୁଦ୍ରକୁ ବହି ଯାଉଥିବା ପାଣିକୁ ରୋକିବା ପାଇଁ ହେବ ବ୍ୟବସ୍ଥା । ସମୁଦ୍ରକୁ ବହି…

ରିମାଣ୍ଡ ସରିଲା, ଜେଲ ଗଲେ ବହିଷ୍କୃତ ବୀରମିତ୍ରପୁର ଥାନା ଅଧିକାରୀ । ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଗିରଫ…

କନକ ବ୍ୟୁରୋ : ଥାନା ବାବୁଙ୍କ ନୂଆ ଠିକଣା ଜେଲ । ଜେଲ ଗଲେ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ଗିରଫ ଥାନା ଅଧିକାରୀ । ବୀରମିତ୍ରପୁର ଥାନାର ବହିଷ୍କୁତ ତଥା କ୍ରାଇମବ୍ରାଂଚ ଦ୍ୱାରା ଗିରଫ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ଚାରି ଦିନିଆ ରିମାଣ୍ଡ ସରିବା ପରେ ଆଜି କ୍ରାଇମବ୍ରାଞ୍ଚ…

ସଂକ୍ରମଣ ବଢୁଥିବାରୁ ପୋଲସରା ବ୍ଲକ ମଥୁରା ପଞ୍ଚାୟତ ସଟଡାଉନ : ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୧୩ ଯାଏ ସଟଡାଉନ…

କନକ ବ୍ୟୁରୋ : ପୋଲସରା ବ୍ଲକ ମଥୁରା ପଂଚାୟତକୁ  ଏକ ସପ୍ତାହ ଧରି ସଟଡାଉନ ଘୋଷଣା କଲେ  ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ଘୋଷଣା ହୋଇଛି ସଟଡାଉନ । ପୋଲସରା ଅଂଚଳରେ ପଜିଟିଭ ସଂଖ୍ୟା ବଢୁଥିବାରୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି…

ଭୟଭୀତ କରୁଛି ଭୂତାଣୁ ! ଭୁବନେଶ୍ୱରରୁ ପୁଣି ୧୭ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ । ୧୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ।…

କନକ ବ୍ୟୁରୋ: ଭୁବନେଶ୍ୱରରେ ବଢୁଛି ସଂକ୍ରମଣ । ଆଜି ପୁଣି ୧୭ ପଜିଟିଭ । ଭୁବନେଶ୍ୱରରୁ ଆଜି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭ଜଣଙ୍କ ମଧ୍ୟରୁ ୧୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୫ଜଣ ସଙ୍ଗରୋଧ…

ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନା ଆକ୍ରାନ୍ତ । ବାଲେଶ୍ୱରର ଜଣେ ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା  ନେଇ…

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ପାଇଁ ଜଣେ ବିଧାୟକ କରୋନା ପଜିଟିଭ ବାହାରିଛନ୍ତି । ଏହି ବିଧାୟକ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ମିଳିଛି । ଜିଲ୍ଲାର ସିଡିଏମଓ ବିଧାୟକଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛନ୍ତି । ବିଧାୟକଙ୍କ ନମୁନା ପରୀକ୍ଷା ହେବା ପରେ ସେ କରୋନା ପଜିଟିଭ…