Browsing Category

ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । ପ୍ରଚାର ପୂର୍ବରୁ ବାରିପଦାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ କଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । କ୍ରମାଗତ ଦି୍ୱତୀୟ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଓଡିଶା ଗସ୍ତରେ ରହି ପ୍ରଚାର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ତେବେ ଠାକୁରଙ୍କ…
Read More...

ଚତୁର୍ଥ ପର୍ଯ୍ୟାୟ ପାଇଁ ନବୀନଙ୍କ ମାରାଥନ ପ୍ରଚାର । ବାଲେଶ୍ୱରରୁ ବାରିପଦା ନବୀନ କଲେ ରୋଡ ସୋ’ । ନିର୍ବାଚନ ସଭାରୁ…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଆଉ ବିଜେଡି ଶିବିରରୁ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରରେ ପ୍ରଚାର କରୁଛନ୍ତି…
Read More...

ବିଜେଡି ନିଶାନାରେ ଡବଲ୍-‘ବି’ ! ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ବୈଜୟନ୍ତ, କାହିଁକି ଚୁପ୍ ବସିଛି ବିଜେପି ?

କନକ ବ୍ୟୁରୋ: ପୁଣି ବିଜେଡି ନିଶାନାରେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି ବିଜେଡି । ବିଜେଡି କହିବା ମୁତାବକ, ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ବୈଜୟନ୍ତ ପଣ୍ଡା । କାରଣ, ବୈଜୟନ୍ତ ଇମ୍ଫାର ଭାଇସ୍…
Read More...

ପାଟକୁରାରେ କିଏ ଧରିବ ବିଜେଡିର ମଙ୍ଗ ? ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ନେଇ ଚର୍ଚ୍ଚା, କହିଲେ, ସୁଯୋଗ ମିଳିଲେ…

କନକ ବ୍ୟୁରୋ : ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ ନିର୍ବାଚନର ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ…
Read More...

ମୋଦି କହିଥିଲେ ଓଡ଼ିଶାରୁ ବିଦା ହେବ ବିଜେଡି । ନବୀନ କହିଲେ, ଓଡ଼ିଶାବାସୀଙ୍କ ଆଶିର୍ବାଦରୁ ବହୁମତ ପାଇଲାଣି ବିଜେଡି, ଶପଥ…

କନକ ବ୍ୟୁରୋ: ବାଲେଶ୍ୱର ରେମୁଣାରୁ ନବୀନଙ୍କ ରଣହୁଙ୍କାର । ମୋଦିଙ୍କୁ ସିଧା ନିଶାନା କଲେ ନବୀନ । ଓଡ଼ିଶାରୁ ବିଜେଡି ବିଦା ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ନବୀନ କହିଲେ, “ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଓଡ଼ିଶାରୁ ବିଜେଡି ଗଲାପରେ ସେ ଓଡ଼ିଶାକୁ ଆସିବେ । ତେଣୁ…
Read More...

ଘୋଷଣା ହେଲା ନିର୍ବାଚନର ତାରିଖ, ବଢିଲା ସସପେନ୍ସ । ପାଟକୁରାରେ କିଏ ହେବେ ବିଜେଡି ପ୍ରାର୍ଥୀ ?

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ କୁହାଯାଉଛି ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିପାରେ ବିଜୁ ଜନତା ଦଳ । ଆସନ୍ତା…
Read More...

ବାଲେଶ୍ୱରରୁ ମୋଦିଙ୍କ ଉପରେ ବର୍ଷିଲେ ନବୀନ । କହିଲେ, ବିପଦରେ ଆସିଲେନି, ନିର୍ବାଚନବେଳେ ଭୋଟ୍ ପାଇଁ ପ୍ରତିଦିନ…

କନକ ବ୍ୟୁରୋ: ବାଲେଶ୍ୱର ନିର୍ବାଚନୀ ପ୍ରଚାର ମୈଦାନରୁ ମୋଦିଙ୍କ ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନସଭାରେ ବିଜେପିକୁ ନିଶାନା କରି ନବୀନ କହିଛନ୍ତି କି, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ବିପାକ ହେଲା କିନ୍ତୁ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିଲାନି । ହେଲେ ନିର୍ବାଚନ…
Read More...

ଦିଲ୍ଲୀର ସବୁଠାରୁ ଧନୀ ପ୍ରାର୍ଥୀ ଗୌତମ ଗମ୍ଭୀର । ନାମାଙ୍କନ ଭରିବା ପରେ ଗମ୍ଭୀର ହେଲେ ‘ଚୌକିଦାର’ । 

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଏଥର ଦେଖିବାକୁ ମିଳିବ ରୋଚକ ଲଢେଇ । ଏଠାରେ କ୍ରିକେଟର, ବକ୍ସର, ଅଭିନେତା ଏବଂ ନେତା ସମସ୍ତେ ରହିଛନ୍ତି ନିର୍ବାଚନୀ ମଇଦାନରେ । ସମସ୍ତ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତେବେ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଗତକାଲି…
Read More...

ହସ୍‌ପିଟାଲ ବେଡରେ ପ୍ରଦୀପ ମହାରଥୀ: ଦେଇ ପାରିଲେନି ଭୋଟ୍, ଆଜି ଜାମିନ୍ ଆବେଦନ ଶୁଣାଣି

କନକ ବ୍ୟୁରୋ: ଶେଷରେ ନିଜ ପାଇଁ ମଧ୍ୟ ଭୋଟ୍ ଦେଇ ପାରିନାହାନ୍ତି ପିପିଲି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରି ଗିରଫ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଫଳରେ, ସେ ଗତକାଲି ନିଜର ଭୋଟଦାନରୁ ବଞ୍ଚିତ…
Read More...

ବ୍ରହ୍ମଗିରି ଓ ସତ୍ୟବାଦୀରେ ଉତ୍ତେଜନା, ବୁଥରେ ଭଙ୍ଗାରୁଜା । ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ…

କନକ ବ୍ୟୁରୋ : ନିର୍ବାଚନ ସମୟରେ ବିଜେପି ହିଂସାକାଣ୍ଡ ଭିଆଉଥିବା ଅଭିଯୋଗରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଥିବା ଓମ୍ ପ୍ରକାଶ ମିଶ୍ର ଏକ ପୋଲିଂ ବୁଥରେ ନିଜ ସମର୍ଥକଙ୍କୁ…
Read More...