Browsing Category

ନ୍ୟୁଜ୍

ଗାଈ-ଗୋରୁଙ୍କୁ ରାସ୍ତାରେ ଛାଡ଼ିଲେ ଉଠାଇନେବ ବିଏମସି : ମାଲିକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଗାଈ-ଗୋରୁଙ୍କୁ ରାସ୍ତାରେ ଛାଡ଼ିଲେ ଉଠାଇନେବ ବିଏମସି । ଏମିତି କି ରାସ୍ତା ଉପରକୁ ଗାଈ-ଗୋରୁ ଏବଂ ପୋଷା ଜୀବଙ୍କୁ ଛାଡ଼ୁଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତବାନୀ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀ ଭୁବନେଶ୍ୱରରେ ଗୃହପାଳିତ ଜନ୍ତୁଙ୍କ ଯୋଗୁଁ…
Read More...

ଶ୍ରୀକ୍ଷେତ୍ରରେ ମାତିଛନ୍ତି ସାଇବର ଠକ : ଫେକ ୱେବସାଇଟ୍ ଖୋଲି ତୀର୍ଥଯାତ୍ରୀଙ୍କୁ ଠକେଇ

କନକ ବ୍ୟୁରୋ : ଆପଣ ପୁରୀ ଆସି ଜଗାଦର୍ଶନ କରିବା ପରେ ରହିବାକୁ ଚାହୁଁଛନ୍ତି କି ? ପୁରୀ ଆସିବା ଆଗରୁ ଅନଲାଇନରେ ରୁମ ବୁକ କରିବା କଥା ଭାବୁଛନ୍ତି କି ? ଯଦି ହଁ ତେବେ ସାବଧାନ ରୁହନ୍ତୁ । କାରଣ ପୁରୀରେ ଏବେ ମାତିଛନ୍ତି ସାଇବର ଲୁଟେରା । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀ ଆସୁଥିବା…
Read More...

ଅର୍ଚ୍ଚନା ନାଗ ମାମଲା : ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲଙ୍କୁ ୧୧ ଘଣ୍ଟାର ମାରାଥନ ଜେରା

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସକ୍ରିୟ ରହିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କ ପରେ ଏବେ ଇଡିକୁ ଟଣା ହୋଇଛନ୍ତି ନେତାଙ୍କ ସମ୍ପର୍କୀୟ । ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଓରଫ ନିଧି ସାମଲ ଗତକାଲି ଇଡିରେ ହାଜର ହୋଇଥିଲେ ।…
Read More...

ବିଧାନସଭାରେ ଶୀତଅଧିବେଶନରେ ଆଜି ଦ୍ୱିତୀୟ ଦିନ : ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଗୃହରେ ହୋଇପାରେ ହଙ୍ଗାମା

କନକ ବ୍ୟୁରୋ :  ବିଧାନସଭା ଶୀତ ଅଧିବେଶର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନ ଭଳି ଆଜି ମଧ୍ୟ ଅର୍ଚ୍ଚନା ନାଗ ହନିଟ୍ରାପ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବା ସମ୍ଭାବନା ରହିଛି । ଅର୍ଚ୍ଚନା ନାଗଫାଶକୁ ପ୍ରସଙ୍ଗ କରି ରାଜ୍ୟ ସରକାରକୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ପ୍ରଥମ ଦିନର…
Read More...

ପୁରୁଷକୁ ଗଣଦୁଷ୍କର୍ମ । ପଞ୍ଜାବ ଜଳନ୍ଧରରୁ ଆସିଲା ଅଭାବନୀୟ ଖବର

କନକ ବ୍ୟୁରୋ: ପଞ୍ଜାବର ଜଳନ୍ଧରର ଜଣେ ଯୁବକଙ୍କ ଅଭିଯୋଗ ଏବେ ହଇଚଇ ଖେଳାଇ ଦେଇଛି । ସମ୍ପୃକ୍ତ ଯୁବକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ୪ ଜଣ ଯୁବତୀ ଗଣଦୁଷ୍କର୍ମ କରିଛନ୍ତି । ପ୍ରଥମେ ଅପହରଣ ଓ ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ୨୧ ନଭେମ୍ବର ୨୦୨୨ ସୋମବାର…
Read More...

କୋର୍ଟଙ୍କ ନିର୍ଦ୍ଦେଶରେ ମୁଣ୍ଡ ଉପରୁ ଉଠିଗଲା ଛାତ । ଠିକଣା ଖୋଜୁଛନ୍ତି ଯୋରନ୍ଦା ଗାଦିର କୌପୀନ ସାଧୁସନ୍ଥ । ଖୋଲା…

କନକ ବ୍ୟୁରୋ: ଯୋରନ୍ଦା ମହିମା ଗାଦିରେ ବୁଲଡୋଜର ବୁଲିବା ପରେ ଖୋଲା ଆକାଶ ତଳେ କଟୁଛି କୌପିନ ସମାଜ ସାଧୁ, ସନ୍ନ୍ୟାସୀଙ୍କ ଜୀବନ । ଠିକ୍ ଭାବେ ଥଇଥାନ କରାନଯାଇ କିପରି ପ୍ରଶାସନ ବୁଲଡୋଜର ଚଳାଇଲା ତାକୁ ନେଇ ସେମାନ ପ୍ରଶ୍ନ କରିଛନ୍ତି । ଏହାସହ କୋର୍ଟ ଯିବେ ବୋଲି କହିଛନ୍ତି କୌପୀନ ସମାଜ ।…
Read More...

ଭୋଟ ରାଜନୀତିର କୋଳାହଳ ଭିତରେ ଖାଁ ଖାଁ ପାଇକମାଳର ଗାଁ । ସାମ୍ନାକୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ

କନକ ବ୍ୟୁରୋ: ଖାଁ ଖାଁ ପାଇକମାଳର ଗାଁ । ଘର ଗୁଡ଼ିକରେ ତାଲା ପଡ଼ିଛି । କାଁ ଭାଁ କିଛି ବୟସ୍କ ବ୍ୟକ୍ତି ନଜର ଆସୁଛନ୍ତି, ଯେଉଁମାନେ କି ଘର ଜଗିବା ଦାୟିତ୍ୱରେ ଅଛନ୍ତି । ତେବେ ଏହି ଗାଁରେ ନାହିଁ ଭୋଟର ରାଜନୀତିର କୋଳାହଳ । କାରଣ ପେଟର ଭୋକ ଲୋକଙ୍କୁ ସଜାଇ ଦେଇଛି ଦାଦନ । ନିର୍ବାଚନରେ କିଏ…
Read More...

ମହିଳାଙ୍କୁ ନୁହେଁ ପୁରୁଷଙ୍କ ସହ ହୋଇଛି ଗଣଦୁଷ୍କର୍ମ! ଅପହରଣ ପରେ ପୁରୁଷଙ୍କୁ ଗଣଦୁଷ୍ମର୍ମ କଲେ ୪ ମହିଳା

କନକ ବ୍ୟୁରୋ : ପଞ୍ଜାବ ଜଳନ୍ଧରୁ ଆସିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର । ଜଣେ ନୁହେଁ କି ଦୁଇ ଜଣ ନୁହେଁ ୪-୪ ଜଣ ଝିଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ପୁରୁଷ । ପ୍ରଥମେ ଅପହୃତ ହୋଇଛନ୍ତି ପରେ ଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡିତ ଯୁବକ । ପୁରୁଷ ଜଣଙ୍କ ଗୋଟିଏ ଚମଡା…
Read More...

ନୂଆ ସେନାମୁଖ୍ୟ ନିଯୁକ୍ତ କରିଛି ପାକିସ୍ତାନ, ଲେଫ୍ଟନାଣ୍ଟ ଅସିମ ମୁନିର ୧୭ ତମ ସେନାମୁଖ୍ୟ ଭାବେ ନିଯୁକ୍ତ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ଏବେର ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ମଧ୍ୟରେ ବିବାଦ ବଢୁଥିବା ବେଳେ ନୂଆ ସେନା ମୁଖ୍ୟ ନିଯୁକ୍ତ କରିଛି ପାକିସ୍ତାନ ।  ଲେପ୍ଟେନାଂଟ ଜେନେରାଲ ଅସିମ ମୁନିରଙ୍କୁ ୧୭ ତମ ଆର୍ମି ମୁଖ୍ୟ ନିଯୁକ୍ତ କରିଛନ୍ତି…
Read More...

ସେନା ବିରୋଧୀ ବୟାନ ଦେଲେ ରିଚା ଚଡ୍ଡା । ସମାଲୋଚନା ପରେ ହଟାଇଲେ ଟ୍ୱିଟ୍

କନକ ବ୍ୟୁରୋ : ଯେଉଁ ସମୟରେ ଅଭିନେତ୍ରୀ ରିଚା ଚଡ୍ଡା ନିଜ ଟୁଇଟର ପେଜରେ ଏହି ଟୁଇଟ କରିଥିବେ ସେ ହୁଏତ ଭାବିନଥିବେ କି ଆଗକୁ ଏହା କେତେ ବଡ ବିବାଦ ହୋଇ ଛିଡା ହେବ । ନିକଟରେ ରିଚାଙ୍କ ଟୁଇଟର ପେଜରେ ଦେଖିବାକୁ ମିଳିଥିଲା ଗଲୱାନ ସେଜ୍ ହାଏ ଅର୍ଥାତ ଗଲୱାନ କହୁଛି ନମସ୍କାର । ଏହି ତିନୋଟି…
Read More...