Browsing Category

ନ୍ୟୁଜ୍

ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜ । ଜଗମୋହନ ସହ ନାଟମଣ୍ଡପର କଲେ ଅନୁଧ୍ୟାନ, ଖୁବଶୀଘ୍ର ଆରମ୍ଭ ହେବ ମରାମତି…

କନକ ବ୍ୟୁରୋ : ପୁରୀ ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜ । ଜଗମୋହନ ସହ ନାଟମଣ୍ଡପର କଲେ ସ୍ଥିତି ଅନୁଧ୍ୟାନ । ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମରୁ ୩ଟି କଲମ ଓ ବିମରେ ଫାଟ ସୃ୍ଷ୍ଟି ହୋଇଥିଲା । ଏହାର କାମ ୨ ମାସ ମଧ୍ୟରେ ସାରିବା ପାଇଁ ନିଷ୍ପତି ହୋଇଥିଲା । କାର୍ଯ୍ୟକୁ କିଭଳି…
Read More...

ପରଲୋକରେ ରସନା ଫାଉଣ୍ଡର , ୮୫ ବର୍ଷରେ ନିଧନ

କନକ ବ୍ୟୁରୋ: ମୃଦୁ ପାନୀୟ ରସନାର ଫାଉଣ୍ଡର ଅରୀଜ ପିରୋଜଶା ଖଂବାଟାଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଛି । ଭାରତୀୟ ଉଦ୍ୟୋଗ , ବ୍ୟବସାୟ ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ମହତ୍ୱପୂର୍ଣ୍ଣ । ଅରୀଜ ପିରୋଜଶା  ବେନେୱଲେଣ୍ଟ ଟ୍ରଷ୍ଟ ଓ ରସନା ପାଉଣ୍ଡେନର ଚେୟାରମ୍ୟାନ ଥିଲେ । ସେ…
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ପ୍ରଚାର ପ୍ରସାର ମାଧ୍ୟମରେ ଭୋଟ ହାତେଇବାକୁ ପ୍ରୟାସ 

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ରାଜନୈତିକ ଦଳମାନେ ନିଜ ଅନ୍ଦାଜରେ ପଦ୍ମପୁରରେ କରୁଛନ୍ତି ପ୍ରଚାର ପ୍ରସାର । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦୁବୁଲାବାହଲ ଠାରେ ସାଇକେଲ ଚଲାଇ ଲୋକଙ୍କ ପାଖରେ ପହଂଚି ଭୋଟ ମାଗିଛନ୍ତି । ସେହିଭଳି ବିଜେଡି…
Read More...

ପାକିସ୍ତାନ ସେନା ଅଧିକାରୀ କେମିତି ଠୁଳ କଲେ ଏତେ ସମ୍ପତ୍ତି, ପରିବାର ଲୋକଙ୍କ ପାଖରେ ୧୨ ଶହ କୋଟି ଟଙ୍କାର ସମ୍ପତ୍ତି

କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ଦୁର୍ବଳ । ଦେଶ ଚଳାଇବାକୁ ପ୍ରଧାନମନ୍ତ୍ରୀ ଚାଇନା ପାଖରେ ହାତପାତୁଛି । ହେଲେ ଅନ୍ୟପଟେ ଖବର ମିଳିଛି କି ପାକିସ୍ତାନର ସେନା ମୁଖ୍ୟ ଜେନରାଲ କମର ଜାବେଦ ବାଜୱାଙ୍କ ପରିବାର ଓ ସଂପର୍କୀୟମାନଙ୍କ ପାଖରେ ଗତ ୬ ବର୍ଷ ମଧ୍ୟରେ ୧୨ଶହ…
Read More...

ଦୁର୍ଘଟଣାରେ ଇନଷ୍ଟାଗ୍ରାମ ଷ୍ଟାର ‘Rowdy Bhati’ଙ୍କର ପରଲୋକ, କାରରେ ଥିବା ସାଙ୍ଗ ବି ଗୁରୁତର

କନକ ବ୍ୟୁରୋ: କାର୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇନଷ୍ଟାଗ୍ରାମ ଷ୍ଟାର ରାଉଡି ଭଟି ଓରଫ୍ ରୋହିତ୍ ଭାଟ୍ଟି । ତାଙ୍କ ସହ ଥିବା ୨ ସାଙ୍ଗଙ୍କୁ ଆହତ ଅବସ୍ଥାରେ ଗ୍ରେଟର ନୋଏଡାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ 'ରାଉଡି' ଭାଟି ନାମରେ ଜଣାଶୁଣା ଭାଟି ଗ୍ରେଟର ନୋଏଡାରେ…
Read More...

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର । ୭୧ ହଜାର ଜଣଙ୍କୁ ମିଳିବ ଚାକିରି

କନକ ବ୍ୟୁରୋ : ଦେଶର ବିକାଶରେ ନୂତନ ଶକ୍ତି ସଂଚାର ହେବ । ଦେଶରେ ଯୁବଶକ୍ତିଙ୍କ ପାଇଁ ନୂତନ ସୁଯୋଗ ଉପଏବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଅନେକ ପ୍ରୟାସ କରୁଛନ୍ତି । ଯାହା ଫରେ ସେମାନଙ୍କୁ ନିଜ ପ୍ରତିଭାର ପ୍ରତିପାଦନ ପାଇଁ ସଠିକ୍ ମଂଚ ମିଳିପାରିବ । ଏନେଇ ଚାଲିଛି ନିଯୁକ୍ତି ମେଳା ।…
Read More...

ଇଣ୍ଡୋନେସିଆ ପରେ ଥରିଲା ସୋଲୋମନ୍ ଦ୍ୱୀପ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩

କନକ ବ୍ୟୁରୋ: ଇଣ୍ଡୋନେସିଆ ପରେ ଥରିଉଠିଲା ସୋଲୋମନ୍ ଦ୍ୱୀପ ପ୍ରଶାନ୍ତ ମହାସାଗରର ସୋଲୋମନ ଦ୍ୱୀପପୁଞ୍ଜରେ ୭.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଫଳରେ ଏଠାରେ ସୁନାମି ଚେତାବନୀ ଦିଆଯାଇଛି । ବର୍ତ୍ତମାନ ଯାଏଁ ଭୂକମ୍ପ ଯୋଗୁଁ କୌଣସି ଧନ ଜୀବନର କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । …
Read More...

ଇଡିରେ ହାଜର ହେଲେ ବ୍ୟବସାୟୀ । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ନେଇ ରହିଛି ପ୍ରମାଣ

କନକ ବ୍ୟୁରୋ : ଇଡିରେ ହାଜର ହେଲେ ବ୍ୟବସାୟୀ । ଅର୍ଚ୍ଚନା ନାଗ ଗିରଫ ମାମଲାରେ ତନାଘନା କରୁଛି ଇଡି । ପ୍ରତିଦିନ ହାତରେ ଲାଗୁଛି ନୂଆ ନୂଆ ତଥ୍ୟ । ଆଉ ଏହାରି ଭିତରେ ଆଜି ଇଡିରେ ଜଣେ ବ୍ୟବସାୟୀ ହାଜର ହୋଇଥିବା ସୂଚନା ରହିଛି । ସୂଚନା ଆଧାରରେ, ଏହି ବ୍ୟବସାୟୀଙ୍କର ଅର୍ଚ୍ଚନାଙ୍କ ସହ ଟଙ୍କା…
Read More...

ଅର୍ଚ୍ଚନା ନାଗ ମାମଲାରେ ୩ ଦିନ ରିମାଣ୍ଡରେ ଖଗେଶ୍ୱର ପାତ୍ର । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ସମନ, ଇଂଜିନିୟରଙ୍କୁ ବି…

କନକ ବ୍ୟୁରୋ: ସେପଟେ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଇଛି ଇଡି । ଗତ ୧୦ ଦିନର ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଇଡି । ଏବେ ତିନି ଦିନର ରିମାଣ୍ଡ ବେଳେ ଖଗେଶ୍ୱରଠାରୁ ଇଡି ଆହୁରି ଅନେକ ତଥ୍ୟ ପାଇବାର…
Read More...

ଯାଜପୁର କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ୍ ହେଲା ଟ୍ରେନ୍ ଚଳାଚଳ । ଖୋଜା ଚାଲିଛି ଦୁର୍ଘଟଣାର କାରଣ ।

କନକ ବ୍ୟୁରୋ: ଯାଜପୁର କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ୍ ହେଲା ଟ୍ରେନ୍ ଚଳାଚଳ । ୧୫ ଘଂଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ । ଗତକାଲି ପ୍ରଥମେ ଡାଉନ୍ ଲାଇନ ଏକ ମାଲଗାଡି ଚଳାଚଳ କରିଥିଲା । ଏହା ପରେ ବିଳମ୍ବିତ ରାତିରେ ଆଉ ଏକ ଲାଇନ୍ ମରାମତି କରାଯିବା ପରେ ଟ୍ରେନ୍ ଚଳାଚଳ…
Read More...