Browsing Category

ଦେଶ ବିଦେଶ

ଧାନ କ୍ଷେତରେ ଟ୍ରାକ୍ଟର ଚଲାଇଲେ ଧୋନୀ : ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଲେ, ‘ନୂଆ…

କନକ ବ୍ୟୁରୋ : ଧାନ କ୍ଷେତରେ ଧୋନୀ । ଟ୍ରାକ୍ଟର ଚଳାଇଲେ ମାହି । କ୍ୟାପଟେନ୍ କୁଲ ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବା କିଛି ବର୍ଷ ହେଲାଣି । ହେଲେ ତାଙ୍କର ଅଗଣିତ ଫ୍ୟାନ ଧୋନୀଙ୍କ ବିଷୟରେ ଜାଣିବାକୁ ସବୁବେଳେ ଆଗ୍ରହୀ ହୋଇ ରହିଛନ୍ତି । ଧୋନୀ ମଧ୍ୟ ମଝିରେ…
Read More...

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ତଥ୍ୟ ପ୍ରଘଟ କରିବା ମାମଲା, ଏନଏସଇର ପୂର୍ବ ପ୍ରବନ୍ଧ ନିର୍ଦ୍ଦେଶକ ଚିତ୍ରା ରାମକୃଷ୍ଣଙ୍କୁ…

କନକ ବ୍ୟୁରୋ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ଇଡି ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ତାଙ୍କୁ ଏନଏସଇର କର୍ମଚାରୀଙ୍କ ଫୋନ ଟ୍ୟାପିଂ ମାମଲାରେ ରାଓଜ ଏଭିନ୍ୟୁ କୋର୍ଟ ମଧ୍ୟ…
Read More...

ଗୁପ୍ତଚର ମାମଲାରେ ଅଡୁଆରେ ଦିଲ୍ଲୀ ସରକାର, ସିିବିଆଇ ଯାଂଚ ପାଇଁ ଅନୁମତି ଦେଲେ ଉପ ରାଜ୍ୟପାଳ

କନକ ବ୍ୟୁରୋ : ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ବିଜେପି ଉପରେ ଗୁପ୍ତଚରଭାବେ ଖବର ନେଉଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ଉପ ରାଜ୍ୟପାଳ ବିନୟ ସକସେନା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ ଆଧାରରେ ମାମଲା ରୁଜୁ କରିବାକୁ ସିବିଆଇକୁ ଅନୁମତି…
Read More...

ସାବାଡ ହେବେ ଆତଙ୍କବାଦୀ, ସରକାରଙ୍କ କଡା ପଦକ୍ଷେପ । ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କର ଜବତ ହେବ ସମ୍ପତ୍ତି

କନକ ବ୍ୟୁରୋ : ଆତଙ୍କବଦ ଏବଂ ନକ୍ସଲବାଦକୁ ନିପାତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏପରିକି ଆତଙ୍କାବାଦୀଙ୍କୁ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ କଡା ପଦକ୍ଷେପ ନେବା ପାଇଁ ମଧ୍ୟ କେନ୍ଦ୍ର ସରକାର କଡା ଆଇନ୍ ଆଣିଛନ୍ତି । ଆତଙ୍କବାଦୀରେ ସାମିଲ ହେଉଥିବା ଲୋକ କିମ୍ବା…
Read More...

ରୋଷଣୀ କରି ଯାଉଥିଲା ବର । ବରଯାତ୍ରୀଙ୍କ ଭିତରକୁ ମାଡିଆସିଲା ଦ୍ରୁତ କାର । ୩ ମୃତ, ୧୨ରୁ ଅଧିକ ଆହତ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମେରଟରେ ଘଟିଛି ଅଭାବନୀୟ ଘଟଣା । ବାଣ , ବାଜା ରୋଷଣୀ କରି ବିବାହ କରିବାକୁ ଯାଉଥିଲା ବର । ଆଗରେ ନାଚି ନାଚି ଯାଉଥିଲେ ବରଯାତ୍ରୀ । ହେଲେ ହଠାତ୍ ମାଡିଆସିଲା ବିପଦ । ବରଯାତ୍ରୀଙ୍କ ଭିରତକୁ ମାଡିଆସିଲା ଏକ ଦ୍ରୁତଗାମୀ କାର । ବରଯାତ୍ରୀଙ୍କ ଉପରେ ଚଢିଯିବାରୁ…
Read More...

ବାହାଘର ପୂର୍ବରୁ ବର ଫେରାର । କନ୍ୟା ହାତ ଧରିଲା ବରର ସାନ ଭାଇ

କନକ ବ୍ୟୁରୋ: ବଡ ପୁଅର ବାହାଘର । ସେଥିପାଇଁ ଘର ଉଠୁଛି ପଡୁଛି । ବରଯାତ୍ରୀ ପ୍ରସ୍ତୁତ । ହେଲେ ଖୋଜିବା ବେଳକୁ ବର ଗାଏବ । ଫେସିଆଲ ହେବାକୁ କହି ବର କେଉଁଆଡେ ଚାଲିଗଲା । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିତରେ । ବିବାହର କିଛି ସମୟ ପୂର୍ବରୁ ବର ପଳାଇ ଯିବାରୁ ବାଧ୍ୟ ହୋଇ…
Read More...

ଖୁଲମଖୁଲା ବୁଲୁଛନ୍ତି ଅପରାଧୀ । ଚେନ୍ ଛିଡାଇ ନେବାବେଳେ ମହିଳାଙ୍କ ସହ ୪ଜଣଙ୍କୁ ଗୁଳି କରିଦେଲେ

କନକ ବ୍ୟୁରୋ: ବିହାରରେ ଅବାଧରେ ଘୁରୁ ବୁଲୁଛନ୍ତି ଅପରାଧୀ । ପାଟଣାରେ ଅପରାଧୀମାନେ ଏକାବେଳେ ୪ଜଣଙ୍କୁ ଗୁଳି କରିଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାଟଣା ଶାସ୍ତ୍ରୀନଗର ଇଲାକାରେ ଉର୍ଜା ଷ୍ଟାଡିୟମ ପାଖରେ ଏକ ହଷ୍ଟେଲ ଦାୟିତ୍ୱରେ ଥିବା ମହିଳା ଜଣକ ନିଜର ୩ ଜଣ…
Read More...

ଟ୍ୱିଟର ବ୍ଲୁଟିକ୍ ପାଇଁ ଗଣିବେ ଟଙ୍କା । ମାସକୁ କାହା ପାଇଁ କେତେ? ଜାଣନ୍ତୁ…

କନକ ବ୍ୟୁରୋ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର, ବ୍ଲୁଟିକ୍ ସେବା ପାଇଁ ଭାରତରେ ଆରମ୍ଭ କରିଦେଇଛି ସବ୍ସକ୍ରିପସନ୍ ସେବା । ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡିବ । ତାହା ବି ଅଲଗା ଅଲଗା ୟୁଜର୍ସଙ୍କ…
Read More...

ସଂସଦରେ ହଙ୍ଗାମା ଭିତରେ ଧନ୍ୟବାଦ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ : ବିରୋଧୀଙ୍କ ଉପରେ ବର୍ଷିଲେ ହେଲେ ଧରିଲେନି…

କନକ ବ୍ୟୁରୋ : ସଂସଦରେ କଂଗ୍ରେସ ଓ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସଂସଦେର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଧୁଲେଇ କରିଛନ୍ତି । ସେ କହିଛନ୍ତି, ଭୋଟର ଯାହା କରିପାରିଲାନି…
Read More...

ତୁର୍କୀରେ ଭୂମିକମ୍ପ ଯନ୍ତ୍ରଣା: ଶିଶୁଙ୍କ ବିକଳ ଦେଖି ସାରା ବିଶ୍ୱ ସ୍ତବ୍ଧ

କନକ ବ୍ୟୁରୋ: ତୁର୍କୀ ଏବଂ ସିରିୟା ଭୂକମ୍ପରେ ଶିଶୁମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। କେଉଁଠି ଜନ୍ମରୁ ଶିଶୁ ଅନାଥ ହୋଇଯାଇଥିବା ବେଳେ ଅନ୍ୟ କେଉଁଠି ନିଜ ପିଲାଙ୍କୁ ହରାଇ ବାପା ମା’ ଭାଙ୍ଗି ପଡ଼ିଛନ୍ତି। କହରାମନମାରସ‌ରେ ଜଣେ ବାପା ନିଜ ୧୫ ବର୍ଷୀୟା ମୃତ ଝିଅର ହାତ ଧରିଥିବାର ଫଟୋ…
Read More...