Browsing Category

ବିଜେଡି

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ନବୀନଙ୍କ ଜୋରଦାର କ୍ୟାମ୍ପେନ । ତିନି ମୁହାଣି ଗୁଲନଗର ଦେଇ…

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରି ସରି ଆସୁଛି ପ୍ରଚାର ଅବଧି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଶେଷ ମୁହୂର୍ତରେ ସବୁ ଜୋର ଲଗାଇଦେଇଛନ୍ତି ଶୀର୍ଷ ନେତା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଂଟିଲ ଆଇବିରେ ରାତ୍ରିଯାପନ ପରେ ରୋଡ ସୋ କରୁଛନ୍ତି…
Read More...

ଶେଷ ଲଢ଼େଇ ପାଇଁ ଶୀର୍ଷ ନେତାଙ୍କ ଭିଡ଼ ଜମୁଛି । ତୁଳସୀକ୍ଷେତ୍ରରେ ବାଜି ମାରିବାକୁ ବଳଦେବଜୀଉଙ୍କ ଆଶୀର୍ବାଦ ନେଲେ ନବୀନ…

କନକ ବ୍ୟୁରୋ: କେନ୍ଦ୍ରାପଡ଼ାରେ କମ୍ପୁଛି ପ୍ରଚାର । ଶେଷ ଲଢ଼େଇରେ ବାଜି ମାରିବାକୁ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଆଶୀର୍ବାଦ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଠାରେ ନବୀନ ପହଁଚିବା ମାତ୍ରେ ବଡ଼ ଠାକୁରଙ୍କ…
Read More...

ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ବିଶାଳ ରୋଡ ସୋ’ କରି ଅନୁଭବଙ୍କ ପାଇଁ ଭୋଟ ମାଗିଲେ, ନିର୍ବାଚନ ସଭାରୁ ବିଜେପି ଉପରେ…

କନକ ବ୍ୟୁରୋ : ନବୀନଙ୍କ ନଜରରେ କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଥିବା ବେଳେ ଆଜି କେନ୍ଦ୍ରାପଡାରେ ବିଶାଳ ରୋଡ ସୋ କରିଛନ୍ତି । ଡେରାବିଶ, ଦୁହୁରିଆ, ତିନି ମୁହାଣୀ, କଲେଜ ଛକ ଓ କଜଳା ଛକ ଦେଇ ରୋଡ ସୋ କରିଥିଲେ ନବୀନ । ଏହାପରେ…
Read More...

କେନ୍ଦ୍ରାପଡା ବିଧାନସଭା ଆସନରେ ହୋଇପାରେ ବୁଥ୍ କ୍ୟାପଚରିଂ । ବିଜେପି-କଂଗ୍ରେସ ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ…

କନକ ବ୍ୟୁରୋ : ବିଜୟ ପାଇଁ ନୂଆ ଫର୍ମୁଲା । କେନ୍ଦ୍ରାପଡା ବିଧାନସଭା ଆସନରେ ବିଜୟ ଧ୍ୱଜା ଉଡାଇବା ପାଇଁ ବୁଥ କ୍ୟାପଚରିଂ କରିପାରନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏଭଳି ପରିସ୍ଥିତିର ଆଶଙ୍କା କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏବେ କେନ୍ଦ୍ରାପଡା ଲୋକସଭା ଆସନ ଉପରେ…
Read More...

ମୟୂରଭଂଜ ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କଲେ ନବୀନ । କହିଲେ, ରଘୁନାଥ ମୁର୍ମୁ ମେଡିକାଲ…

କନକ ବ୍ୟୁରୋ : ବାରିପଦା ମେଡିକାଲ କଲେଜ କଥା ଉଠାଇ ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରିପଦା ମେଡ଼ିକାଲ କଲେଜକୁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରୁଥିଲେ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ନବୀନ । ରାଜ୍ୟ ସରକାର ସୁପ୍ରିମକୋର୍ଟରୁ ଅନୁମତି…
Read More...

ଉତ୍ତର ଓଡିଶାରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ…

କନକ ବ୍ୟୁରୋ: ଉତ୍ତର ଓଡିଶାରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ଆଜି ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରବେଳେ ନାଁ ନ ନେଇ ଜଣେ କେନ୍ଦମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି, ରଘୁନାଥ ମୁର୍ମୁ ମେଡିକାଲ କଲେଜ ପାଇଁ ରାଜ୍ୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା : ଉଦଳା ପରେ ମୋରଡା ଓ ବାଙ୍ଗିରିପୋଷୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ପୁଣି ଥରେ…

କନକ ବ୍ୟୁରୋ : ବାରିପଦା ଜଗନ୍ନାଥ ମନ୍ଦିରରେ ଦର୍ଶନ ପର ନବୀନ ପ୍ରଥମେ ଉଦଳାର କରପଡାରେ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ତା’ପରେ ମୋରଡାରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ବେଳେ ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ନବୀନ । ନବୀନ ସିଧାସଳଖ କେନ୍ଦ୍ର ଉପରେ ବର୍ଷିବା ସହ…
Read More...

ପୁଣି ପ୍ରଚାର ମୈଦାନରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ନବୀନ କହିଲେ, କୌଣସି ବି ଜାତୀୟ ଦଳ ପାଇବେନି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । କ୍ରମାଗତ ଦି୍ୱତୀୟ ଦିନ ପାଇଁ ଉତ୍ତର ଓଡିଶା ଗସ୍ତରେ ରହି ପ୍ରଚାର ଅର୍ମ୍ କରିଛନ୍ତି ନବୀନ । ତେବେ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି…
Read More...

ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । ପ୍ରଚାର ପୂର୍ବରୁ ବାରିପଦାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ କଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା । କ୍ରମାଗତ ଦି୍ୱତୀୟ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଓଡିଶା ଗସ୍ତରେ ରହି ପ୍ରଚାର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ବାରିପଦାରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି । ତେବେ ଠାକୁରଙ୍କ…
Read More...

ଚତୁର୍ଥ ପର୍ଯ୍ୟାୟ ପାଇଁ ନବୀନଙ୍କ ମାରାଥନ ପ୍ରଚାର । ବାଲେଶ୍ୱରରୁ ବାରିପଦା ନବୀନ କଲେ ରୋଡ ସୋ’ । ନିର୍ବାଚନ ସଭାରୁ…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଆଉ ବିଜେଡି ଶିବିରରୁ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରରେ ପ୍ରଚାର କରୁଛନ୍ତି…
Read More...