Daily Archives

June 5, 2020

ସଙ୍ଗରୋଧ କେନ୍ଦ୍ରରୁ ଗାଁ ମୁହାଁ ହେଉଛନ୍ତି ପ୍ରବାସୀ । ଗାଁରେ ବଢିଲା କରୋନା ଭୟ, ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୩୦ ନୂଆ…

କନକ ବ୍ୟୁରୋ: ଗାଁ କୁ ଡର କରୋନା, ସହର ପରେ ଗ୍ରାମାଂଚଳରେ ବଢ଼ୁଛି ସଂକ୍ରମଣ । ଏବେ ଓଡିଶାର ଗ୍ରାମଂଚଳକୁ କରୋନା ସଂକ୍ରମଣର ଭୟ ବଢ଼ିବାରେ ଲାଗିଛି । ପ୍ରବାସୀ ଶ୍ରମିକମାନେ ସଂଗରୋଧ କେନ୍ଦ୍ର ଛାଡି ଏବେ ଗାଁ ମୁହାଁ ହେଉଥିବାରୁ ଏହି ଭୟ ବଢ଼ିଯାଇଛି । ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ…

କୋଭିଡ-୧୯ ପରଚେଜ କମିଟିରୁ ବାଦ୍ ପଡିଲେ ଆଇଏଏସ ହେମନ୍ତ ଶର୍ମା । କରୋନା ମୁକାବିଲା ସରଂଜାମ କିଣିବା ପାଇଁ ରାଜ୍ୟ ସରକାର…

କନକ ବ୍ୟୁରୋ: କୋଭିଡ ୧୯ ପରଚେଜ କମିଟିରୁ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ବାଦ ପଡିଛନ୍ତି । ତେବେ ବାଦ ପଡିବାର କାରଣ ସଂପର୍କରେ କିଛି ଜଣାପଡିନାହିଁ । କରୋନା ମୁକାବିଲା ସରଂଜାମ କିଣିବା ପାଇଁ ସରକାର ତାଙ୍କୁ ଦାୟିତ୍ୱ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ ୧୯ର ଏହି…

ଓଡ଼ିଶାରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ଆଜି ଏକାଥରେ ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ, ରାଜ୍ୟରେ ଏଯାବତ୍ ସୁସ୍ଥ…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । ଏହି ନୂଆ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ୍ ୧୬୦୪କୁ ବୃଦ୍ଧି ପାଇଛି ସୁସ୍ଥଙ୍କ ସଂଖ୍ୟା । ତେବେ ରାଜ୍ୟର ନୂଆ ସୁସ୍ଥଙ୍କ ମଧ୍ୟରେ... Very happy to share that today we…

ହାତୀ ହତ୍ୟାକାରୀ ହାତରେ ହାତକଡ଼ି ପଡ଼ିଲା ସତ । ହେଲେ ମଣିଷକୁ ହାତୀ ପଚାରୁଛି, ଆମେ ବିଶ୍ୱାସ କରି ସ୍ନେହଭରା ସପୁରୀକୁ…

କନକ ବ୍ୟୁରୋ: ମା’ଲୋ ମତେ ଭୋକ ଲାଗିଲାଣି ଧନ ଲୋ, ଜମା ବ୍ୟସ୍ତ ହଅନି, ମଣିଷ ଆମ ପାଇଁ ଖାଇବା ଆଣିଦେଇଛି ଦେଖୁନୁ ମଣିଷ ଆମକୁ କେତେ ସ୍ୱାଦିଷ୍ଟ ସପୁରୀ ଦେଇଛି ହଁ ଲୋ ମା’... ମଣିଷ କେତେ ଭଲ... ଆମ ପେଟ କଥା ବୁଝି ଆମକୁ ଖାଇବାକୁ ଦଉଛି । ହୁଏତ ଗର୍ଭବତୀ ଥିବା ଜଣେ ମା’, ଆଉ ତା ପେଟରେ…

ଗିରଫ ତହସିଲଦାର ରଶ୍ମିରେଖା ପ୍ରଧାନ ଅମାପ ସମ୍ପତିର ଚାଲିଛି ଖୋଳତାଡ । ଏଯାଏଁ ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ ।…

କନକ ବ୍ୟୁରୋ: ଲାଂଚ ନେଇ ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ଅମାପ ସମ୍ପତିର ଚାଲିଛି ଖୋଳତାଡ । ଏଯାଏଁ ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଛି । ଏହା ଭିତରେ ରହିଛି ୨ଲକ୍ଷ ୮୨ହଜାର ଟଙ୍କାର ସୁନା ଗହଣା, ଗାଡି ଓ ୮ଲକ୍ଷରୁ ଅଧିକ ଟଙ୍କାର ଏଲଆଇସି । ୪ଟି…

ରାଜଧାନୀର ସାଲିଆ ସାହିରୁ କରୋନା ସଂକ୍ରମିତ ଠାବ: ଭୁବନେଶ୍ୱରରେ ଆଜି ୧୩ ଆକ୍ରାନ୍ତ ଚିହ୍ନଟ; ଆଇଗିଣିଆ, ଲକ୍ଷ୍ମୀସାଗର ଓ…

କନକ ବ୍ୟୁରୋ: ରାଜଧାନୀର ସାଲିଆ ସାହି ବସ୍ତିରୁ କରୋନା ଆକ୍ରାନ୍ତ ଚିହ୍ନଟ । ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ଘରୋଇ ସଂଗରୋଧରେ ୭ ଜଣ…