Browsing Category

ବିଜେଡି

ପ୍ରଧାନମନ୍ତ୍ରୀ ସିଟ୍ ପାଇଁ କିଏ ଫିଟ୍ ? ବିଜେଡି ନେତା ସୂର୍ଯ୍ୟ ପାତ୍ର ଛାଡ଼ିଲେ ଗୁଗୁଲୀ, ରାଜ୍ୟରୁ କେନ୍ଦ୍ର ସବୁଠି…

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଆସିବ ୧୯ ମହାଯୁଦ୍ଧର ଫଳାଫଳ । କିଏ କେଉଁଠି ନିଜର ପତିଆରା ବିସ୍ତାର କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଆଉ କେନ୍ଦ୍ରରେ କିଏ କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ପଦରେ ବସିବ ତାହାର ଚିତ୍ର ସାମ୍ନାକୁ ଆସିବ । ହେଲେ ଗଣତନ୍ତ୍ର ମହାପରୀକ୍ଷାର ଫଳାଫଳ ପୂର୍ବରୁ…
Read More...

ପାଟକୁରା ନିର୍ବାଚନୀ ପାଇଁ ପ୍ରସ୍ତୁତି । ନାମାଙ୍କନ ପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ, ମୈଦାନରେ ବିରୋଧୀ ପ୍ରସ୍ତୁତ…

କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସାବିତ୍ରୀ । ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ଆସନ୍ତା ୧୯ ତାରିଖକୁ ପାଟକୁରା…
Read More...

ବିଳମ୍ବ ହେବ କି ପାଟକୁରା ନିର୍ବାଚନ ? ବାତ୍ୟା ‘ଫୋନି’ ପାଇଁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ…

କନକ ବ୍ୟୁରୋ: ବିଳମ୍ବ ହେବ କି ପାଟକୁରା ନିର୍ବାଚନ ? ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦିଲ୍ଲୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ ହେଲେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବି ବୋଲି କହିଛନ୍ତି…
Read More...

ଟିକେଟ୍ ପାଇବା ପରେ ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ସାବିତ୍ରୀ । କହିଲେ, ସ୍ୱାମୀଙ୍କ ଅଧୁରା ସ୍ୱପ୍ନ କରିବି ପୂରଣ । 

କନକ ବ୍ୟୁରୋ : ମେ ୧୯ ତାରିଖରେ ମହାଲଢେଇ । କୁହାଯାଉଛି ଗତ ବିଜେପୁର ନିର୍ବାଚନ ସମୟରେ, ରାଜ୍ୟରେ ଯେଉଁ ରାଜନୈତିକ ଚିତ୍ର ସାମ୍ନାକୁ ଆସିଥିଲା, ପୁଣି ଥରେ ତା’ର ପୁନରାବୃର୍ତ୍ତି ହେବାକୁ ଯାଉଛି । କାରଣ ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସମୟରେ…
Read More...

ପାଟକୁରା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ଟିକେଟ୍…

କନକ ବ୍ୟୁରୋ : ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ…
Read More...

ବିଜେପି କର୍ମୀ ୧୨ଟି ବୁଥ୍ କ୍ୟାପଚରିଂ କରିଥିବା ଅଭିଯୋଗ । ବୁଥ୍ ରିଗିଂ ଭିଡିଓ ସହ ସିଇଓଙ୍କ ନିକଟରେ ଫେରାଦ ହେଲା…

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟର ୬ଟି ଆସନରେ ମତଦାନ ଜାରି ରହିଥିବା ବେଳେ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ଦ୍ୱାରା ୧୨ଟି ବୁଥ କ୍ୟାପଚରିଂ ହୋଇଥିବା ବିଜେଡି ଅଭିଯୋଗ ଆଣିଛି । ବିଜେଡି…
Read More...

ନବୀନଙ୍କ ଫୋକସରେ କେନ୍ଦ୍ରାପଡା, ଟାର୍ଗେଟରେ ବୈଜୟନ୍ତ। ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: କେନ୍ଦ୍ରାପଡାରେ କୁରୁକ୍ଷେତ୍ର । ନବୀନଙ୍କ ଫୋକସରେ କେନ୍ଦ୍ରାପଡା, ଟାର୍ଗେଟରେ ବୈଜୟନ୍ତ । ଆଜି ରୋଡ ସୋ ବେଳେ ନାଁ ନ ନେଇ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି ନବୀନ । ନବୀନ କହିଛନ୍ତି, କେନ୍ଦ୍ରାପଡାର ବିକାଶ ସେ ନିଜେ ଦେଖିବେ । ଜଣେ ଯୁବ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ…
Read More...

ପୁଣି ବୈଜୟନ୍ତଙ୍କୁ ଘେରିଲା ବିଜେଡି । ମନି ଲଣ୍ଡରିଂରେ କଳା ଟଙ୍କାକୁ ଧଳା କରିଛନ୍ତି ବୈଜୟନ୍ତ, ଉଚିତ୍ ଜବାବ ଦେବେ…

କନକ ବ୍ୟୁରୋ: ପୁଣି ଉଠିଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ପ୍ରସଙ୍ଗ । କଳା ଟଙ୍କାକୁ ଧଳା କରିବାରେ ବୈଜୟନ୍ତ ରଚିଥିଲେ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ବାହାମସ୍ ଓ ବୈଜୟନ୍ତଙ୍କ ଭିତିରି ବୁଝାମଣା ଯୋଗୁଁ…
Read More...

କେନ୍ଦ୍ରାପଡା କୁରୁକ୍ଷେତ୍ରରୁ ବୈଜୟନ୍ତଙ୍କୁ ସିଧା ନିଶାନା କଲେ ନବୀନ । ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡାବାସୀଙ୍କ…

କନକ ବ୍ୟୁରୋ : କେନ୍ଦ୍ରାପଡା କୁରୁକ୍ଷେତ୍ରରୁ ବୈଜୟନ୍ତଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୯ ତାରିଖରେ ହେବାକୁ ଥିବା ଶେଷ ଲଢେଇ ପାଇଁ ବିଜେଡି ସୁପ୍ରିମୋ ଆଜି କେନ୍ଦ୍ରାପଡାରେ ମେଗା ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବୈଜୟନ୍ତଙ୍କୁ…
Read More...

ପଟ୍ଟାମୁଣ୍ଡାଇରୁ ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ ? କହିଲେ, ଭୋଟ୍ ପାଇଁ ଗୋଟିଏ ମାସରେ ୧୦ ଥର ଆସିଲ, ପ୍ରାକୃତିକ ବିପତ୍ତି…

କନକ ବ୍ୟୁରୋ: ଶେଷ ପ୍ରଚାରେ ବିଜେପି ଉପରେ ପ୍ରବଳ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପ୍ରଚାର ମୈଦାନରୁ ମୋଦିଙ୍କୁ ନିଶାନା କରି ନବୀନ କହିଛନ୍ତି କି, ଓଡ଼ିଶାବାସୀ ନୁହନ୍ତି, ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ । ତେଣୁ ଭୋଟ୍ ପାଇଁ…
Read More...