Daily Archives

July 5, 2020

ମାଡି ଚାଲିଛି ମହାମାରୀ: ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୪୬୯ ନୂଆ ଆକ୍ରାନ୍ତ; ଗଂଜାମରେ କରୋନାର…

କନକ ବ୍ୟୁରୋ: ରାଜ୍ୟରେ ଆଉ ୨ ମୁଣ୍ଡ ନେଲାଣି କରୋନା । ଏହା ସହିତ ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୩୧୭ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୧୫୨ ଜଣ ଆକ୍ରାନ୍ତ ଅଛନ୍ତି ସ୍ଥାନୀୟ ଅଂଚଳରୁ । ରାଜ୍ୟର ୨୦ ଟି ଜିଲ୍ଲାରୁୁ ଗତ ୨୪ ଘଂଟାରେ ଆସିଥିବା ତଥ୍ୟ ଆଧାରରେ ଏହି…

ଲଦାଖ ସୀମାରେ ବାୟୁସେନାର ସୌର୍ଯ୍ୟ ପ୍ରଦର୍ଶନ: ଘାଟି ଉପରେ ପହରା ଦଉଚି ଲଢୁଆ ବିମାନ; ସୁଖୋଇ, ଜାଗୁଆର ସହ ଫାଇଟର…

କନକ ବ୍ୟୁରୋ: ଲଦାଖ ସୀମାରେ ବାୟୁସେନାର ଶକ୍ତି ପ୍ରଦର୍ଶନ । ଚୀନ୍ ସୀମାରେ ଘାଟି ଜଗିଛି ଇଣ୍ଡିଆନ୍ ଏୟାରଫୋର୍ସ । ସୀମା ସୁରକ୍ଷାରେ ହାଇଆଲର୍ଟରେ ରହିଛି ବାୟୁସେନା । ଚୀନ ସୀମାରେ ମୁତୟନ ହୋଇଛନ୍ତି ବାୟୁସେନାର ଭଳି କି ଭଳି ଲଢୁଆ ବିମାନ । ଶତ୍ରୁର ନିଦ ହଜେଇଦେବାର କ୍ଷମତା ରଖିଥିବା ସୁଖୋଇ…

୨୦ ଜିଲ୍ଲାରୁ ଆଜି ଆଉ ୪୬୯ ପଜିଟିଭ: ସଂଗରୋଧ କେନ୍ଦ୍ରରୁ ୩୧୭ ଏବଂ ସ୍ଥାନୀୟ ଅଂଚଳରୁ ୧୫୨ଜଣ ଆକ୍ରାନ୍ତ ଠାବ; ରାଜ୍ୟରେ…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ପ୍ରକୋପ । ଆକ୍ରାନ୍ତ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରେ ୪୬୯ ନୂଆ କରୋନା  ରୋଗୀ ଚିହ୍ନଟ ହୋଇଥିବା ବେଳେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ୯ ହଜାର ୭୦କୁ…

କରୋନା ସଂକ୍ରମଣକୁ ବଳିଗଲା ସାମାଜିକ ବାସନ୍ଦ: ସୁସ୍ଥ ହୋଇ ଫେରିବା ପରେ ଗାଁ ଦୋକାନୀ ଦେଉନି ସଉଦା, ନଳକୂପରୁ ମିଳୁନି…

କନକ ବ୍ୟୁରୋ: କେଉଁଠି ଆକ୍ରାନ୍ତ, ପ୍ରଶାସନକୁ ସହଯୋଗ କରୁନାହାନ୍ତି, ତ ଆଉ କେଉଁଠି କରୋନାରୁ ସୁସ୍ଥ ହୋଇ ଫେରିବା ପରେ ସହଯୋଗ କରୁନି ସମାଜ । ଏଭଳି ଅଭାବନୀୟ, ଦୁଃଖଦ ଓ ସମ୍ବେଦନହୀନ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବଇଦମାଳ ଗାଁରୁ । ଆପଣ ଟିଭି ସ୍କ୍ରିନରେ…

କରୋନା ସଂକ୍ରମଣ ରୋକିବାକୁ ଅନୁଗୁଳରେ ସପ୍ତାହ ଶେଷରେ ସଟଡାଉନ୍: ପ୍ରଶାସନର ନିଷ୍ପତିକୁ ଲୋକଙ୍କ ସମର୍ଥନ; ସେପଟେ ସହର…

କନକ ବ୍ୟୁରୋ: ସଟଡାଉନ୍ ପରେ ଅନୁଗୁଳ ଜିଲ୍ଲାରେ ରାସ୍ତା ଘାଟ ଶୂନଶାନ । ଯେଉଁ ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିଲା କରୋନାକୁ ନେଇ ଜିଲ୍ଲା ପ୍ରଶାସନର କଟକଣା ପରେ ସବୁ କିଛି ହୋଇଯାଇଛି ଶୂନଶାନ । ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନରେ କର୍ମଚାରୀ କରୋନା ଆକ୍ରାନ୍ତ ହେବା…

କରୋନା ଲକଡାଉନରେ କିଭଳି ମଜୁରୀ ହରାଇଛନ୍ତି ଶ୍ରମିକ ଓ ଚାକିରିଆ: ଆସିଲା ସାଂଘାତିକ ରିପୋର୍ଟ; ମାର୍ଚ୍ଚ ୨୫ରୁ ମେ ୩…

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ସାରାଦେଶେରେ ଲକଡାଉନ୍ ଫଳରେ ଶ୍ରମିକ ଓ ଚାକିରିଆ ଗୋଷ୍ଠୀ କିଭଳି ମଜୁରି ହରାଇଛନ୍ତି ତାକୁନେଇ ଚମକାଇ ଦେଲାଭଳି ରିପୋର୍ଟ ପ୍ରକାଶ ପାଇଛି । ଏକ ଅଧ୍ୟୟନ ଅନୁସାରେ ଦେଶରେ ମାର୍ଚ୍ଚ ୨୫ରୁ ମେ’ ୩ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଲାଗୁ ହୋଇଥିବା…