Browsing Category

ନ୍ୟୁଜ୍

ନେତାଙ୍କ ନାଁରେ ମାଳମାଳ ମାମଲା : ସର୍ବାଧିକ ୪୮୨ଟି ମାମଲା ସହ ମହାରାଷ୍ଟ୍ର ଦେଶରେ ପ୍ରଥମ

କନକ ବ୍ୟୁରୋ : ଓଡ଼ିଶାର ବର୍ତ୍ତମାନ ଓ ପୂର୍ବତନ ସାଂସଦ, ବିଧାୟକଙ୍କ ନାଁରେ ୪୫୪ଟି ଫୌଜଦାରୀ ମାମଲା ବିଚରାଧୀନ ରହିଛି । ସଂଖ୍ୟା ଦୃଷ୍ଟିରୁ ବିଚାରଧୀନ ମାମଲାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ସର୍ବାଧିକ ୪୮୨ଟି ମାମଲା ସହ ମହାରାଷ୍ଟ୍ର ଦେଶର ପ୍ରଥମ ସ୍ଥାନରେ ରହିଛି । ଦେଶରେ ୫ ବର୍ଷରୁ…
Read More...

ମନି ଲଣ୍ଡରିଂ ଅଭିଯୋଗ : ମୋବାଇଲ୍ କମ୍ପାନୀ ଭିଭୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଇଡି ନୋଟିସ୍

କନକ ବ୍ୟୁରୋ : ମନିଲଣ୍ଡରିଂ ଅଭିଯୋଗ, ମୋବାଇଲ କମ୍ପାନୀ ଭିଭୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନୋଟିସ୍ କଲା ଇଡି । ଏ.ଡି. ଚେନଙ୍କୁ ହାଜର ହେବା ପାଇଁ ନୋଟିସ କରିଛି ଇଡି । ଭିଭୋ କମ୍ପାନୀ ନାଁ ରେ ରହିଛି କୋଟି କୋଟି ଆୟକର ଫାଙ୍କିବା ଅଭିଯୋଗ । କିଛି ମାସ ତଳେ ଏହି ଘଟଣାରେ ୪୫ଟି…
Read More...

ବିକାଶର ନଗ୍ନ ଚିତ୍ର, ରାସ୍ତା ନାହିଁ, କାନ୍ଧ ସାହା : ପ୍ରଥମେ ଚିକିତ୍ସା ପାଇଁ ପରେ ମୃତଦେହକୁ ୫ କିମି ବୋହିଲେ ପରିବାର…

କନକ ବ୍ୟୁରୋ : ଦୁର୍ଗମ ଇଲାକାରେ ବିକାଶର ନଗ୍ନ ଚିତ୍ର । ବଣ ପାହାଡ ଘେରା ଅଂଚଳରେ ରାସ୍ତା ନାହିଁ । ନଦୀ ନାଳ ପାର ହୋଇ ଯାଉଛନ୍ତି ଲୋକେ । ସେହିଭଳି ଏହି ରାସ୍ତା ସମସ୍ୟା ଯୋଗୁ ଚିକିତ୍ସା ପାଇଁ ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ବୁହା ହେଲା । ଆଉ ମୃତ୍ୟୁ ପରେ ବି ମୃତଦେହକୁ ସଂସ୍କାର ପାଇଁ…
Read More...

‘ଆମକୁ ବି ନିୟମିତ କର’ : ଗଣଶିକ୍ଷା ମନ୍ତ୍ରୀଙ୍କ ଘରେ ଆଗରେ ନୂଆ ନିୟମରୁ ବାଦ୍ ୨୦୧୬ ପୂର୍ବର ଠିକା ଶିକ୍ଷକଙ୍କ ଧାରଣା

କନକ ବ୍ୟୁରୋ : ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି । ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି ସରକାର । ହେଲେ ୨୦୧୬ ପୂର୍ବରୁ ଯେଉଁମାନେ ଠିକାରେ ଚାକିରୀ ଆରମ୍ଭ କରିଥିଲେ ଓ ଏବେ ସରକାରଙ୍କ ଏ ନୂଆ ନିୟମରୁ ବାଦ୍ ପଡ଼ିଛନ୍ତି । ସେହିମାନେ…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଆଲୋଚନା କଲେ ଋଷି ସୁନକ । କାମ କରିବାକୁ ପ୍ରତିବର୍ଷ ବ୍ରିଟେନ ଯିବେ ୩୦୦୦ ଭାରତୀୟ

କନକ ବ୍ୟୁରୋ: ୨୦୨୩ରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ । ଏହି ଯୋଜନା ଆଧାରରେ ପ୍ରତିବର୍ଷ ପାଖାପାଖି ୩୦୦୦ ଭାରତୀୟ ବ୍ରିଟେନରେ କାମ କରିବାକୁ ଯିବାକୁ ଭିସା ପାଇବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତରେ ଏନେଇ ଆଲୋଚନା…
Read More...

ଫାଇଭ୍-ଟି ସଚିବଙ୍କ କ୍ୟାପିଟାଲ୍ ହସ୍ପିଟାଲ ପରିଦର୍ଶନ : ହସ୍ପିଟାଲର ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା 

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରମା କେୟାରରୁ ନେଇ ରିସର୍ଚ୍ଚ ଟ୍ରମା କେୟାର, ସର୍ଜରୀ ବ୍ଲକ, ବରିଷ୍ଠ ଡାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ ଦୂର…
Read More...

୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ପୁଣି ଓହ୍ଲାଇଲେ ଡୋନାଲ୍ଡ ଟ୍ରମ୍ପ, ରାଗିଗଲେ ବାଇଡେନ୍

କନକ ବ୍ୟୁରୋ: ଆମେରିକାରେ ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ଏଥିପାଇଁ ବୁଧବାର ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ।…
Read More...

ପୁଣି ରକ୍ତମୁଖା ହେଲା ରୁଷ : ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ୍ ମାଡ଼; ୨ ମୃତ

କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ୍ ଉପରେ ରୁଷ ଘନଘନ ମିସାଇଲ୍ ମାଡ କରୁଛି । ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି । ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ ହୋଇଛି । ମିସାଇଲ୍ ମାଡରେ ପୋଲାଣ୍ଡର ୨ନାଗରିକଙ୍କ ମୃତ୍ୟୁ ହୋଇଛି । ନାଟୋ ସହଯୋଗୀ…
Read More...

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଆଜିବି ପୂର୍ବଭଳି କୋର୍ଟ ବର୍ଜନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ୱେ ଆଜି କୋର୍ଟ ବର୍ଜନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ଓକିଲଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ସୋମବାର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହେଲେ ଏବେ ଏହାକୁ ସମ୍ବଲପୁର ଆଇନଜୀବୀ ସଂଘ ଚ୍ୟାଲେଞ୍ଜ…
Read More...

ଆଜି ପ୍ରଥମାଷ୍ଟମୀ : ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପୋଢ଼ୁଆଁ

କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। କାରଣ, ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହେଉଛି ‘ପ୍ରଥମା’ ଶବ୍ଦର ଅପଭ୍ରଂଶ ।…
Read More...