Browsing Category

ନ୍ୟୁଜ୍

ଗାଁକୁ ନାହିଁ ରାସ୍ତା: ଦେଓନଦୀ ପାର ହୋଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ

କନକ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା । ନଦୀ ପାର ହୋଇ ଯିବାଆସିବା କରୁଛନ୍ତି ଉଦଳା ବ୍ଲକ କୁଣ୍ଡାବାଇ ପଂଚାୟତରେ ଥିବା ବାଲମା, ଉପରବାଲମା, ମାତକାମବିର ଗ୍ରାମବାସୀ । ପ୍ରାୟ ୭୫ରୁ ଅଧିକ ଆଦିବାସୀ ପରିବାର ଦେଓନଦୀ ଭିତରେ ପଶି ବିପଦସଙ୍କୁଳ ଭାବେ ଯିବାଆସିବା କରୁଛନ୍ତି ଯଦି ଏହି ରାସ୍ତାକୁ ବାଦ…
Read More...

ଜନଜାତିଙ୍କ ପାଇଁ ଗୌରବ ଆଣିଲେ ଡ଼ଙ୍ଗରିଆ ଯୁବକ: ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମୁକ୍ତେଶ୍ୱର ୱାଡାକା

କନକ ବ୍ୟୁରୋ: ବଣପାହାଡ ଘେରା ଅଂଚଳ । ପାହାଡ ଉପରେ ରୁହନ୍ତି ଡଙ୍ଗରିଆ ଜନଜାତି । ଯେଉଁଠି ବିକାଶର ଚିତ୍ର ତାଙ୍କ ପାଇଁ ସ୍ୱପ୍ନ । ସେହିଭଳି ଅଂଚଳରେ ବିକାଶର ସ୍ୱପ୍ନ ଦେଖାଇ ଡଙ୍ଗରିଆ ମାନଙ୍କ ଗର୍ବ ଓ ଗୌରବ ପାଲଟିଛନ୍ତି ଜଣେ ଯୁବକ । ପ୍ରଥମ କରି ଓଡ଼ିଶା ଲୋକସେବା ଆୟୋଗରେ ଉତୀର୍ଣ୍ଣ ହୋଇଛନ୍ତି…
Read More...

ଆସିକା ବିଜେଡିରେ ପୁଣି ଅନ୍ତଃକନ୍ଦଳ: ବିଧାୟିକାଙ୍କ ପୁଅଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆଣିଲେ ଦଳୀୟ…

କମକ ବ୍ୟୁରୋ: ଆସିକା ବିଜେଡିରେ ପୁଣି ଅନ୍ତଃକନ୍ଦଳ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ଲୋଗାନ ଦେଇ ଏକାଠି ହୋଇଛନ୍ତି ଶତାଧିକ ଦଳୀୟ କର୍ମୀ । ମାଆ-ପୁଅ ହଟାଅ ଅଭିଯାନରେ ସାମିଲ ହୋଇ ବିଧାୟିକାଙ୍କୁ ବିରୋଧ କରିଛନ୍ତି । ଗୋଟିଏ ପଟେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରି ନିଜର ଶକ୍ତି…
Read More...

କାହିଁକି ଖେଳ ହୁଏ ବକ୍ସିଂ ଡେ’ ଟେଷ୍ଟ: ଜାଣନ୍ତୁ, ଏହାର ପୂରା ଇତିହାସ…

କନକ ବ୍ୟୁରୋ: କ୍ରିକେଟ୍ ସହିତ ବକ୍ସିଂ ଡେ’ର ନିବିଡ଼ ସମ୍ପର୍କ ରହିଛି। ପ୍ରତିବର୍ଷ ବକ୍ସିଂ ଡେ’ ଟେଷ୍ଟ୍କୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବି ଦେଖା ଦେଇଥାଏ। ତେବେ ସାଧାରଣ କ୍ରିକେଟ୍ ପ୍ରେମୀଙ୍କୁ ଏହା ଅଜଣା ବକ୍ସିଂ ଡେ’ କ’ଣ ଏବଂ ଏଭଳି ନାମ କରଣ କାହିଁକି ହୋଇଛି।…
Read More...

ୟୁପିରୁ ଉଦ୍ଧାର ହେଲେ ଓଡିଆ ଝିଅ । ଚାକିରି ଦେବା ନାଁରେ ୟୁପି ନେଇ. ଖରାପ କାମ କରାଉଥିଲା ଦଲାଲ ।

କନକ ବ୍ୟୁରୋ: କନ୍ଧମାଳ ଯୁବତୀ ୟୁପିରୁ ଉଦ୍ଧାର । ଚାକିରି ଦେବା ନାଁରେ ଯୁବତୀଙ୍କୁ କନ୍ଧମାଳରୁ ଉତ୍ତରପ୍ରଦେଶ ନେଇଗଲା ଦଲାଲ । ସେଠାରେ ଚାକିରି କରାଇଦେବା ସହ ଦିନକୁ ୨ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ୨ ଯୁବତୀଙ୍କୁ ଚାକିରି ବଦଳରେ ଶାରିରୀକ ଓ…
Read More...

ଲଭ୍ ଜିହାଦର ବଦଲା ନେବାକୁ ଆହ୍ୱାନ କଲେ ପ୍ରଜ୍ଞା ସିଂହ ଠାକୁର । କହିଲେ, ହିନ୍ଦୁମାନେ ଘରେ ରଖନ୍ତୁ ଛୁରୀ । ବୟାନକୁ…

କନକ ବ୍ୟୁରୋ: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର । ଭୋପାଳର ଏହି ବିଜେପି ସାଂସଦ ହିନ୍ଦୁମାନଙ୍କୁ ଘରେ ଛୁରୀ ରଖିବାକୁ ଅପିଲ କରିବା ସହ, ସମୟ ଆସିଲେ ଏହାର ବ୍ୟବହାର କରିବାକୁ ବି ଆହ୍ୱାନ ଦେଇଛନ୍ତି । କର୍ଣ୍ଣାଟକରେ ଆୟୋଜିତ ହିନ୍ଦୁ ଜାଗରଣ ସଭାରେ…
Read More...

ଶୀଘ୍ର କରାଇ ନିଅନ୍ତୁ ଜରୁରୀ କାମ । ଜାନୁଆରୀ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ

କନକ ବ୍ୟୁରୋ: ପୁରୁଣା ବର୍ଷ ୨୦୨୨ ଶେଷ ହବାକୁ ଯାଉଛି । ଆରମ୍ଭ ହେବ ନୂଆ ବର୍ଷ ୨୦୨୩ । ଏଥର ନୂଆ ବର୍ଷ ସମସ୍ତଙ୍କୁ ଭାରି ଖୁସି ଦେବ । କାରଣ ନୂଆବର୍ଷ ଛୁଟିଦିନ ରବିବାରରେ ପଡୁଛି । ହେଲେ ବ୍ୟାଙ୍କରେ ଜରୁରୀ କାମ ଥିବା ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । କାରଣ ଏଥର ବର୍ଷ ପ୍ରଥମ ମାସ…
Read More...

କର୍ଣ୍ଣାଟକରେ କଡାକଡି ହେଲା କୋଭିଡ କଟକଣା: ମାସ୍କ ବାଧ୍ୟତାମୂଳକ, ରାତି ଗୋଟାଏ ପୂର୍ବରୁ ସରିବ ଜିରୋ ନାଇଟ ସେଲିବ୍ରେସନ

କନକ ବ୍ୟୁରୋ: କର୍ଣ୍ଣାଟକରେ କଡାକଡି ହେଲା କୋଭିଡ କଟକଣା । ମାସ୍କ ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର । ସ୍କୁଲ, କଲେଜ, ସିନେମା ହଲରେ ମାସ୍କ ବାଧ୍ୟତାମୂଳକ । ରାତି ଗୋଟାଏ ପୂର୍ବରୁ ସରିବ ଜିରୋ ନାଇଟ ସେଲିବ୍ରେସନ । ପବ୍, ରେଷ୍ଟୁରାଣ୍ଟ, ବାର ରାତି ଗୋଟାଏ ପୂର୍ବରୁ ବନ୍ଦ ହେବ ।…
Read More...

ପୁରୀରେ ୩୦ ପୀଡ଼ିତ ପରିବାରଙ୍କ ପ୍ରତିବାଦ: ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଚାଲିଥିବା ବେଳେ ନ୍ୟାୟ ପାଇଁ ପହଞ୍ଚିଲେ…

କନକ ବ୍ୟୁରୋ: ଏପଟେ ଶାସକ ଦଳର ପ୍ରତିଷ୍ଠା ଦିବସ, ଆଉ ସପେଟେ ୩୦ ପୀଡିତ ପରିବାରଙ୍କ ପ୍ରତିବାଦ । ଏଭଳି ଅଭାବନୀୟ ଦୃଶ୍ୟ ଆଜି ପୁରୀରୁ ଆସିଛି । ନ୍ୟାୟ ଦାବିରେ ବର୍ଷବର୍ଷ ଧରି ଅପେକ୍ଷା କରି ରହିଥିବା ଏହି ପୀଡିତ ପରିବାର ଆଜି ପୁରୀରେ ପହଂଚିଛନ୍ତି । କାରଣ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ…
Read More...

ବିଜେଡିର ପ୍ରତିଷ୍ଠା ଦିବସରେ ସାମିଲ ହେଲେ ନବୀନ : କହିଲେ, ଲୋକଙ୍କ ସମର୍ଥନ ରହିଲେ ୨୫ କ’ଣ ୫୦ ବର୍ଷ ପର୍ଯ୍ୟନ୍ତ…

କନକ ବ୍ୟୁରୋ : ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡ଼ି । ପୁରୀ ତାଳବଣିଆରେ ବିଜୁ ଜନତା ଦଳର ବିଶାଳ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ସମସ୍ତଙ୍କୁ ନୂଆବର୍ଷ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ପାଇଁ ଭଲକାମ କରିବାକୁ ବାର୍ତ୍ତା…
Read More...