Browsing Category

ଦେଶ ବିଦେଶ

ଭୂମିକମ୍ପରେ ଥରିଲା ୩ ଦେଶ : ପାକିସ୍ତାନରେ ୧୧ ଓ ଆଫଗାନିସ୍ତାନରେ ୨ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ପାକିସ୍ତାନର ଇସ୍ଲାମାବାଦ, ଲାହୋର ଓ ପେଶାୱର ସମେତ ଆଫଗାନିସ୍ତାନ, କାଜାଖସ୍ତାନ ଓ ଚୀନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ ପାକିସ୍ତାନର ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ଘର ଭାଙ୍ଗିଯାଇଛି ।…
Read More...

ଅଚାନକ ବଡ ନିଷ୍ପତ୍ତି! ଝିଅକୁ ମାଲିକାନା ନଦେଇ ଆଉ କାହା ହାତରେ ‘ବିସଲେରୀ’ ର କମାଣ ଦେଲେ ରମେଶ ଚୌହାନ୍?

କନକ ବ୍ୟୁରୋ: ଟାଟା ଗ୍ରୁପ ସହ ଡିଲ ତୁଟିଯିବା ପରେ ଏନେଇ ଚର୍ଚ୍ଚା ହେଉଥିଲା ଯେ, ପ୍ୟାକେଜ୍ଡ ୱାଟର ସେକ୍ଟର ତଥା ବଡ କମ୍ପାନୀ ‘ବିସଲେରୀ’କୁ ଏହାର ମାଲିକ ରମେଶ ଚୌହାନଙ୍କ ଝିଅ ଜୟନ୍ତି ଚୌହାନଙ୍କ ହାତକୁ ଯିବ । କିନ୍ତୁ ଏହା ଭିତରେ ବାପା ଝିଅଙ୍କ ମଧ୍ୟରେ ମତଭେଦ ହୋଇଥିବା ଜଣାପଡିଛି । ହଠାତ୍…
Read More...

‘ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବ, ଏଥିପାଇଁ ଆମକୁ ପସ୍ତୁତ ରହିବାକୁ ପଡିବ’: ଭି.ଆର ଚୌଧୁରୀ

କନକ ବ୍ୟୁରୋ:ମହାକାଶରେ ଭାରତକୁ ମିଳିଥିବା ସଫଳତାର ସଦୁପୋଯୋଗ ନେବା ସହ ଏହାର ପୂର୍ଣ୍ଣ ସୁଯୋଗ ନେବା ଉଚିତ । କାରଣ ଏହାକୁ ଆଧାର କରି ଆମକୁ ଭବିଷ୍ୟତ ପାଇଁ ସଜାଗ ରହିବାକୁ ପଡିବ । ଅନ୍ତରୀକ୍ଷକୁ ମାରଣାସ୍ତ୍ର ପଠାଇବା ଆରମ୍ଭ ହେଲାଣି । ସେଦିନ ଆଉ ବେଶି ଦୂର ନୁହେଁ ଯେବେ ପରବର୍ତ୍ତୀ ଯୁଦ୍ଧ…
Read More...

ଭୂମିକମ୍ପରେ ଥରିଲା ପାକିସ୍ତାନ: ୯ ମୃତ, ୧୮୦ରୁ ଅଧିକ ଆହତ

କନକ ବ୍ୟୁରୋ: ଆଫଗାନିସ୍ତାନରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପରେ ଥରି ଉଠିଲା ପାକିସ୍ତାନ । ଫଳରେ ଏଯାଏଁ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୦-ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ଏଠାରେ ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୬ ରେକର୍ଡ କରାଯାଇଛି । ଭୂକମ୍ପର…
Read More...

ମେଦବହୁଳତା : ସ୍ୱାସ୍ଥ୍ୟ ପାଇଁ ବଡ ବିପଦ; ଭାରତ ପାଇଁ ସତର୍କ ଘଂଟି

କନକ ବ୍ୟୁରୋ : ବଞ୍ଚିବାକୁ ହେଲେ ଖାଦ୍ୟ ଖାଇବା ଜରୁରୀ । କିନ୍ତୁ ଅଧିକ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଆବଶ୍ୟକତା ଠାରୁ ଅଧିକ ଖାଇଲେ ମଣିଷ ମେଦବହୁଳତାର ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେଦବହୁଳତାକୁ ଏକ ବିଶ୍ୱସ୍ତରୀୟ ସଂକଟ ବୋଲି କହିଛି । ଏଥିସହ ମଣିଷ…
Read More...

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ନିର୍ଣ୍ଣାୟକ ଲଢେଇ : ମ୍ୟାଚ ବିଜୟ ସହ ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ର ନିର୍ଣ୍ଣାୟକ ଲଢେଇ ଆଜି ଚେନ୍ନାଇରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ସିରିଜ୍ ଏବେ ୧-୧ରେ ବରାବର ରହିଛି । ତେଣୁ ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି…
Read More...

ଭୂମିକମ୍ପରେ ଥରିଲା ଉତ୍ତର ଭାରତ : ଦିଲ୍ଲୀ-ଏନସିଆରରେ ଭୂକମ୍ପର ତୀବ୍ର ଝଟକା; ଭୟରେ ବାହାରକୁ ବାହାରି ଆସିଲେ ଲୋକେ

କନକ ବ୍ୟୁରୋ : ଉତ୍ତର ଭାରତରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଘର ଖୋଲା ସ୍ଥାନକୁ…
Read More...

ବୁଧବାର ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ। ସିରିଜ ଜିତିବା ପାଇଁ ଲଢିବେ ଦୁଇ ଦଳ। 

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ବୁଧବାର ଚେନ୍ନାଇରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ସିରିଜ୍ ଏବେ ୧-୧ରେ ବରାବର ରହିଛି । ତେଣୁ ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ‘କର…
Read More...

ଫାଶୀ ଦଣ୍ଡାଦେଶ ବଦଳରେ ଅନ୍ୟ ପଦ୍ଧତିକୁ ଲାଗୁ କରାଯିବ କି ନାହିଁ? ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ…

କନକ ବ୍ୟୁରୋ: ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଅନ୍ୟ ପଦ୍ଧତି ଲାଗୁ କରାଯିବ ନା ନାହିଁ? ଏହା ଉପରେ ଖୁବ୍ଘୀଘ୍ର ସୁପ୍ରିମକୋର୍ଟ ବିଚାର କରିବାକୁ ଯାଉଛନ୍ତି । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ମୃତ୍ୟୁ ଦଣ୍ଡ ପାଇଁ କ’ଣ ଫାଶୀର ପ୍ରକିୟା…
Read More...

ଲଣ୍ଡନରେ ଭାରତୀୟଙ୍କ ଶକ୍ତି ପ୍ରଦର୍ଶନ, ଖଲିସ୍ତାନୀ ସମର୍ଥକଙ୍କୁ ଦେଲେ ଦୃଢ ଜବାବ।

କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା ସହ ଭାରତୀୟ ତ୍ରିରଙ୍ଗାର ଅପମାନ କରିଥିଲେ ଖଲିସ୍ତାନୀ ସମର୍ଥକ । କିନ୍ତୁ ଏବେ ସେହି ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଶକ୍ତି ପ୍ରଦର୍ଶନ…
Read More...