Monthly Archives

June 2020

ଚାଇନା ଆପ୍ ଟିକଟିକ୍ ବ୍ୟାନ ପରେ ଚାଲିଛି ବିକଳ୍ପ ଖୋଜା : ଭାରତୀୟ ଆପ୍ ଚିଙ୍ଗାରି, ମିତ୍ରୋନ୍ ଓ ରୋପୋସୋ ଉପରେ ରହିଛି…

କନକ ବ୍ୟୁରୋ : ଟିକଟକ ସମେତ ଚୀନର ଅଧିକାଂଶ ଆପକୁ ନିଷିଦ୍ଧ କରାଯାଇଛି ।  ଏବେ ଆସନ୍ତୁ ଦେଖିବା ଏହାର ବିକଳ୍ପ କଣ ହୋଇପାରେ ।  ଟିକଟକର ବିକଳ୍ପ  ଚିଙ୍ଗାରି, ମିତ୍ରୋନ, ରୋପୋସୋ ହୋଇପାରେ । ସେହିଭଳି ଆଉ ଏକ  ଆପ ୟୁସିବ୍ରାଉସରର ବିକଳ୍ପ ବି  ଖୋଜା ଚାଲିଛି । ୟୁସି ବ୍ରାଉଜର ବିକଳ୍ପ ହୋଇପାରେ…

କାଲିଠୁ କାଉଣ୍ଟରରରେ ମିଳିବ ମଦ: ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ କାଉଂଟରରେ ମିଳିବ ମଦ; ହୋମ୍ ଡେଲିଭରିରେ ମଧ୍ୟ ଯୋଗାଇ…

କନକ ବ୍ୟୁରୋ: କାଉଂଟରରେ ମିଳିବ ମଦ । ଏଣିକି ମଦ ଦୋକାନ କାଉଂଟରରୁ ମଦ କିଣିପାରିବେ ଗ୍ରାହକ ।ଆସନ୍ତାକାଲିଠାରୁ କାଂଉଟରରେ ମିଳିବ ବିଦେଶୀ ମଦ । ଲକଡାଉନ ଆରମ୍ଭରୁ ମଦ ବିକ୍ରୀ ଉପରେ କଟକଣା ଲଗାଯାଇଥିଲା । ଏହାପରେ ମେ ତୃତୀୟ ସପ୍ତାହରେ ଅନଲାଇନରେ ମଦବିକ୍ରୀ ପାଇଁ ଓଡିଶା ସରକାର ଅନୁମତି…

କ’ଣ କରୋନା କାଳରେ ବିବାହ କରିବା ନିହାତି ଜରୁରୀ ? ଅମାନିଆ ହୋଇ ବିବାହ କଲେ ୯୫ ଅତିଥିଙ୍କୁ କରୋନା ବାଣ୍ଟିଲେ , ୨ ଦିନ…

କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ପକ୍ଷରୁ ବାରମ୍ବାର ଲୋକଙ୍କୁ ନିୟମ ମାନି ଚଳିବା ପାଇଁ ତାଗିଦ୍ କଲେ ହେଁ ଅମାନିଆ ଲୋକଙ୍କୁ କିଛି ଫରକ୍ ପଡ଼ୁନାହିଁ । ନିଜର ମୁର୍ଖାମୀ କାରଣରୁ ମରଣକୁ ସାଥୀ କରିବାକୁ ପଛାଉନାହାନ୍ତି ଲୋକ । ଏଭଳି ଏକ ଘଟଣା ଘଟିଛି ବିହାରର ରାଜଧାନୀ ପଟନାର…

ପାକ୍ ଟାର୍ଗେଟରେ ପୁଣି ମୁମ୍ବାଇର ତାଜ୍ ହୋଟେଲ୍ : ଗୋଟିଏ ନମ୍ବରରୁ ତିନୋଟି ହୋଟେଲକୁ ଆସିଲା ଧମକପୂର୍ଣ୍ଣ କଲ୍ ……

ପାକିସ୍ତାନ ଟାର୍ଗେଟରେ ମୁମ୍ବାଇର ବଡ଼ ବଡ଼ ହୋଟେଲ୍ । ରାତି ଅଧରେ ମୁମ୍ବାଇର ୩ ଟି ପ୍ରସିଦ୍ଧ ହୋଟେଲକୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ତାଲିକାରେ ଥିଲେ ହୋଟେଲ୍ ତାଜ୍ , ହୋଟେଲ୍ କୋଲାବା ଏବଂ ତାଜ୍ ଲ୍ୟାଣ୍ଡସ୍ । ଗତରାତି ୧୨.୩୦ ରେ ହୋଟେଲରେ ବିସ୍ଫୋରଣ କରିବାର ଧମକ ଦେଇଛି ପାକିସ୍ତାନର…

ମୁଣ୍ଡ ନେଉଛି କରୋନା, ଆଜି ଆଉ ଦୁଇ ମୃତ: ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର; ୪୮ ଓ ୪୯ ବର୍ଷିୟ ମହିଳାଙ୍କ କରୋନା ଜନିତ…

କନକ ବ୍ୟୁରୋ: ରାଜ୍ୟରେ ଆଜି ୨୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି । ତେବେ ପୂର୍ବରୁ କରୋନାରେ ଗଂଜାମ ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଦୁଇ ଜଣଙ୍କର ମୃତ୍ୟୁ…

ଭୂତାଣୁର ଭୟ ଭିତରେ ଆଶ୍ୱସ୍ତ ଆଣିବ କି କୋ-ଭ୍ୟାକ୍ସିନ: ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ପ୍ରତିଶେଧକ ଟୀକା…

କନକ ବ୍ୟୁରୋ: କରୋନା କାୟା ମେଲାଉଥିବା ବେଳେ ଭାରତ ତିଆରି କରିଛି ପ୍ରଥମ କରୋନା ଭ୍ୟାକ୍ସିନ । ପୂର୍ବରୁ ଅନ୍ୟ ପ୍ରଭାବିତ ଦେଶରେ କରୋନା ଭ୍ୟାକ୍ସିନକୁ ନେଇ ବହୁ ପରୀକ୍ଷା ନୀରିକ୍ଷା ଚାଲିଥିବା ବେଳେ ଭାରତ ଆଣିଛି କରୋନା ଭାଇରସର ପ୍ରତିଶେଧକ ଟାକା । ଯାହାର ନାମ କୋ-ଭ୍ୟାକ୍ସିନ ରଖାଯାଇଛି ।…