Daily Archives

July 5, 2020

ଗୋପାଳପୁର ମେ’ଫେୟାର ହୋଟେଲ୍ ସିଲ୍ ହେବା ଘଟଣା : ପ୍ରଶାସନର ପଦକ୍ଷେପକୁ ସ୍ୱାଗତ ସହ କ୍ଷମା ପ୍ରାର୍ଥନା କଲେ ମେ’ଫେୟାର୍…

କନକ ବ୍ୟୁରୋ: ଗୋପାଳପୁର ମେ ଫେୟାର ହୋଟେଲ ସିଲ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ରାୟ । ମେ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବରେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେବେ ମେ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା ମଧ୍ୟ…

ସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ: ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ…

କନକ ବ୍ୟୁରୋ: କରୋନା ସଂକ୍ରମଣ ଭିତରେ କେମିତି ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତାକୁ ନେଇ ଚିନ୍ତାରେ ଥିଲେ ସରକାର । ବିଶେଷ କରି କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହାତରେ ଥିଲା ଖୁବ କମ ସମୟ । ଆଉ ଏହି ଆହ୍ୱାନକୁ ଅବସରରେ ପରିଣତ କଲା ପୁରୀ ଜିଲ୍ଲା…

ପୁଲିସ କର୍ମଚାରୀଙ୍କୁ କେମିତି ହତ୍ୟା କରିଥିଲା ବିକାଶ? ମାଓବାଦୀ ଶୈଳୀରେ କରିଥିଲା ଆକ୍ରମଣ, ଅତି ବୀଭତ୍ସ ଭାବେ…

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟରର ମାଓବାଦୀ ଷ୍ଟାଇଲ । ଉତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଓ ତାର ଲୋକ, ୮ଜଣ ପୋଲିସ କର୍ମଚାରୀଙ୍କୁ କିଭଳି ହତ୍ୟା କରିଥିଲେ ସେନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ କରି ସିହଦ ପୋଲିସ କର୍ମଚାରୀଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ…

କନ୍ଧମାଳ ତୁମୁଡିବନ୍ଧରେ ପୁଲିସ-ମାଓବାଦୀ ଗୁଳିବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀ ମୃତ; ବିପୁଳ…

କନକ ବ୍ୟୁରୋ: କନ୍ଧମାଳ ତୁମୁଡିବନ୍ଧରେ ପୁଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀ ମୃତ ହୋଇଛନ୍ତି । କନ୍ଧମାଳ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ…

ଦେଶରେ କାୟା ମେଲାଉଛି କରୋନା : ଆକ୍ରାନ୍ତଙ୍କ ସହ ବଢୁଛି ମୃତ୍ୟୁସଂଖ୍ୟା , ୨୪ ଘଣ୍ଟାରେ ୨୪,୮୫୦ ନୂଆ ସଂକ୍ରମଣ ,…

ଜୁଲାଇ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬,୭୩,୧୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪,୦୯,୦୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର…

ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡ଼ି ଆକ୍ରମଣରେ ଜଣେ ଯବାନ ଆହତ : ୪ ଦିନ ଭିତରେ ଦ୍ୱିତୀୟଥର ପାଇଁ ହେଲା ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର ପୁଲୱାମାର ଗଙ୍ଗୁ ଅଞ୍ଚଳରେ ରବିବାର ଆଇଇଡ଼ି ବ୍ଲାଷ୍ଟ୍ କରାଯାଇଛି । ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାଁ ଜି,ଡ଼ି ପରଦୀପ୍ ଦାସ୍ ବୋଲି ଜଣାପଡ଼ିଛି । ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ ଅନୁସାରେ ,…