Browsing Category

ଦେଶ ବିଦେଶ

ଲଣ୍ଡନରେ ଭାରତୀୟଙ୍କ ଶକ୍ତି ପ୍ରଦର୍ଶନ, ଖଲିସ୍ତାନୀ ସମର୍ଥକଙ୍କୁ ଦେଲେ ଦୃଢ ଜବାବ।

କନକ ବ୍ୟୁରୋ: ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା ସହ ଭାରତୀୟ ତ୍ରିରଙ୍ଗାର ଅପମାନ କରିଥିଲେ ଖଲିସ୍ତାନୀ ସମର୍ଥକ । କିନ୍ତୁ ଏବେ ସେହି ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଶତାଧିକ ଭାରତୀୟ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଶକ୍ତି ପ୍ରଦର୍ଶନ…
Read More...

ବ୍ରିଟେନ ପରେ ଆମେରିକାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ। ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ଉପରେ କଲେ…

କନକ ବ୍ୟୁରୋ: ବ୍ରିଟେନ ପରେ ଏବେ ଆମେରିକାରେ ଖଲିସ୍ତାନୀଙ୍କ ଉତ୍ପାତ । ଆମେରିକାସ୍ଥିତ ଭାରତୀୟ ଦୂତାବାସ ଉପରକୁ ଖଲିସ୍ତାନୀ ଆକ୍ରମଣ କରିଥିବା ଜଣାପଡିିଛି । ସାନଫ୍ରାନସିସକୋ ସ୍ଥିତ ଭାରତୀୟ ଦୂତାବାସକୁ ଆକ୍ରମଣ କରି ଏହାକୁ ଭଙ୍ଗାରୁଜା କରିଛନ୍ତି ଖଲିସ୍ତାନୀ । ଦୂତାବାସ କାନ୍ଥରେ…
Read More...

ମସ୍କୋରେ ଜିନପିଙ୍ଗ୍-ପୁଟିନ୍ ସାକ୍ଷାତ। ଟେନସନରେ ହ୍ୱାଇଟ୍ ହାଉସ୍

କନକ ବ୍ୟୁରୋ: କୂଟନୀତିରେ ଆଜିର କିଛି ଚିତ୍ର, ସାରା ବିଶ୍ୱକୁ ଦୋହଲାଇ ଦେଇଛି । ପୁଟିନଙ୍କ ସହ ଚୀନ ରାଷ୍ଟ୍ରପତି ନଜର ଆସିବା ବିଶେଷ କରି ଆମେରିକାର ନିଦ ହଜାଇ ଦେଇଛି । ସୋମବାର ଯେତେବେଳେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଛନ୍ତି, ସେତେବେଳେ ଏହି…
Read More...

ଫେରାର ଅମ୍ରିତପାଲ ସିଂ। ପଞ୍ଜାବ ପୁଲିସକୁ ହାଇକୋର୍ଟଙ୍କ ପ୍ରଶ୍ନ, କୁଆଡେ ଗଲା ଖଲିସ୍ତାନୀ ନେତା?

କନକ ବ୍ୟୁରୋ: ସମସ୍ତଙ୍କ ଆଖିରେ ଧୁଳି ଦେଇଏବେବି ଫେରାର ରହିଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ । ପୂରା ପଞ୍ଜାବରେ ପୁଲିସ ଛାଉଣୀ ତଥାପି ମିଳୁନି ତାର ଟେର । ମୋଷ୍ଟ ୱାଣ୍ଟେଡ୍ ଅପରାଧୀକୁ ଧରିବା ପାଇଁ ପଞ୍ଜାବ ପୁଲିସ ବିଫଳତା ଉପରେ ଟିପ୍ପଣୀ ରଖିଛନ୍ତି ହରିଆଣା-ପଞ୍ଜାବ ହାଇକୋର୍ଟ ।…
Read More...

ଗତ ୨୨ବର୍ଷ ଧରି ୧ଟଙ୍କାରେ ବିକ୍ରି କରୁଛନ୍ତି ସିଙ୍ଗଡା, ସ୍ୱାଦ ଏଭଳି ଯେ ଦୂର ଦୂରାନ୍ତରୁ ଆସୁଛନ୍ତି ଗ୍ରାହକ

କନକ ବ୍ୟୁରୋ : କରୋନା ମହାମାରୀ ପରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଏହାସହ ଦେଶରେ ପ୍ରତିଟି ଜିନିଷର ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ପାଠ ପଢାରୁ ନେଇ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁଠି ମହଙ୍ଗା ମାଡ । ହେଲେ ଏହି ମହଙ୍ଗା ଯୋଗରେ ଜଣେ ଦୋକାନୀ…
Read More...

ଜାତୀୟ ଦଳ ତାଲିକାରୁ ହଟିପାରେ ଶରଦ ପାୱାରଙ୍କ ଏନସିପି, ଏବେ ଷ୍ଟାଟସ୍ ଯାଂଚ କରିବ ନିର୍ବାଚନ ଆୟୋଗ

କନକ ବ୍ୟୁରୋ : ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବେ ଜାତୀୟ ଦଳ ତାଲିକାରୁ ହଟିପାରେ । ଦଳର ଷ୍ଟାଟସ ସମୀକ୍ଷା କରିବାକୁ ଆଗକୁ ଆସିଛି ନିର୍ବାଚନ ଆୟୋଗ । ଏନେଇ ଆଜି ନିର୍ବାଚନ ଆୟୋଗଙ୍କ ତରଫରୁ ପାର୍ଟିର ପ୍ରତିନିଧିଙ୍କ ସହ ଆଲୋଚନା ହେଉଛି । ଏବେ ଏନସିପି ମହାରାଷ୍ଟ୍ରରେ ମହା…
Read More...

ଗ୍ଲୋବାଲ ହେପିନେସ ୨୦୨୩ ରିପୋର୍ଟ ପ୍ରକାଶ, ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର।

କନକ ବ୍ୟୁରୋ: ଫିନଲ୍ୟାଣ୍ଡରେ ନାହିଁ ଦୁଃଖ । ଯଦି ସୁଖୀ ରହିବାର ଅଛି ତେବେ ଥରେ ଫିନଲ୍ୟାଣ୍ଡ ବୁଲିଆସନ୍ତୁ । ଏବଂ ଦେଖିନିଅନ୍ତୁ ସୁଖୀ ରହିବାର ଫର୍ମୁଲା । କାରଣ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି ଏହି ରାଷ୍ଟ୍ର । ଗ୍ଲୋବାଲ ହେପିନେସ ୨୦୨୩ ରିପୋର୍ଟ ଜାରିହୋଇଛି ।…
Read More...

୭ ଓଭର, ୭ ମେଡେନ୍, ୭ ୱିକେଟ: ଆଇପିଏଲ ପୂର୍ବରୁ ଜଲୱା ଦେଖାଇଲେ ନାରିନ୍

କନକ ବ୍ୟୁରୋ: ତାଙ୍କ ବୋଲିଂ ଷ୍ଟାଇଲ ଆଉ ସ୍ପିନ ପରିଚିତ କରାଇଛି । ଆଇପିଏଲ ଇତିହାସର ସଫଳ ବୋଲରମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନୀଲ ନାରିନ । ଆଉ ଏଥର ଆଇପିଏଲରେ ତାଙ୍କ ଉପରେ ନଜର ରହିବ । କାରଣ ଆଇପିଏଲ ଆରମ୍ଭ ହେବାର କିଛିଦିନ ପୂର୍ବରୁ ସେ ତାଙ୍କ ଜଲୱା ଦେଖାଇଛନ୍ତି । ସେ ଏକ…
Read More...

ସ୍ୱାଧୀକାର ଭଙ୍ଗ ନୋଟିସ ଦେବା ପଡିଲା ମହଙ୍ଗା, ଦିଲ୍ଲୀ ବିଧାନସଭାରୁ ୧ବର୍ଷ ପାଇଁ ନିଲମ୍ବିତ ହେଲେ ବିଜେପି ବିଧାୟକ…

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭାରେ ଆଜି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେପି ବିଧାୟକ ବିଜେନ୍ଦର ଗୁପ୍ତାଙ୍କୁ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ୧ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଏବେ ବିଜେନ୍ଦର ଗୁପ୍ତା ଆସନ୍ତା ବର୍ଷ ବଜେଟ ଅଧିବେଶନ ପର୍ଯ୍ୟନ୍ତର ଗୃହର କୌଣସି…
Read More...

ଭାରତ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଖେଳାଳୀଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ, ଜାଣନ୍ତୁ କିଏ ଏହି ମହିଳା…

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ରାୟବରେଲୀ ଠାରେ ଥିବା ହକି ଷ୍ଟାଡିୟମକୁ ଭାରତୀୟ ଟିମର ଷ୍ଟାର ଖେଳାଳୀ ରାନୀ ରାମପାଲଙ୍କ ନାମରେ ନାମିତ କରାଯାଇଛି । ଏଭଳି ଉପଲବ୍ଧି ପାଇବାରେ ରାନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳୀ । ଏନସିଏଫ ରାୟବରେଲି ହକି ଷ୍ଟାଡିୟମର ନାମ ବଦଳାଇ ‘ରାନୀଜୀ…
Read More...