Browsing Category

ନ୍ୟୁଜ୍

ଭିତରକନିକାରେ ପକ୍ଷୀ ଗଣନା ଜାରି : ପ୍ରତି ଟିମରେ ଅଛନ୍ତି ୪ରୁ ୫ଜଣ ସଦସ୍ୟ

କନକ ବ୍ୟୁରୋ : ବିଦେଶାଗତ ପକ୍ଷୀମାନଙ୍କ ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନ ଏବେ ଚଳଚଞ୍ଚଳ । ଚଳିତ ବର୍ଷ ଭିତର କନିକାଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କୁ ଆଜି ଗଣନା କରାଯାଉଛି । ସାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାଣୀ ବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ…
Read More...

କେବଳ ଆଇପିଏଲ ନୁହେଁ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି ପନ୍ତ । ଜାଣନ୍ତୁ କେମିତି ରହିଛି ତାଙ୍କର…

କନକ ବ୍ୟୁରୋ : ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିବା ବେଳେ ଏବେ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ତେବେ ଦୁର୍ଘଟଣା ପରେ ଋଷଭ କେତେ ଦିନ ପର୍ଯ୍ୟନ୍ତ…
Read More...

ପାକିସ୍ତାନରେ ଆର୍ଥିକ ସ୍ଥିତି ସାଂଘାତିକ : ଲୋକେ ଖାଇବାକୁ ପାଉନଥିବା ବେଳେ ରୋଷେଇ ଗ୍ୟାସ ନାହିଁ; ଦିନକୁ ୧୫ରୁ ୨୦…

କନକ ବ୍ୟୁରୋ : ଭୟଙ୍କର ଆର୍ଥିକ ସଙ୍କଟର ସାମ୍ନା କରୁଛି ପଡୋଶୀ ପାକିସ୍ତାନ । ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେଇ୍ଥିବାରୁ ଦିନକୁ ୧୫ରୁ ୨୦ ଘଣ୍ଟା ବିଦ୍ୟୁତ୍ କାଟ କରାଯାଉଛି । ଲୋକେ ଖାଇବାକୁ ପାଉନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ନାହିଁ । ପରିସ୍ଥିତିର ମୁକାବିଲା କରିବାକୁ ମଲ ଓ ବଜାର ଶୀଘ୍ର…
Read More...

ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚର ପ୍ରୟାସ : ଦିଲ୍ଲୀରୁ ଆସିବ ଡମି, ଡେମୋ ଦେଖିବେ…

କନକ ବ୍ୟୁରୋ : ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ । ହୋଟେଲ ଛାତରୁ ପଡ଼ି ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିବାରୁ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଡମିର ସହାୟତା ନେବ କ୍ରାଇମବ୍ରାଞ୍ଚ । ଦିଲ୍ଲୀରୁ ଡମି ରାୟଗଡ଼ା…
Read More...

ରାଜ୍ୟକୁ ଫେରିଲା ଶୀତ : ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ତଳକୁ ଖସିବା ସମ୍ଭାବନା

କନକ ବ୍ୟୁରୋ : ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ଆସନ୍ତା ଦୁଇ ଦିନ ଭିତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ସମ୍ଭାବନା ଅଛି । ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ…
Read More...

ଭୋପାଳରେ ଭିନ୍ନ ଧରଣର କ୍ରିକେଟ ପ୍ରତିଯୋଗିତା : ଧୋତି କୁର୍ତ୍ତା ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି; ସଂସ୍କୃତ ଭାଷାରେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଭିନ୍ନ ଧରଣର କ୍ରିକେଟ୍ ପ୍ରତିଯୋଗିତା । ଧୋତି-କୁର୍ତ୍ତା ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି ଖେଳାଳି । ସଂସ୍କୃତ ଭାଷାରେ କରାଯାଉଛି କମେଣ୍ଟ୍ରି । ଖେଳ ସମୟରେ ଖେଳାଳିମାନେ ପରସ୍ପର ମଧ୍ୟରେ କଥା ହେଉଛନ୍ତି । ଆଉ ସଂସ୍କୃତରେ ଅପିଲ୍ ମଧ୍ୟ କରୁଥିବା…
Read More...

ସିଲ୍ ହୋଇପାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର : ସତ୍ୟବିହାର ଘର ମାପଚୁପ ଆରମ୍ଭ କଲା ଇଡି

କନକ ବ୍ୟୁରୋ : ସେକ୍ସୋଟର୍ସନ ମାମଲାରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ୪ଜଣିଆ ଟିମ୍ ଓ ଭାଲ୍ୟୁଏସନ ଟିମ୍ ସହିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ କରିଛନ୍ତି । କେତେ ବର୍ଗଫୁଟର ଜମି ବିଲ୍ଡିଂରେ…
Read More...

୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରସ୍ତୁତ ହେବ ଅଯୋଧ୍ୟା ରାମ ମନ୍ଦିର : ତ୍ରିପୁରାରେ ନିର୍ବାଚନୀ ରାଲିରେ…

କନକ ବ୍ୟୁରୋ : ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୁରୁବାର ତ୍ରିପୁରାରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଶାହା କିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ବାଧା ସୃଷ୍ଟି କରୁଥିଲା ।…
Read More...

ଆଫଗାନିସ୍ତାନ ସୀମାରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ : ଜଣେ ଶିଶୁ ସମେତ ୪ ନାଗରିକଙ୍କ ମୃତ୍ୟୁ

କନକ ବ୍ୟୁରୋ : ଆଫଗାନ୍ ସୀମାରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ । ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ପାକ୍ ସେନା ଆକ୍ରମଣ କରିଥିବା ଜଣାପଡ଼ିଛି । ଟିଟିପିର ଗଡ଼ କୁହାଯାଉଥିବା ନାଙ୍ଗାହାର ରାଜ୍ୟର ସଲାଲା ଗୁପ୍ତା ସହରରେ ପାକ୍ ବାୟୁସେନା ବୋମା ପକାଇଛି । ଏଥିରେ…
Read More...

ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ : ମାମଲା ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚର ପ୍ରୟାସ

କନକ ବ୍ୟୁରୋ : ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ । ହୋଟେଲ ଛାତରୁ ପଡ଼ି ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିବାରୁ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଡମିର ସହାୟତା ନେବ କ୍ରାଇମବ୍ରାଞ୍ଚ । ଦିଲ୍ଲୀରୁ ଡମି ରାୟଗଡ଼ା…
Read More...