Browsing Category

ଦେଶ ବିଦେଶ

ବ୍ୟାଙ୍କ ଋଣ ସୁଝୁନଥିଲେ…୩୩୦ କୋଟିର ସମ୍ପତ୍ତି କିଣିଥିଲେ ମାଲ୍ୟା

କନକ ବ୍ୟୁରୋ: ଭାରତରୁ ଫେରାର ହୋଇଥିବା ବିଜୟ ମାଲ୍ୟାଙ୍କୁ ନେଇ ସିବିଆଇ ବଡ ଦାବି କରିଛି । ନିକଟରେ ସିବିଆଇ ଜାରିକରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ କହିଛି ୨୦୧୫-୧୬ରେ ଯେଉଁ ସମୟରେ କିଙ୍ଗଫିସର ଏୟାରଲାଇନ୍ସ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲା ଯେସ ସମୟରେ ବିଜୟ ମାଲ୍ୟାଙ୍କ ପାଖରେ…
Read More...

ମାନହାନି କେସରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ, ସଙ୍ଗେ ସଙ୍ଗେ ମିଳିଲା ଜାମିନ ।

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସୁରଟ କୋର୍ଟ । ତେବେ ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ହିଁ ରାହୁଲଙ୍କୁ ଜାମିନ ମିଳିଛି । । ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟର ସେସନ କୋର୍ଟ । ୨୦୧୯ ନିର୍ବାଚନ ବେଳେ…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ୨୦୧୯ ନିର୍ବାଚନ ପ୍ରଚାର ବେଳେ କହିଥିଲେ ସବୁ ଚୋରଙ୍କ ସରନେମ ମୋଦୀ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ । ଗୁଜୁରାଟର ସୁରଟ କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ…
Read More...

ବିଶାଖାପାଟଣାରେ ଭୁଶୁଡିଲା ୩ ମହଲା ଘର, ଚାଲିଗଲା ୩ ଜୀବନ ।

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ଘର ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତଙ୍କ ଶବ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ସେହିଭଳି ଏଠାରେ…
Read More...

ହିଣ୍ଡନବର୍ଗର ନୂଆ ଧମାକା… ଆଦାନୀ ପରେ ଆଉ କିଏ?

କନକ ବ୍ୟୁରୋ: ଆଦାନୀ ଗ୍ରୁପ ନେଇ ଘାତକ ରିପୋର୍ଟ ପ୍ରକାଶ କରିଥିବା ଆମେରିକୀୟ କମ୍ପାନୀ ହିଣ୍ଡନବର୍ଗ ଅନେକ ନିବେଶକଙ୍କ ଟଙ୍କା ବୁଡାଇଦେଇଥିଲା । ତେବେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉ ଏକ ନୂଆ ରିପୋର୍ଟ ପ୍ରକାଶ କରିବାକୁ ଯାଉଛି । ଏନେଇ ସାମାଜିକ…
Read More...

ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବୃଦ୍ଧି ପାଉଛି ସଂକ୍ରମଣ : ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ…

କନକ ବ୍ୟୁରୋ : କାହିଁକି ବଢୁଛି ସଂକ୍ରମଣ ସେନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି, ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବର୍ତମାନ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେ ପର୍ଯ୍ୟନ୍ତ…
Read More...

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ପଞ୍ଚସୂତ୍ରୀ ଯୋଜନାକୁ ଦେଲେ ଗୁରୁତ୍ୱ

କନକ ବ୍ୟୁରୋ : ଦେଶରେ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂକ୍ରମଣ ମୁକାବିଲା ଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକରେ ମୋଦୀ…
Read More...

ଅନ୍ତର୍ଜାତୀୟ ଦିନିକିଆ ରାଙ୍କିଙ୍ଗ : ଏକ ନମ୍ବର ସ୍ଥାନ ହରାଇଲା ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆ ଶୀର୍ଷରେ

କନକ ବ୍ୟୁରୋ : ଦିନିକିଆ ସିରିଜରେ ଭାରତକୁ ହରାଇ ଅନ୍ତର୍ଜାତୀୟ ଏକଦିବସୀୟ ରାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିନେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ । ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୨୧ ରନରେ ହାରିଯାଇଛି ଟିମ ଇଣ୍ଡିଆ । ଶେଷଦିନକିଆରେ ଭାରତକୁ ହରାଇ ୨-୧ରେ ସିରିଜ ଜିତିନେଇଛି…
Read More...

ଶେଷ ଦିନିକିଆରେ ଭାରତ ୨୧ରନରେ ପରାସ୍ତ । ୨-୧ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ ।

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଏହି ପରାଜୟ ସହ ଭାରତ ଅଷ୍ଟ୍ରେଲିଆ ନିକଟରୁ ୨-୧ରେ ସିରିଜ ହାରିଛି । ଚେନ୍ନାଇରେ ଖେଳାଯାଉଥିବ ଶେଷ ଦିନିକିଆରେ ଘରୋଇ ଦଳକୁ ୨୧ ରନରେ ମାତ୍ ଦେଇଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ୪ ୱିକେଟ ନେଇ ଭାରତର ବିପର୍ଯ୍ୟୟରେ…
Read More...

୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଛାଡ ପାଇଥିବା ଦୋଷୀଙ୍କ ବିରୋଧରେ…

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗାର ପୀଡିତା ବିଲକିସ ବାନୋଙ୍କୁ ମିଳିଲା ଆଶାର କିରଣ । ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ୧୧ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ଆଦେଶ ବିରୋଧରେ ବିଲକିସ ବାନୋ ଦାୟର କରିଥିବା ପିଟିସନର ଶୁଣାଣୀ ଲାଗି ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବା ପାଇଁ…
Read More...