ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଆମ ପାଇଁ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ । କଟକଣା କୋହଳ ହୋଇଛି କିନ୍ତୁ…
କକନ ବ୍ୟୁରୋ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ସାରା ବିଶ୍ୱ ଏବେ କରୋନା ଲଢ଼େଇ କରୁଥିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗତ ଦୁଇ ମାସ ହେବ ଆମେ କରୋନା ସହ ଲଢ଼େଇ କରୁଛୁ । ବର୍ତ୍ତମାନ ଲକଡାଉନ କଟକଣା କୋହଳ ହେଲା ତା’ମାନେ ଭାବନ୍ତୁ ନାହିଁ ଯେ କରୋନା…