Browsing Category

ଦେଶ ବିଦେଶ

ନୂଆ ବିବାଦ ଭିତରେ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସରକାରୀ ଭଣ୍ଡାରରୁ ଦାମୀ ଉପହାର ହେରଫେରରେ…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିଛା ଛାଡୁନି ବିବାଦ । ପୁଣି ଏକ ନୂଆ ବିବାଦ ଭିତରେ ଫଶିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଥିବା ସମୟରେ ଆମେରିକାର ବିଦେଶୀ ଉପହାର ଭଣ୍ଡାରରେ ଥିବା ବହୁମୂଲ୍ୟ ଉପହାରକୁ ଟ୍ରମ୍ପ ବିକ୍ରି କରି ମୋଟା ଅଙ୍କର ଅର୍ଥ ନିଜ ନାଁରେ…
Read More...

ମହାକାଶରେ ହେବ ଯୁଦ୍ଧ, ଭବିଷ୍ୟତ ପାଇଁ ରହିବାକୁ ପଡିବ ପ୍ରସ୍ତୁତ । ବାୟୁସେନା ମୁଖ୍ୟ କହିଲେ ମହାକାଶରେ ସ୍ୱତନ୍ତ୍ର…

କନକ ବ୍ୟୁରୋ : ଜଳ, ସ୍ଥଳରେ ଯୁଦ୍ଧ ଆମେ ଦେଖୁଛୁ । ଏବେ କିନ୍ତୁ ମହାକାଶରେ ଯୁଦ୍ଧ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ଯୁଦ୍ଧ ମହାକାଶରେ ଲଢାଯିବ । ମହାକାଶରେ ଲଢେଇ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ମହାକାଶରେ ସ୍ୱତନ୍ତ୍ର ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଜାରି…
Read More...

ପୁଣି ମଝି ଆକାଶରେ ମୁହାଁମୁହିଁ ହେଲେ ଦୁଇ ଶକ୍ତିଶାଳୀ ରାଷ୍ଟ୍ର । ଆମେରିକା ବମ୍ବର ଲଢୁଆ ବିମାନକୁ ଘଉଡାଇଲା ରୁଷର…

କନକ ବ୍ୟୁରୋ : ମଝି ଆକାଶରେ ପୁଣି ମୁହାଁମୁହିଁ ହେଲେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରଷିଆ । ରୁଷ ସୀମା ନିକଟରେ ପହଁଚିଥିବା ଆମେରିକାର ଶକ୍ତିଶାଳୀ ବି-୫୨ଏଚ ବମ୍ବର ଲଢୁଆ ବିମାନକୁ ତଡିଛି ରୁଷର ସୁଖୋଇ ୩୫ ଜେଟ । ରୁଷ ସୀମାରେ ଆମେରିକାର ବିମାନକୁ ଦେଖିବା ପରେ ରୁଷର ସୁଖୋଇ…
Read More...

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ୧୦୬ଜଣ ବ୍ୟକ୍ତିଙ୍କୁ ମିଳିଳା ପଦ୍ମ ସମ୍ମାନ । ମୋଟ ୧୦୬ଜଣଙ୍କୁ ପଦ୍ମ…

କନକ ବ୍ୟୁରୋ : ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ବୁଧବାର ରାଷ୍ଟ୍ରପତି ଭବନ ପରିସରରେ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି । ବର୍ଷ ୨୦୨୩ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିିଭିନ୍ନ କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ପାଇଁ ୧୦୬ ଜଣଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ୬ ଜଣଙ୍କୁ ପଦ୍ମ ବିଭୁଷଣ…
Read More...

ଭୁମିକମ୍ପରେ ଥରିଲା ପାକିସ୍ତାନ, ଭୂମିକମ୍ପ ଝଟକାରେ ଦୋହଲିଲା ଆଫଗାନିସ୍ତାନ

କନକ ବ୍ୟୁରୋ : ପାକିସ୍ତାନ, ଆଫଗାନିସ୍ତାନରେ ଭୁମିକମ୍ପ ଝଟକା । ଇସଲାମାବାଦ, ଲାହୋର ,ରାବଲପିଣ୍ଡି , ସିଆଲକୋଟ ଓ ପେଶାୱର ସମେତ ଆଫଗାନିସ୍ତାନ, କାଜାକିସ୍ତାନ ଓ ଚୀନ୍ରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ ପାକିସ୍ତାନର ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି…
Read More...

ଦେଶରେ ୧ହଜାର ଟପିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୧୩୪ ସଂକ୍ରମିତ ଚିହ୍ନଟ, ପ୍ରଧାନମନ୍ତ୍ରୀ ଓ…

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ଭୟ ବଢାଉଛି କରୋନାର ଦୈନିକ ସଂକ୍ରମଣ । ମାର୍ଚ୍ଚ ୨ୟ ସପ୍ତାହଠୁ ଦେଶରେ ଲଗାତର କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ଦୈନିକ ସଂକ୍ରମଣ ହଜାରେ ଟିପିଛି । ଗତ ୨୪ ଘଂଟା ଭିତରେ ଦେଶରୁ ୧୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିନ୍ତାର…
Read More...

ବେଶ ସହ ଠିକଣା ବଦଳାଉଛି ମୋଷ୍ଟ ୱାଣ୍ଟେଡ ଅମ୍ରିତପାଲ ସିଂ । ଅପରାଧୀକୁ ଧରିବା ପାଇଁ ୭ଟି ଫଟୋ ଜାରି କଲା ପଞ୍ଜାବ ପୁଲିସ

କନକ ବ୍ୟୁରୋ : ବେଶ ବଦଳାଉଛି ସମସ୍ତଙ୍କୁ ଚକମା ଦେଉଛି । କେବେ ସାଧାସିଧା ପୋଷାକରେ ତ ପୁଣି କେବେ ଦାଢ଼ିରେ । ୭ଟି ଭିନ୍ନ ଭିନ୍ନ ରୁପରେ ନଜର ଆସିଛି ଅମ୍ରିତପାଲ । କେବେ ପଞ୍ଜାବୀ ବେଶଭୁଷାରେ ବୁଲୁଛି ତ ପୁଣି କେବେ ବିନା ପଗଡ଼ି ବେଶରେ ଲୁଚି ରହିଛି । କିଛି ଫଟୋରେ କ୍ଲିନସେଭ ଓ ପୂରା ମଡେଲ…
Read More...

ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣା । ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ…
Read More...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୬ଜଣଙ୍କ ଜୀବନ

କନକ ବ୍ୟୁରୋ : ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ଜଣଙ୍କର ମୃତ୍ୟୁ ହୋଇଛି । କାଞ୍ଚିପୁରମ୍ ଜିଲ୍ଲାପାଳ ଏମ୍ ଆରତୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା କାଞ୍ଚିପୁରମ୍ ଜିଲ୍ଲା କୁଶବିମଲାଇ ଗାଁରେ ଘଟିଛି । ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ…
Read More...

ଲଣ୍ଡନକୁ ସମାନ ଜବାବ ଦେଲା ଭାରତ, ଦିଲ୍ଲୀସ୍ଥିତ ବ୍ରିଟିସ ହାଇକମିଶନ ଓ ହାଇକମିଶନରଙ୍କ ଆବାସରୁ କମ୍ କରାଗଲା ସୁରକ୍ଷା…

କନକ ବ୍ୟୁରୋ : ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଅଫିସ ଅଗାରେ ଖଲିସ୍ତାନୀ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିବାର କିଛିଦିନ ପରେ ଦିଲ୍ଲୀରେ ଥିବା ବ୍ରିଟିସ ହାଇକମିଶନ ଓ ହାଇକମିଶନରଙ୍କ ବାସଭବନ ବାହାରେ ଥିବା ବ୍ୟାରିକେଟକୁ ଆଜି ପୋଲିସ ହଟାଇ ଦେଇଛି । ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ…
Read More...