Daily Archives

July 6, 2020

ଅତି ଜରୁରୀ ନଥିଲେ ମେଡିକାଲ୍ ଯିବା ମନା । କଟକର ୪ଟି ହସ୍ପିଟାଲ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।

କନକ ବ୍ୟୁରୋ: ଅତି ଜରୁରୀ ନଥିଲେ କଟକର  ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ।  ଆଚାର୍ଯ୍ୟ ହରିହର, ଏସସିବି. ଶିଶୁ ଭବନ ଓ ସିଟି ହସ୍ପିଟାଲ ଯିବାକୁ ମନା କରିଛନ୍ତି । ସଟଡାଉନ ସମୟ ସୀମା ମଧ୍ୟରେ ସଂକ୍ରମଣ ଚେନ ଭାଙ୍ଗିବାକୁ ବୋଲି ଜିଲ୍ଲାପାଳ କହିଛନ୍ତି । ସହରରେ ଏଯାଏ…

ସଲମାନ ଖାନଙ୍କୁ ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ସଫେଇ ରଖିଲେ ସାଂସଦ । ଅନୁଭବ କହିଲେ, କେନ୍ଦ୍ରାପଡାର ସବୁ ଦାୟିତ୍ୱ…

କନକ ବ୍ୟୁରୋ : ସଲମାନ ଖାନଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ଆଜି ସଫେଇ ରଖିଛନ୍ତି ସାଂସଦ । କେନ୍ଦ୍ରାପଡାରେ ସେ ସବୁ ଦାୟିତ୍ୱ ତୁଲାଇଛନ୍ତି । ଜଣେ ସାଧାରଣ ଲୋକ ହିସାବରେ ତାଙ୍କର ମଧ୍ୟ ପସନ୍ଦ ରହିଛି । ଜଣେ ଅଭିନେତା ଭାବେ ସେ ସଲମାନ ଖାନଙ୍କୁ ପସନ୍ଦ କରନ୍ତି ।…

ଲଦାଖ ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ ସେନା । ୧ କିଲୋମିଟରରୁ ୨ କିଲୋମିଟର ପର୍ଯ୍ୟନ୍ତ ପଛକୁ ହଟିଥିବା ନେଇ ସୂଚନା ।…

କନକ ବ୍ୟୁରୋ : ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି । ୧୫ ଜୁନରେ ଏହି ସ୍ଥାନରେ ଭାରତ ଓ ଚୀନର ସେନା…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ବନ୍ଦ ହେଲା କଟକ ଶିଶୁଭବନ ଆଉଟଡୋର : କରାଯାଉଛି ସାନିଟାଇଜ; ପରବର୍ତ୍ତୀ ନିର୍ଦ୍ଦେଶାନାମା…

କନକ ବ୍ୟୁରୋ : କଟକରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପ୍ରଶାସନ ଚିନ୍ତା ବଢାଇଦେଇଛି । କଟକ ଶିଶୁଭବନରୁ ଜଣେ ପଜିଟିଭ ଚିହ୍ନଟ ପରେ ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଆଉଟଡୋର ବନ୍ଦ ରହିବ । ଗତକାଲି  କଟକ ଶିଶୁଭବନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।…

କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ । ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ କରୋନା…

କନକ ବ୍ୟୁରୋ : ସଂକ୍ରମଣ ବଢ଼ୁଛି, ମୃତକଙ୍କ ସଂଖ୍ୟା ବି ବଢ଼ୁଛି । କରୋନା ମହାମାରୀରେ ରାଜ୍ୟରେ ଆଉ ଦୁଇ ଜଣ ମୃତ । ଗୋଟିଏ ଦିନରେ  ନୂଆ୪୫୬ ଜଣ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ନେଇଛି ଦୁଇଟି ମୁଣ୍ଡ । ଆଜି ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନା ଜନିତ…

ରାଜ୍ୟରେ ଆଉ ୪୫୬ ନୂଆ କରୋନା ପଜିଟିଭ୍ । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୦୯ , ସ୍ଥାନୀୟ ଅଞ୍ଚଳରୁ ୧୪୭ । ଗଞ୍ଜାମରୁ…

କନକ ବ୍ୟୁରୋ : ରାଜ୍ୟରେ ୪୫୬ ନୂଆ କରୋନା ପଜିଟିଭ୍ । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୧୪୭…