Browsing Category

ଦେଶ ବିଦେଶ

ଡିଜାଇନର ଉପରେ ଲାଞ୍ଚ ଦେବା ଅଭିଯୋଗ ଆଣିଲେ ଅମୃତା ଫଡନାବୀସ । ପୁଲିସରେ ମାମଲା ଦାଏର

କନକ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ପତ୍ନୀ ଅମୃତା ଫଡନାବୀସ ଜନୈକ ଡିଜାଇନରଙ୍କ ବିରୋଧରେ ପୁଲିସରେ ମାମଲା ଦାଏର କରିଛନ୍ତି । ଡିଜାଇନର ଅନିକ୍ଷା ତାଙ୍କ ବାପାଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ରଫାଦଫା କରିବାକୁ ୧ କୋଟି ଟଙ୍କା ଲାଞ୍ଚ ଦେଉଥିବା…
Read More...

ଅରୁଣାଚଳପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ସେନା ହେଲିକପ୍ଟର । ପାଇଲଟ ସମେତ ୪ଜଣ ଯବାନ୍ ସହିଦ , ଅନ୍ୟ ଜଣେ ପାଇଲଟ୍ ନିଖୋଜ

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ଼ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ଜଣ ପାଇଲଟଙ୍କ ସମେତ ୫ଜଣ ଯାତ୍ରା କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଯବାନ୍ ସହିଦ ହୋଇଥିବା ଜଣାପଡିଛି । ଏବେ ଅନ୍ୟ ଜଣେ ପାଇଲଟ୍ ନିଖୋଜ ଥିବା ଜଣାପଡିଛି ।…
Read More...

ଭୁଷୁଡିଲା ଶୀତଳ ଭଣ୍ଡାର ଛାତ । ଦବି ରହିଛନ୍ତି ୨୫ରୁ ଅଧିକ ଲୋକ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲା ଫୈଜଗଞ୍ଜରେ ଘଟିଛି ଦୁଃଖଦ ଘଟଣା । ଏଠାରେ ଥିବା ଏକ ଶୀତଳ ଭଣ୍ଡାର ହଠାତ୍ ଭୁଷୁଡିପଡିବାରୁ ଛାତ ତଳେ ଦବି ହୋଇଯାଇଛନ୍ତି ୨୦ରୁ ୨୫ ଜଣ ଲୋକ । ଫଳରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଘଟଣାର ଖବର ମିଳିବା ମାତ୍ରେ ପୁଲିସ ପ୍ରଶାସନ ତୁରନ୍ତ…
Read More...

‘ଦେଶକୁ ବଦନାମ କରିବ ତ ଆମେ ଚୁପ୍ ରହିବୁନି’: ଏଭଳି କାହିଁକି କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ?

କନକ ବ୍ୟରୋ: ରାହୁଲ ଗାନ୍ଧୀ ଲଣ୍ଡନ ମାଟିରେ ଦେଶ ବିରୋଧରେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର । ବିଦେଶ ମାଟିରେ ଗଣତନ୍ତ୍ର, ଦେଶର ନ୍ୟାୟ ବ୍ୟବସ୍ଥାକୁ ଅସମ୍ମାନୀତ କରିବା ସହ ଦେଶର ଅସମ୍ମାନ କରିଛନ୍ତି ।ତେଣୁ ଦେଶର ଅପମାନ କରୁଥିବା ଏଭଳି ବ୍ୟକ୍ତିଙ୍କ…
Read More...

ବଢ଼ୁଛି ଏଚ୍‌୩ଏନ୍‌୨ ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ରରେ ୨ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ , ପୁଡ଼ୁଚେରୀରେ ୧୧ ଦିନ ସ୍କୁଲ୍…

କନକ ବ୍ୟୁରୋ: ଦେଶରେ ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ିଚାଲିଛି। ଆଇଡିଏସ୍‌ପି ତଥା ଇଣ୍ଟିଗ୍ରେଟେଡ ଡିଜିଜ୍‌ ସର୍ଭେଲାନ୍ସ ପ୍ରୋଗ୍ରାମ ସର୍ଭେରୁ ଜଣାପଡ଼ିଛି ଯେ, ଦେଶରେ ‌ଫେବ୍ରୁଆରୀ ୨୮ ସୁଦ୍ଧା ୯୫୫ ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଥିଲା। ତେବେ ଏଚ୍‌୩ଏନ୍‌୨ ସଂକ୍ରମଣ ଭୟ ବଢ଼ାଉଛି। କେନ୍ଦ୍ର…
Read More...

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ । ସୁନାମୀ ଆଲର୍ଟ ଜାରୀ

କନକ ବ୍ୟୁରୋ: ଭୀଷଣ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ…
Read More...

ପୁରୁଷ କମିଶନ ଗଠନ ପାଇଁ ସୁପ୍ରିମକୋର୍ଟରେ ଆବେଦନ । ଘରୋଇ ହିଂସା ଯୋଗୁଁ ଜୀବନ ହାରିବାକୁ ବାଧ୍ୟ ହେଉଛନ୍ତି ପୁରୁଷ

କନକ ବ୍ୟୁରୋ: ‘ଜାତୀୟ ପୁରୁଷ କମିସନ’ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି ଆଇନଜୀବୀ ମହେଶ କୁମାର ତିୱାରୀ । ୨୦୨୧ ଏନ୍‌ସିଆରବି ତଥ୍ୟ ଦର୍ଶାଇ ତିୱାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଏହି ବର୍ଷ ଦେଶରେ ୧, ୬୪,୦୩୩ ଆତ୍ମହତ୍ୟା ହୋଇଥିଲା। ଏଥିମଧ୍ୟରୁ ୮୧,୦୬୩ ଜଣ…
Read More...

କମାଲ କରି ଦେଖାଇଲେ ଦିଲ୍ଲୀ ଏମ୍ସ ଡାକ୍ତର : ମହିଳାଙ୍କ ଗର୍ଭରେ ଥିବା ଭ୍ରୁଣର ହୃତପିଣ୍ଡର କଲେ ସଫଳ ଅସ୍ତ୍ରୋପଚାର;…

କନକ ବ୍ୟୁରୋ : ଅନେକ ସମୟରେ ଡାକ୍ତରମାନେ ଏମିତି କିଛି ଚମତ୍କାର କରି ଦେଖାନ୍ତି । ଯେଉଁଥି ପାଇଁ ସେମାନଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ । ଠିକ୍ ସେମିତି କିଛି ଚମକ୍ରାରିତା କରି ଦେଖାଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରମାନେ । ଏମ୍ସର ଡାକ୍ତରମାନେ ଜଣେ ମହିଳାଙ୍କ ଗର୍ଭରେ ଥିବା ଭ୍ରୁଣର…
Read More...

ଚିନ୍ତାରେ ଭାରତୀୟ ଷ୍ଟାର୍ଟଅପ। ସେୟାର ବଜାରରେ ପଡୁଛି ପ୍ରଭାବ।

କନକ ବ୍ୟୁରୋ: ଷ୍ଟାର୍ଟଅପଗୁଡିକୁ ଋଣ ପ୍ରଦାନ କରି ଘାଟାରେ ପଡିଯାଇଥିବା ବ୍ୟାଙ୍କକୁ ନେଇ ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଛି । ଆମେରିକା କାର୍ଲିଫର୍ଣ୍ଣିଆରେ ଥିବା ଏହି ଘରୋଇ ବ୍ୟାଙ୍କ୍ ବୁଡିଯିବା ପରେ ଅର୍ଥନୀତି ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଆକଳନ…
Read More...

ପୁଣି ତେଜିଲା ଆମେରିକା-ଋଷ ବିବାଦ। ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା।

କନକ ବ୍ୟୁରୋ: ୟୁକ୍ରେନ୍ ଯୁଦ୍ଧକୁ ନେଇ ଋଷ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୃଷ୍ଣସାଗର ଉପରେ ଋଷର ଦୁଇଟି ଜେଟ୍, ଆମେରିକାର ଏକ ଡ୍ରୋନ୍ ମାରି ଖସାଇ ଦେଇଛି । ଫଳରେ ଡ୍ରୋନ୍ଟି କୃଷ୍ଣ ସାଗରରେ ଖସି ପଡ଼ିଛି । ଆମେରିକା ସେନା ପକ୍ଷରୁ ଏକ…
Read More...