Browsing Category

ନ୍ୟୁଜ୍

ରେଳ ପ୍ରକଳ୍ପକୁ ନେଇ ଦୋଷ ଲଦାଲଦି । ମାଗଣା ଜମି ସହ ୩୦୦ କୋଟି ଦେବା ପରେ କାହିଁକି ହୋଇନି କାମ? ବିଜେଡିର ପ୍ରଶ୍ନର…

କନକ ବ୍ୟୁରୋ: ପ୍ରଥମେ ଚାଷୀ ଆଉ ଏବେ ରେଳ ପ୍ରକଳ୍ପକୁ ନେଇ ପଦ୍ମପୁରରେ ଜୋର ଧରିଛି ରାଜନୀତି । ଉପ ନିର୍ବାଚନ ପୂର୍ବରୁ ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଜବାବ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ…
Read More...

୫ଜି ଯୋଗୁ ଦ୍ରୁତଗତିରେ ଆଗକୁ ବଢିବ ଭାରତର ଅର୍ଥନୀତି। ୮ବର୍ଷରେ ଏଠାରେ ପହଞ୍ଚିବ ଆମ ଦେଶ …

କନକ ବ୍ୟୁରୋ: ଭାରତର ଅର୍ଥବ୍ୟବସ୍ଥା ଆଗାମୀ ଦିନରେ ଦ୍ରୁତ ଗତିରେ ବିକଶିତ ହେବ । ଏଥିରେ ୫ଜିର ପ୍ରମୁଖ ଭୂମିକା ରହିବ । ୫ଜି ଆସିବା ପରେ ଆଗାମୀ ୮ବର୍ଷ ଦେଶର ଅର୍ଥବ୍ୟବସ୍ଥାରେ ପାଖାପାଖି ୧୫ଲକ୍ଷ କୋଟି ଟଙ୍କା ଯୋଡିହେବ । ଏଥିରେ ଶକ୍ତି, ରିଟେଲ ସହ ସ୍ୱାସ୍ଥ୍ୟ ସେବାର ଭୂମିକା ରହିଛି ।…
Read More...

ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ…

କନକ ବ୍ୟୁରୋ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା…
Read More...

ଛୁଇଁ ଦେଇ ଚାଲିଗଲା ମୃତ୍ୟୁଦୂତ । କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲା ୩ ମାସର…

କନକ ବ୍ୟୁରୋ: ମୃତ୍ୟୁ ଏମିତି ଏକ ଶବ୍ଦ, ଯାହା ମଣିଷ ଜୀବନରେ ଆସିଲେ ହୁଏତ ସବୁ କିଛି ବଦଳିଯାଏ । ନିଦରେ ଶୋଇଥିବା ଶିଶୁ ଓ ଚିର ନିଦ୍ରାରେ ଶୋଇଯାଇଥିବା ମା’ର ଏକ ଦୃଶ୍ୟ ଠିକ୍ ସେମିତି ଏକ ସ୍ଥିତି ସୃଷ୍ଟି କରିଛି । କିଛି କ୍ଷଣ ଭିତରେ ମା’ ଛେଉଣ୍ଡ ପାଲଟି ଯାଇଛି ମାତ୍ର ୩ମାସର କୁନି ପିଲା ।…
Read More...

ମୃତ୍ୟୁ ଆସେ ଏମିତି….ଚିକିତ୍ସା ପାଇଁ ଯାଉଥିଲେ ଶବ ହୋଇ ଫେରିଲେ । କୋରେଇ ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ମାଆ…

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ !  ଆଜି ସକାଳେ କଟକ ଯିବା ପାଇଁ ଯାଜପୁର କୋରେଇ ଷ୍ଟେସନରେ ଟିକେଟ୍ କାଟି ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ଟ୍ରେନ୍ ପାଇଁ । ହେଲେ କିଏ ଜାଣିଥିଲା ମୃତ୍ୟୁ ଯେ, ବାଟ ଜଗିଛି । ହଠାତ୍ ମାଲ ଗାଡି ଟ୍ରେନର ୮ଟି ବଗି ଲାଇନ୍ ଚ୍ୟୁତ ହୋଇ ମାଡି ଆସିଲା…
Read More...

କୋରେଇରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ପ୍ଲାଟଫର୍ମ ଉପରକୁ ଚଢ଼ିଗଲା ଲାଇନଚ୍ୟୁତ ବଗି । ୩ ମୃତ, ୪ରୁ ଅଧିକ ଆହତ

କନକ ବ୍ୟୁରୋ: ଯାଜପୁର କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଛି । ଦ୍ରୁତ ବେଗରେ ଯାଉଥିବା ମାଲଗାଡି ଟ୍ରେନର ହଠାତ୍ ୮ଟି ବଗି ଲାଇନଚ୍ୟୁତ ହୋଇ ପ୍ଲାଟ୍ଫର୍ମ ଓ ଟିକେଟ୍ କାଉଣ୍ଟର ଉପରକୁ ମାଡି ଯାଇଛି, ଆଉ ଆଖି ପିଛୁଳାକେ ଚାଲିଯାଇଛି ୩ଜଣଙ୍କ ଜୀବନ ।…
Read More...

ଗୋଟିଏ ମଞ୍ଚରେ ପରିବାରର ୩ ପିଢି, ଜୟପୁରରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ଗୋଟିଏ ଛାତ ତଳେ ୩ପଢ଼ି ଦେଲେ ପରୀକ୍ଷା । ଆଜିର ସମୟରେ ଭାଇ ଭାଇ ମିଶି ରହିବା ମୁସ୍କିଲ ହୋଇଥିବା ବେଳେ ଯୌଥ ପରିବାର କ’ଣ ତାର ଏକ ଉଦାହରଣ ଏଠାରେ ଦେଖିବାକୁ ମିଳିଛି । କିଏ ଅଜା ନାତି ଓ ବୋହୁ ତ ଅଉ କିଏ ଶାଶୁ, ଶ୍ୱଶୁର, ବୋହୁ ଓ ନାତି । ସମସ୍ତେ ଗୋଟିଏ ଛାତ ତଳେ ନିଜ ନିଜ…
Read More...

ବଲିଉଡ଼ରେ ଓଡ଼ିଆ ପୁଅଙ୍କ କମାଲ। ବିଗ୍-ବି-ଅଭିତାଭ ବଚ୍ଚନଙ୍କ ସହ ଫିଲ୍ମ ଉଞ୍ଚାଇ ଗୀତରେ ଡ୍ୟାନ୍ସିଂ ମୁଡ଼ରେ ନଜର ଆସିଲେ…

କନକ ବ୍ୟୁରୋ: ବଲିଉଡରେ ଓଡ଼ିଆ ପୁଅଙ୍କ କମାଲ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ଉଞ୍ଚାଇ ଚଳଚିତ୍ରରେ ସହ କୋରିଓଗ୍ରାଫର ଭାବେ କାମ କରିବା ସହ ସ୍କ୍ରିନରେ ଡାନ୍ସିଂ ମୁଡରେ ନଜର ଆସିଛନ୍ତି । ଉଞ୍ଚାଇ ଚଳଚିତ୍ରର କେଟି କୋ ଗୀତରେ ବିଗ ବିଙ୍କ ସହ ପାଦରେ ପାଦ ମିଶାଇ ନାଚୁଛନ୍ତି ସୁନିତ୍ । ଏହା ସହ…
Read More...

ବଡମ୍ବା ଅଞ୍ଚଳରେ ହାତୀପଲ ଆତଙ୍କ। ସଞ୍ଜ ନଇଁଲେ ଚାଷଜମି ମୁହାଁ ୨୨ ଟିକିଆ ହାତୀପଲ।

କନକ ବ୍ୟୁରୋ: କଟକ ବଡମ୍ବା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ତଟବର୍ତ୍ତି ଅଞ୍ଚଳରେ ଚାଷ କରିଥିବା ଚାଷୀଙ୍କ ବର୍ଷକର ଧାନ ନଷ୍ଟ କରୁଛନ୍ତି ହାତୀପଲ । ସଂଜନଇଁବା ମାତ୍ରେ ୨୨ ଟିକିଆ ହାତୀପଲ ଜଙ୍ଗଲରୁ ବାହାରି ଚାଷଜମି ମୁହାଁ ହେଉଛନ୍ତି । ଫଳରେ ଧାନ ଅମଳକୁ ନେଇ…
Read More...

ଅସ୍ତରଙ୍ଗ ବ୍ଲକରେ ସାରାରାତି ଉଜାଗର ରହି ମଞ୍ଚା ବାନ୍ଧି ଫସଲ ଜଗୁଛି ଚାଷୀ। ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ଜୀବ।

କନକ ବ୍ୟୁରୋ: ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲି ଜୀବ । ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି ଚାଷୀ । ଚାଷ ଜମିରେ ହରିଣ ପଲ ଏବଂ ବାରହା ପଶି ପାଚିଲା ଧାନ ଖାଇବା ସହ ଧାନ ଗଛ ସବୁ ଦଳିଚକଟି ନଷ୍ଟ କରୁଛନ୍ତି । ଆଉ ଫସଲ ସୁରକ୍ଷା ପାଇଁ ଧାନ ଜମିରେ ନିଆଁ ଜାଳି, ଡ୍ରମ ବଜାଇ ଓ ମଞ୍ଚା ବାନ୍ଧି ରାତି…
Read More...