Browsing Category

ନ୍ୟୁଜ୍

ବିମାନରେ ମହିଳାଙ୍କ ଉପରେ ପରିଶ୍ରା କରିବା ପଡିବ ମହଙ୍ଗା, ଯାଂଚ ପାଇଁ ମୁମ୍ବାଇ ପହଂଚିଲା ଦିଲ୍ଲୀ ପୋଲିସ

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ତରଫରୁ ମୁମ୍ବାଇର ଶଂକର ମିଶ୍ରା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ଶଂକର ମିଶ୍ରାଙ୍କ ଉପରେ ବିମାନ ଭିତରେ ଜଣେ ୭୦ ବର୍ଷିୟା ମହିଳାଙ୍କ ଉପରେ ପରିଶ୍ରା କରିଥିବା ଅଭିଯୋଗ ରହିଛି । ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ…
Read More...

ନିଜ ନାଁରେ ମାମଲା ରୁଜୁ କଲେ ଟାଙ୍ଗି ଥାନା ଆଇଆଇସି : ଏସି ଓ ଏସଟି ଆଇନର ଧାରା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ

କନକ ବ୍ୟୁରୋ : ନିଜ ନାଁରେ ନିଜେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଆଇଆଇସି । ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ହତ୍ୟା ଓ ଦୁଷ୍କର୍ମ ଧମକ ଦେବାଭଳି ସଙ୍ଗୀନ୍ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ଟାଙ୍ଗୀ ଥାନା ଅଧିକାରୀ । ଜଣେ ଦଳିତ ମହିଳାଙ୍କୁ ବିଳମ୍ବିତ ରାତିରେ…
Read More...

କରୋନା ସଂକ୍ରମିତ ପୁରୁଷଙ୍କ ପାଇଁ ବଡ ଖବର, ଜାଣନ୍ତୁ କରୋନା ପରେ କେମିତି ବଦଳୁଛି ପୁରୁଷଙ୍କ ଶାରିରୀକ ସୁସ୍ଥତା ?

କନକ ବ୍ୟୁରୋ : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ଆତଙ୍କ ଭାବେ ଉଭା ହୋଇଛି । ଏହି ମହାମାରୀ ଫଳରେ ଉଭୟ ପୁରୁଷ ମହିଳା ଓ ଛୋଟପିଲା ସମସ୍ତେ ପ୍ରଭାବିତ ହେଉଛନ୍ତି । ହେଲେ ଏହା ପୁରୁଷମାନଙ୍କର ଶାରିରୀକ ସୁସ୍ଥତା ଉପରେ ସର୍ବାଧିକ ପ୍ରଭାବ ପକାଉଛି । କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ…
Read More...

ବିଜେଡିକୁ ଧନ୍ୟବାଦ ଦେଲେ ଗୋଲକ । କହିଲେ, ଯାହା ହେଉ ଶେଷରେ ‘ଚାଉଳ’କୁ ନେଇ ସତ ମାନିଲା ବିଜେଡି ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବାକୁ ନେଇ କେନ୍ଦ୍ର ଉପରେ ବିଜେଡି ବର୍ଷିଛି । ଏପରିକି କେନ୍ଦ୍ର ଗରିବ, ଚାଷୀ ବିରୋଧୀ ବୋଲି କହିଛି ବିଜେଡି । ଆଉ ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି…
Read More...

ଆସିଲା ହକି ବିଶ୍ୱକପ୍ ଆନ୍ଥେମ : ବିର୍ସାମୁଣ୍ଡା ଷ୍ଟାଡିୟମ ଲୋକାର୍ପଣ ବେଳେ ବାଜିଲା ଗୀତ

କନକ ବ୍ୟୁରୋ : ଆସିଲା ହକି ବିଶ୍ୱକପ ଆନ୍ଥେମ । ଓଡିଶାରେ ଆୟୋଜିତ ହକି ବିଶ୍ୱକପ୍ ପାଇଁ ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆନ୍ଥେମ ‘ଜୟ ହୋ ହିନ୍ଦୁସ୍ତାନ କି’ ଉନ୍ମୋଚନ କରାଯାଇଛି । ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଭୂଷୁଡି ପଡିବ କି ଜୋଶୀମଠ ! ବିପଦ ସଂକୁଳ ଅବସ୍ଥାରେ ୫୬୦ ଘର, ମାଟି ଫଟାଇ ବାହାରୁଛି ପାଣି

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଐତିହାସିକ ସହର ଜୋଶୀମଠ ଅଞ୍ଚଳ କୁ ବିପଦ ମାଡିଆସୁଛି । ଏଠାରେ ୯ଟି ଅଞ୍ଚଳରେ ଥିବା ୫୬୧ଟି ଦୋକାନ ଘରେ ଫାଟ ଦେଖିବାକୁ ମିଳିଛି । ଏଭଳି ବିପଦକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ଏକ ବୈଠକ ଡାକିଛନ୍ତି । ସୂଚନା ଥାଉକି ପାହାଡ ଧସିବାକୁ କାରଣରୁ…
Read More...

ଜ୍ୟୋତିଷ ହୋଇ କରୁଥିଲେ ଭବିଷ୍ୟବାଣୀ : ନିଯୁକ୍ତିି ଦେବା ଆଳରେ ବେକାର ଯୁବକ-ଯୁବତୀଙ୍କ ଲୁଟିଥିଲେ; ମିଛ ୱେବସାଇଟ୍ ଖୋଲି…

କନକ ବ୍ୟୁରୋ : ଧରାପଡିଲା ଠକ ଜ୍ୟୋତିଷ ବିନୟ କୁମାର ଦାସର କାରନାମା । ତା ନାଁରେ ଆସିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ନିଯୁକ୍ତି ଦେବା ଆଳରେ ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ଠକୁଥିଲା । ଏପରିକି ନିଜେ ଜ୍ୟୋତିଷ ଶାସ୍ତ୍ରରେ ବିଶାରଦ କହି ଲୋକଙ୍କ ମିଛ ଭବିଷ୍ୟବାଣୀ ବି କରୁଥିଲା ।…
Read More...

ଚର୍ଚ୍ଚାରେ ୫୦ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ୍ : ନିକଟରେ ୬୦ତମ ସନ୍ତାନକୁ କଲେ ସ୍ୱାଗତ; ଏବେ ୪ର୍ଥ ସ୍ତ୍ରୀ…

କନକ ବ୍ୟୁରୋ : ପାକିସ୍ତାନର ୫୦ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ୍ ମହମ୍ମଦ ଖାନ୍ । ଏବେ ନିକଟରେ ତାଙ୍କର ୬୦ତମ ସନ୍ତାନକୁ ସ୍ୱାଗତ କରିଛନ୍ତି । । ତାଙ୍କର ତିନୋଟି ସ୍ତ୍ରୀ ଥିବା ପରେ ବି ଏବେ ଚତୁର୍ଥ ସ୍ତ୍ରୀ ସନ୍ଧାନରେ ରହିଛନ୍ତି । ନିଜର ବନ୍ଧୁ ପରିଜନ ମାନଙ୍କୁ ଏନେଇ ସହଯୋଗ କରିବାକୁ ସେ…
Read More...

୩ କୋଟି ୨୫ ଲକ୍ଷ ଓଡ଼ିଆଙ୍କର ୫ କେଜି ଲେଖାଏଁ ଚାଉଳ କାଟିଛି କେନ୍ଦ୍ର । ଗରିବଙ୍କ ଭାତ ଥାଳିକୁ ଲାତ ମାରିଛି କେନ୍ଦ୍ର :…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାକୁ ନେଇ ଆପତ୍ତି ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ୩ କୋଟି ୨୫ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଏନଏଫଏସଏ ସ୍କିମରେ ଦିଆଯାଏ ଏବଂ ଆଉ ୫ କେଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ…
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ନେଇ ଆରମ୍ଭ ହେଲା ବିତର୍କ : କେଉଁ ଆଧାରରେ ସର୍ବବୃହତ ତାକୁ ନେଇ ପ୍ରଶ୍ନ

କନକ ବ୍ୟୁରୋ : ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ୍ ତ ? ଏନେଇ ଆରମ୍ଭ ହୋଇଛି ବିତର୍କ । କେଉଁ ଆଧାରରେ ଏହାକୁ ବିଶ୍ୱର ସର୍ବବୃହତ ବୋଲି କୁହାଯାଉଛି କିଛି ସ୍ପଷ୍ଟ ହୋଇନଥିବାରୁ ତାକୁ ନେଇ ପ୍ରଶ୍ନ ଉଠିଛି । କୌଣସି ଖେଳ ଷ୍ଟାଡିୟମକୁ…
Read More...