Browsing Category

ନ୍ୟୁଜ୍

ତେଲ ଚୋରି କରି ୪ଶହ କୋଟିର ମାଲିକ ପାଲଟିଥିଲା । ମାଷ୍ଟରମାଇଣ୍ଡକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ଗୁଜରାଟ ପୋଲିସକୁ ମିଳିଛି ବଡ ସଫଳତା । ତେଲ ଚୋରି କରି ୪୦୦ କୋଟି ଟଙ୍କା କମାଇଥିବା ତେଲ ମାଫିଆକୁ ଗିରଫ କରିଛି ଗୁଜରାଟ ପୋଲିସ । ଦୀର୍ଘଦିନ ଧରି ଲୁଚି ଲୁଚି କ୍ଷୀର ପିଉଥିବା ବିରାଡି ଏବେ ପୋଲିସ ପଞ୍ଝାରେ ପଡିଛି । ତେଲ ଚୋରି କରି ୪୦୦କୋଟିର ମାଲିକ ପାଲଟିଥିବା ତେଲ ମାଫିଆର…
Read More...

ଚିଟଫଣ୍ଡ ମାମଲା: ସିବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ପରବର୍ତୀ ଶୁଣାଣୀ ଆସନ୍ତା ସୋମବାର।

କନକ ବ୍ୟୁରୋ: ଚିଟଫଣ୍ଡ ମାମଲାରେ ତଦନ୍ତକାରୀ ସଂସ୍ଥା ଉପରେ ବର୍ଷିର୍ଲେ ସୁପ୍ରିମକୋର୍ଟ । ଓଡ଼ିଶା ଚିଟଫଣ୍ଡ ମାମଲାର ଖଣ୍ଡପୀଠରେ ଶୁଣାଣୀ ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମାନ୍ୟବର ନ୍ୟାୟାଳୟ । କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡ ଟଙ୍କା…
Read More...

ଚେଇଁ ରହିଥିବ ଯିଏ ତାକୁ ଉଠାଇବ କିଏ? ୫-ଜି ସେବାକୁ ନେଇ ବିଜେଡି ଉଠାଇଥିଲା ପ୍ରଶ୍ନ, କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ : ଓଡ଼ିଶାରେ ୫-ଜି ସେବାକୁ ବିଜେଡି ସ୍ୱାଗତ କରିଥିବା ବେଳେ ସମାଲୋଚନା କରିବାକୁ ପଛାଇ ନାହିଁ । ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ ରହିଛି ହେଲେ ତାଠାରୁ ଜମ୍ମୁ କଶ୍କୀରରେ ଅଧିକ ରହିଛି । ୬ହଜାର ୨ଶହ ୭୮ ଗାଁରେ ଇଂଟରନେଟର ସୁବିଧା ନାହିଁ । ସେହିଭଳି ଅନଲାଇନ୍ ଶିକ୍ଷା କିଭଳି…
Read More...

ଆସନ୍ତା ୨ ବର୍ଷରେ ପୂରା ଓଡ଼ିଶାରେ ମିଳିବ ୫-ଜି ସେବା, ୨୦୨୪ରୁ ବିଏସଏନଏଲ ଗ୍ରାହକ ପାଇବେ ୫-ଜି ସୁବିଧା :…

କନକ ବ୍ୟୁରୋ : ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି ୫-ଜି ଟେଲିକମ୍ ସେବା । ଭୂବନେଶ୍ୱର ଏବଂ କଟକରେ ଏହି ସେବା ଆରମ୍ଭ ହୋଇଛି । ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ରାଜ୍ୟରେ ଗ୍ରାହକଙ୍କୁ ୫-ଜି ସେବା ଯୋଗାଇ ଦିଆଯିବ । କେନ୍ଦ୍ର ରେଳ ଏବଂ…
Read More...

‘ମଦ ପିଉଥିବା ଲୋକକୁ ଦେଖିଲେ …’ ବିହାରରେ ମଦ ବନ୍ଦୀ ଅଭିଯାନକୁ ନେଇ ତେଜ୍ ପ୍ରତାପ ଯାଦବଙ୍କ ବଡ ବୟାନ ।

କନକ ବ୍ୟୁରୋ: ବିହାରରେ ବାରମ୍ବାର ମଦ ମୃତ୍ୟୁ ଘଟୁଛି । ଏହାକୁ ନେଇ ସରକାରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ବିରୋଧୀ । ମଦବନ୍ଦୀ ପରେ ବି ରାଜ୍ୟରେ ଚୋରା ଭାବେ ମଦ ପ୍ରସ୍ତୁତ କରାଯାଉଛି, ଯାହାକୁ ପିଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାକୁ ନେଇ ଏବେ ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ୍…
Read More...

ମୋଦୀ ଦେଉଥିବା ଚାଉଳକୁ ଗଡବଡ ନକରି ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାନ୍ତୁ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଗଣା ଚାଉଳକୁ ନେଇ ଯେଉଁ ରାଜନୀତି ହେଉଛି ତାହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ…
Read More...

‘ମୋତେ ରାମ ଦରକାର’: ରାମାୟଣ ଫେମ୍ ଅରୁଣ ଗୋଭିଲଙ୍କୁ ଧରି ବିକଳ ହୋଇ କାନ୍ଦିଲେ ସ୍ୱାମୀ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

କନକ ବ୍ୟୁରୋ: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କର ସତସଙ୍ଗ ଚାଲିଥିଲା । ସତସଙ୍ଗରେ ପହଞ୍ଚିଥିଲେ ରାମାୟଣରେ ପ୍ରଭୁ ଶ୍ରୀରାଙ୍କ ଚିରିତ୍ରରେ ଅଭିନୟ କରିଥିବା ଭେଟେରାନ୍ ଆକ୍ଟର ଅରୁଣ ଗୋଭିଲ । ମଞ୍ଚ ଉପରକୁ ଯାଇ ସ୍ୱାମୀଜୀଙ୍କ ପାଦ ଛୁଇଁଥିଲେ । ହେଲେ ତାଙ୍କୁ କୋଳେଇ ନେଇଥିଲେ ରାମଭଦ୍ରାଚାର୍ଯ୍ୟ ।…
Read More...

ହଲ୍ଲାଦ୍ୱୀନ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ଏବେ ହୋଇପାରିବ ନାହିଁ ଉଚ୍ଛେଦ

କନକ ବ୍ୟୁରୋ : ଉତ୍ତରାଖଣ୍ଡର ହଲ୍ଲାଦ୍ୱୀନ ଉଚ୍ଛେଦ ମାମଲାର ସାମୟିକ ପାଇଁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । କୋର୍ଟଙ୍କ ତରଫରୁ ଏହା ଉପରେ ରୋକ ଲଗାଇ ରେଳ ବିଭାଗ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ମାଗିଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ୫ ହଜାର ପରିବାର ରହୁଥିବା ଏକ ସ୍ଥଳକୁ କିଭଳି…
Read More...

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଡ ଘୋଷଣା । ଏହି ଲୋକଙ୍କୁ ଆଉ ଦେବାକୁ ପଡିବନି ଆୟକର ରିିଟର୍ଣ୍ଣ ।

କନକ ବ୍ୟୁରୋ: ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରା କଲେ । ଗତବର୍ଷ ବଜେଟ୍ ଉପସ୍ଥାପନ ବେଳେ ମୋଦୀ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ, ଏବେ ତାହାକୁ ପୂରା କରିଛନ୍ତି । ଆଇଟିଆର୍ ନିୟମରେ ବଡ ପରିବର୍ତ୍ତନ କରିବା ସହିତ ଏଣିକି କିଛି ଖାସ୍ ଲୋକଙ୍କୁ ଆଉ ଆୟକର ରିଟର୍ଣ୍ଣ ଫାଇଲ୍…
Read More...

ଗଞ୍ଜା ଲଢେଇ ପାଇଁ ବ୍ୟବହାର ହେଉଛି ୫ଜି ସେବା : ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଗଞ୍ଜା ଲଢେଇ ଜରିଆରେ ଜୁଆ…

କନକ ବ୍ୟୁରୋ : ଦେଶରେ ୫-ଜି ସେବା, ମୋବାଇଲ ନେଟୱର୍କ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଛି, ତାହା କିଛି ଅସାଧୁ ବ୍ୟକ୍ତିଙ୍କୁ ଫାଇଦା ଆଣିଦେଇଛି । ପୋଲିସ ଚଢାଉରୁ ବର୍ତ୍ତିବା ପାଇଁ ପଡୋଷୀ ଆନ୍ଧ୍ର ପ୍ରଦେଶରେ ଅନଲାଇନରେ ଆୟୋଜନ ହେଉଛି ଗଞ୍ଜା ଲଢେଇ । ସଂକ୍ରାନ୍ତିରେ ଆନ୍ଧ୍ରରେ…
Read More...