Monthly Archives

June 2020

ଆକାଶରୁ ଖସୁଛି ମୃତ୍ୟୁ…ନିମିଷକେ ଚାଲିଯାଉଛି ଜୀବନ: ପ୍ରତିଦିନ ୫୦ରୁ ଶହେ ଥର ଭୂପୃଷ୍ଠରେ ପଡିଥାଏ…

କନକ ବ୍ୟୁରୋ: ଆକାଶରୁ ଖସୁଛି ମୃତ୍ୟୁ ! କିଛି ଦିନ ତଳେ ବିହାରରେ ଗୋଟିଏ ଦିନରେ ବଜ୍ରପାତ କାରଣରୁ ପ୍ରାୟ ଶହେରୁ ଅଧିକ ଲୋକଙ୍କର ଜୀବନହାନୀ ଘଟିଥିଲା । ଯାହା ସମସ୍ତଙ୍କ ସ୍ତବ୍ଧ କରିଦେଇଥିଲା । ଓଡିଶାରେ ମଧ୍ୟ ଏହାର ଭୟାବହତା ଅନେକ ସମୟରେ ଦେଖିବାକୁ ମିଳିଥାଏ । ତେବେ ବିଜୁଳି ମାରିବା ତଥା…

୨୨ଟି ଜିଲ୍ଲାରୁ ନୂଆ ୨୦୬ କରୋନା ପଜିଟିଭ୍ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା । କ୍ୱାରେଣ୍ଟାଇନ…

କନକ ବ୍ୟୁରୋ : ରାଜ୍ୟରେ ଆଉ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଲା । ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ…

କରୋନା ପରେ ଚୀନର ନୂଆ ଘାତକ ଭାଇରସ୍ : ଘୁଷୁରୀଠୁ ବ୍ୟାପୁଛି ସ୍ୱାଇନ୍ ଫ୍ଲୁର ନୂଆ ରୋଗ , ନାଁ ରହିଛି “ଜି୪” । 

କରୋନା ଭାଇରସର ଜନକ ସାଜିଥିବା ଚୀନ୍ ରେ ଏବେ ନୂଆ ରୋଗ ମୁଣ୍ଡ ଟେକିଲାଣି । ଯାହା ଚୀନବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଆମେରିକା ସାଇନ୍ସ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ , ଚୀନରେ ଏବେ ନୂଆ ସ୍ୱାଇନ୍ ଫ୍ଲୁ ରୋଗ ବ୍ୟାପିଛି । ୨୦୦୯ ମସିହାରେ ପୁରା ବିଶ୍ୱରେ ଏଚ୧ଏନ୧ ନାମକ…

କଟକ ଓଡିଆ ବଜାରରେ ଅଗ୍ନିକାଣ୍ଡ : ବିଳମ୍ବିତ ରାତିରେ ଏକ ପ୍ରେସରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି, ଘଟଣାସ୍ଥଳରୁ ୩…

କନକ ବ୍ୟୁରୋ : କଟକ ଓଡିଆ ବଜାରରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଓଡିଆ ବଜାର ନିକଟ ଏକ ପ୍ରେସରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡ ବେଳେ ସଂପୃକ୍ତ ପ୍ରେସ ଭିତରେ ଥିବା ୩ ଜଣଙ୍କୁ ଉଦ୍ଧାର…

ତାଲାବନ୍ଦ ଯୋଗୁଁ ରାଜ୍ୟରେ କମିଛି ଦୁର୍ଘଟଣା ହାର : ମାର୍ଚ୍ଚରୁ ମେ ମାସ ଭିତରେ ଦୁର୍ଘଟଣାରେ ମରିଛନ୍ତି ୩୪୪ ଜଣ । ୬୪.୪…

କନକ ବ୍ୟୁରୋ : ତାଲାବନ୍ଦ ଯୋଗୁଁ ରାଜ୍ୟରେ କମିଛି ଦୁର୍ଘଟଣା । ସଡକ ନିରାପତା ସମ୍ପର୍କିତ ସୁପ୍ରିମକୋର୍ଟ କମିଟି ନିକଟରେ ଏଭଳି କିଛି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରଖାଯାଇଥିବା ତଥ୍ୟରେ ଏହା ଦର୍ଶାଯାଇଛି ମାର୍ଚ ପ୍ରଥମ ସପ୍ତାହରୁ ମେ’ ମାସ ମଧ୍ୟରେ…

ସମ୍ବଲପୁରରେ ରହସ୍ୟଜନକ ଭାବେ ମା ଓ ଝିଅ ନିଖୋଜ । ମହାନଦୀ ସେତୁରୁ ମିଳିଲା ସ୍କୁଟି ଓ ଚପଲ । ନଦୀ ଭିତରକୁ ଡେଇଁପଡିଥିବା…

କନକ ବ୍ୟୁରୋ : ସମ୍ବଲପୁର ଧମା ଥାନା ଅଂଚଳର ଜଣେ ମହିଳାଙ୍କ ସମେତ ତାଙ୍କର ଦେଢବର୍ଷର ଝିଅ ନିଖୋଜ ହୋଇଯାଇଛନ୍ତି । ତେବେ ମହାନଦୀ ସେତୁରୁ ସ୍କୁଟ ଓ ଚପଲ ଉଦ୍ଧାର ହେବା ପରେ ଉଭୟ ତଳକୁ ଡେଇଁପଡିଥିବା ସନ୍ଦେହ ସୃଷ୍ଟି ହୋଇଛି । ଆଜି ସକାଳୁ ଉଭୟଙ୍କୁ ଖୋଜିବା ପାଇଁ ପୁଲିସ ଓ ଅଗ୍ନିଶମ ସେବାର…