ଫାଇଭ୍-ଟି ସଚିବଙ୍କ କ୍ୟାପିଟାଲ୍ ହସ୍ପିଟାଲ ପରିଦର୍ଶନ : ହସ୍ପିଟାଲର ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା 

69

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରମା କେୟାରରୁ ନେଇ ରିସର୍ଚ୍ଚ ଟ୍ରମା କେୟାର, ସର୍ଜରୀ ବ୍ଲକ, ବରିଷ୍ଠ ଡାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ ଦୂର ହୋଇଛି ତାର ସମୀକ୍ଷା କରିଛନ୍ତି । ସେହିଭଳି ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣାଧୀନ କନଷ୍ଟ୍ରକ୍ସନ ବୁଲିବା ସହିତ ବହୁ ସମୟ ଧରି ଆଲୋଚନା କରିଛନ୍ତି ।