Browsing Category

ସ୍ପେଶାଲ୍ ରିପୋର୍ଟ

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ । ଖୋଲିପାରୁନି ମୃତ୍ୟୁ ପଛର ରହସ୍ୟ, ସତ ଲୁଚାଉଛି କିଏ । ସୌମ୍ୟଙ୍କ…

କନକ ବ୍ୟୁରୋ : ସୌମ୍ୟଙ୍କ ମୃତ୍ୟୁକୁ ପୂରିଲା ୧୦ଦିନ । ବଢୁଛି ରହସ୍ୟ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁକୁ ଆଜି ୧୦ଦିନ ପୁରିଛି । ସୌମ୍ୟଙ୍କ ମୃତ୍ୟୁ ଯେତିକି ଗୁମର ଭିତରେ ରହିଛି, ସେତିକି ରହସ୍ୟ ମଧ୍ୟ ବଢୁଛି । ମାସକ…
Read More...

ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଜାଣନ୍ତୁ ଏହି ଆଇସକ୍ରିମର…

କନକ ବ୍ୟୁରୋ : ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଆଇସକ୍ରିମ୍ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ସାରା ଦୁନିଆରେ ବିଭିନ୍ନ ପ୍ରକାରର ଆଇସକ୍ରିମ୍ ମିଳିଥାଏ । ଆପଣମାନେ ମଧ୍ୟ କେବେ ନା କେବେ ନିଶ୍ଚୟ ଆଇସକ୍ରିମ୍ ଖାଇଥିବେ । ତେବେ ସାଧାରଣତଃ…
Read More...

ପର କରିଦେଲା ପରିବାର…ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଦୃଷ୍ଟିହୀନ ରବିନ୍ଦ୍ର । ପାନ ଦୋକାନଟିଏ କରି ଦୁଃଖ…

ମୁଁ ଦିବ୍ୟାଙ୍ଗ କିନ୍ତୁ ଦୁର୍ବଳ ନୁହେଁ ମୁଁ ଅସହାୟ କିନ୍ତୁ ଆଶାହୀନ ନୁହେଁ ଦେଖାନଗଲେ ବି ଦମ୍ଭତା ରଖିଛି ନିଜେ ନିଜର ଆଶାବାଡ଼ି ସାଜିଛି କନକ ବ୍ୟୁରୋ : ସେ ଦିବ୍ୟାଙ୍ଗ, ସେ ବେସାହାରା, ସେ ଅସହାୟ । ନା ଅଛି ଆଶାବାଡି, ନା ସାହାରା ଦେବାକୁ ପାଖରେ ଅଛନ୍ତି ପ୍ରିୟପରିଜନ । ପେଟ ପୋଷିବାକୁ…
Read More...

ଚାଷ କରିବାକୁ ନଥିଲା ଟଙ୍କା । ପୁଅର ଭଙ୍ଗା ସାଇକେଲକୁ ବିଲରେ ଟାଣି ଟାଣି ହଳ କଲା ଗରିବ ବାପା । କରୋନା ଭିତରେ ଆସିଲା…

କନକ ବ୍ୟୁରୋ : କରୋନା କାଳରେ ଏହି କାହାଣୀ ଶୁଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ । ଏହି କାହାଣୀ ହେଉଛି ତାମିଲନାଡୁର ଜଣେ ଗରିବ ଚାଷୀ ୩୭ ବର୍ଷୀୟ ନାଗରାଜଙ୍କର । କରୋନା ଦିନେ ଯେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେବେ ହେଲେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ନାଗରାଜ । ନାଗରାଜଙ୍କର…
Read More...

ଗ୍ୟାସ ଠାରୁ କ୍ଷୀର ଯାଏଁ ସବୁ ହେଲା ମହଙ୍ଗା । ପକେଟ୍ ଉପରେ ମାଡ଼ କରିବ ଜୁଲାଇ ମାସ ।

କନକ ବ୍ୟୁରୋ : ଜୁଲାଇ ମାସ ଆରମ୍ଭରୁ ବଢିଯାଇଛି ସାଧାରଣ ଲୋକଙ୍କ ଚିନ୍ତା । ମାସ ଆରମ୍ଭରୁ ଲୋକଙ୍କ ପକେଟରେ ଅନେକ ଖର୍ଚ୍ଚର ଭାର ବଢୁଥିବା ପରି ମନେହେଉଛି । ଜୁଲାଇ ପହିଲାରୁ ଏମିତି କିଛି ନୂଆ ନିୟମ ଏବଂ ପରିବର୍ତ୍ତନ ଲାଗୁ ହୋଇଛି, ଯାହା ଲୋକଙ୍କ ପକେଟ ଉପରେ ସିଧା ମାଡ କରୁଛି । ଗୋଟିଏ ପଟେ…
Read More...

ଅଭାବ ଭିତରେ ଆଶାର ଆଲୋକ ବୁଣିଲେ ବିଶ୍ୱଜିତ୍ । ମାଟ୍ରିକରେ ରଖିଲେ ୯୦%ରୁ ଅଧିକ ମାର୍କ । ଛାତିଫୁଲାଇ ଦେବ କରୋନା କାଳରେ…

କନକ ବ୍ୟୁରୋ : ଗାଁ ପାଇଁ ଗୌରବ ଆଣିଲା ଗରିବ ବାପାର ସୁନା ପୁଅ । କରୋନା କାଳରେ ଚାକିରି ହରାଇଥିବା ଜଣେ ବାପାର ଟପ୍ପର ପୁଅର ଏହି କାହାଣୀ ଶୁଣିଲେ ଯେକେହିବି ଭାବବିହ୍ୱଳ ହୋଇଯିବ । ଅଭାବ ଅନଟନର ଅନ୍ଧାର ଭିତରେ ଆଶାର ଆଲୋକ ବୁଣିଦେଇଛନ୍ତି ବିଶ୍ୱଜିତ୍ । ବାପାଙ୍କ ଅକ୍ଳାନ୍ତ ପରିଶ୍ରମର ମୂଲ…
Read More...

ଏଟିଏମରୁ ଟଙ୍କା ଉଠାଇବା ବେଳେ ବାହାରିଛି କି ଚିରାଫଟା ନୋଟ୍ ? ବ୍ୟସ୍ତ ହୁଅନ୍ତୁ ନାହିଁ, ଏମିତି କଲେ ଆପଣଙ୍କୁ ମିଳିବ…

କନକ ବ୍ୟୁରୋ : ଏଟିଏମରୁ ବାହାରିଛି କି ଚିରାଫଟା ନୋଟ୍ ? ବ୍ୟସ୍ତ ହୁଅନ୍ତୁ ନାହିଁ, ଜାଣନ୍ତୁ କ’ଣ କରିବେ ? ଆପଣ ଏଟିଏମରୁ ଟଙ୍କା ଉଠାଇବା ବେଳେ କେବେ ଫଟା କିମ୍ବା ଚିରା ନୋଟ୍ ବାହାରିଛି କି ? ଯଦି ନା ତେବେ ହୁଏତ ଆପଣ କେବେ ନା କେବେ ଏହି ସମସ୍ୟାର ସାମ୍ନା କରିପାରନ୍ତି । ଆଜି ଆମେ…
Read More...

କ’ଣ ଏହି ଜିବି ହ୍ୱାସ୍ଟଆପ୍ ? ଡାଉନଲୋଡ୍ କରିବା ପୂର୍ବରୁ ହୋଇଯାଆନ୍ତୁ ସତର୍କ, ନହେଲେ ହୋଇପାରେ ବଡ଼ ଧରଣର କ୍ଷତି ।

କନକ ବ୍ୟୁରୋ : ଜିବି ହ୍ୱାଟ୍ସଆପ୍କୁ ନେଇ ବର୍ତ୍ତମାନ ସମୟରେ ଅନେକ ଚର୍ଚ୍ଚା । କଣ ଏହି ଜିବି ହ୍ୱାଟ୍ସଆପ୍ । କୁହାଯାଉଛି, ଏହି ଜିବି ହ୍ୱାଟ୍ସଆପ୍ ଅତ୍ୟନ୍ତ ବିପଦଜନକ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ଜିବି ହ୍ୱାଟ୍ସଆପ୍ କଣ ଏବଂ ଏହା କେମିତି ଆପଣଙ୍କୁ କ୍ଷତି ପହଂଚାଇପାରିବ ।…
Read More...

ମହଙ୍ଗା ପଡିଲା ଛୋଟ ପିଲାଙ୍କୁ ମୋବାଇଲ୍ ଫୋନ୍ ଦେବା । ଗେମ୍ ଖେଳୁ ଖେଳୁ ଖାଲି ହୋଇଗଲା ଆକାଉଣ୍ଟ, ବିଲ୍ ଭରିବାକୁ କାର…

କନକ ବ୍ୟୁରୋ : ମହଙ୍ଗା ପଡିଲା ଛୋଟ ପିଲାଙ୍କୁ ମୋବାଇଲ୍ ଫୋନ୍ ଦେବା । ଗେମ୍ ଖେଳୁ ଖେଳୁ ଉଡିଗଲା ଲକ୍ଷ ଲକ୍ଷ ଟଙ୍କା । ବୟସ୍କଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମଧ୍ୟରେ ଏବେ ସ୍ମାର୍ଟଫୋନର ଚାହିଦା ବେଶ୍ ବଢି ବଢି ଚାଲିଛି । ବିଶେଷ କରି ଛୋଟ ପିଲାମାନେ ଏବେ ସ୍ମାର୍ଟଫୋନ୍ ପ୍ରତି ଅଧିକ…
Read More...

ସାନିଟାଇଜର ବୋତଲରେ ଛପାହେଲା ନିମନ୍ତ୍ରଣ ପତ୍ର । ମିଠା ବଦଳରେ ଅତିଥିଙ୍କୁ ଦିଆଗଲା ମାସ୍କ, କରୋନା ବେଳେ ଏମିତି…

କନକ ବ୍ୟୁରୋ : ସାନିଟାଇଜର ବୋତଲରେ ନିମନ୍ତ୍ରଣ ପତ୍ର । ବାହାଘରର ନିଆରା କାର୍ଡକୁ ନେଇ ଚର୍ଚ୍ଚା । ଆପଣ ବାହାଘରର ବିଭିନ୍ନ ପ୍ରକାର କାର୍ଡ ଦେଖିଥିବେ । ବିବାହ ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥାଏ । ଏପରିକି ଆଖି ଝଲସିଯାଉଥିବା ଭଳି…
Read More...