Browsing Category

ବିଜେଡି

ଯାଜପୁରର ୨ଟି ଆସନରେ ଶଙ୍ଖନାଦ: ସୁକିନ୍ଦାରେ ପୁଣି ବିଜୟ ବାନା ଉଡାଇଲେ ପ୍ରୀତିରଞ୍ଜନ ଘଡାଇ, ସେପଟେ ବରି ଗଡ ଅକ୍ତିଆର…

କନକ ବ୍ୟୁରୋ: ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୨ଟି ସିଟ୍ ଅକ୍ତିଆର କଲା ବିଜେଡି । ଯାଜପୁରର ବରୀ ଏବଂ ସୁକିନ୍ଦା ବିଧାନସଭା ଆସନରେ ବିଜୟୀ ହୋଇଛି ବିଜୁ ଜନତା ଦଳ । ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଜିତିଥିବା ବେଳେ ସୁକିନ୍ଦାରେ…
Read More...

ମହିଳାକାର୍ଡ ଖେଳିଥିଲେ ନବୀନ, ସମ୍ମାନ ରକ୍ଷା କଲେ ମଞ୍ଜୁଳା ସ୍ୱାଇଁ, ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୬ ହଜାର ୮୪୮ ଖଣ୍ଡ…

କନକ ବ୍ୟୁରୋ: ଆସ୍କା ବିଧାନସଭା ଆସନରେ ବିଜେଡିର ବାଜିମାତ୍  । ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୬ ହଜାର ୮୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟ ଧ୍ୱଜା ଉଡାଇଲେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେବାରେ…
Read More...

ପୁଣି କାମାକ୍ଷାନଗର ସିଟ୍ ହାତେଇଲା ବିଜେଡି । ବିରୋଧୀଙ୍କୁ ପଛରେ ପକାଇ ୪ର୍ଥ ଥର ପାଇଁ ବିଜୟ ଶିରିପା ପିନ୍ଧିଲେ ପ୍ରଫୁଲ…

କନକ ବ୍ୟୁରୋ: କାମାକ୍ଷାନଗରରେ ପୁଣି ଚାଲିବ ବିଜେଡିର ରାଜୁତି । ଲଗାତର ୪ଥର ପାଇଁ ବିଧାୟକ ଗାଦି ହାତେଇଛନ୍ତି ବିଜୁ ଜନତା ଦଳର ପୁରୁଖା ତଥା ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।  ପାଖାପାଖି ୧୫ ହଜାରରୁ ଅଧିକ ଭୋଟରେ ନିକଟତମ ପ୍ରତିଦ୍ୱିନ୍ଦୀ  ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ…
Read More...

ନବରଙ୍ଗପୁର ବିଧାନସଭା ପରେ ଏବେ ଲୋକସଭା ଆସନକୁ ଦଖଲ କରିପାରେ ବିଜେଡି, ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କୁ…

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି ପ୍ରକ୍ରିୟା ବିଜୟ ଅଭିଯାନ ପଥରେ ବଢୁଛି ବିଜେଡି । ନବରଙ୍ଗପୁର ବିଧାନସଭାରେ ବାଜିମାତ୍ କରିବାପରେ ଏବେ ନବରଙ୍ଗପୁର ଲୋକସଭା ଆସନକୁ ଅକ୍ତିଆର କରିବାକୁ ବଢୁଛି ବିଜେଡି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ମୁତାବକ, ନବରଙ୍ଗପୁରରେ ବିଜେଡି ପ୍ରାର୍ଥୀ ରମେଶ ମାଝୀ…
Read More...

ବିଧାନସଭା ନିର୍ବାଚନ ୨୦୧୯: ନବରଙ୍ଗପୁରରେ ‘ଶଙ୍ଖ’ ବଜାଇଲେ ସଦାଶିବ,  ବିଧାନସଭା ଆସନକୁ ଅକ୍ତିଆର କଲା ବିଜେଡି ।…

କନକ ବ୍ୟୁରୋ: ବିଜେଡି ଖାତାକୁ ଗଲା ନବରଙ୍ଗପୁର ବିଧାନସଭା ଆସନ । ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର । ଜିଲ୍ଲାପାଳଙ୍କ ସୂଚନା ମୁତାବକ ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜେପି ପ୍ରାର୍ଥୀ ଗୌରୀଶଙ୍କର…
Read More...

ବିଧାନସଭା ନିର୍ବାଚନ ୨୦୧୯: ହିଞ୍ଜିଳିର ହକଦାର ପୁଣି ହେବେ କି ବିଜେଡି ସୁପ୍ରିମୋ ? ଟ୍ରେଣ୍ଡ୍ କହୁଛି…

କନକ ବ୍ୟୁରୋ: ନିଜର ପାରମ୍ପାରିକ ଆସନ ହିଞ୍ଜିଳିରେ ପୁଣି ପତିଆରା ଜାହିର କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ଭୋଟ୍ ପେଡ଼ିରୁ ବାହାରୁଥିବା ଫଳାଫଳ ଏବଂ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ନବୀନ ପଟ୍ଟନାୟକ ୧୫ ହଜାର ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ବିଜେପି…
Read More...

ବିଜେପୁରରେ ବାଜି ମାରିପାରନ୍ତି ବିଜେଡି ସୁପ୍ରିମୋ! ଟ୍ରେଣ୍ଡ୍ ଅନୁସାରେ ୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ନବୀନ…

କନକ ବ୍ୟୁରୋ: ଜାରି ରହିଛି ମତଗଣାନ ପ୍ରକ୍ରିୟା । ବିଜେପୁର ବିଧାନସଭା ଆସନରେ ଆଗୁଆ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଖାପାଖି ୫ହଜାର ୩୯୭ ଖଣ୍ଡ ଭୋଟ୍ ରେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ଆଗୁଆ…
Read More...

ବିଧାନସଭା ନିର୍ବାଚନ ୨୦୧୯ : ଅତାବିରାରେ ବଜାୟ ରହିପାରେ ସ୍ନେହାଙ୍ଗିନୀଙ୍କ ସମ୍ମାନ! ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ…

କନକ ବ୍ୟୁରୋ: ପୁଣି ଅତାବିରାରେ ବଜାୟ ରହିପାରେ ସ୍ନେହାଙ୍ଗିନୀଙ୍କ ସମ୍ମାନ । ଟ୍ରେଣ୍ଡ ଅନୁଯାୟୀ ଅତାବିରାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବର୍ତ୍ତମାନ ଆଗୁଆ ରହିଛନ୍ତି । ଅନ୍ୟପଟେ କଂଗ୍ରେସର ନିହାର ମହାନନ୍ଦ ଓ ବିଜେପିର ମିଲନ ସେଠ୍ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସେହିଭଳି…
Read More...

ପ୍ରଧାନମନ୍ତ୍ରୀ ସିଟ୍ ପାଇଁ କିଏ ଫିଟ୍ ? ବିଜେଡି ନେତା ସୂର୍ଯ୍ୟ ପାତ୍ର ଛାଡ଼ିଲେ ଗୁଗୁଲୀ, ରାଜ୍ୟରୁ କେନ୍ଦ୍ର ସବୁଠି…

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଆସିବ ୧୯ ମହାଯୁଦ୍ଧର ଫଳାଫଳ । କିଏ କେଉଁଠି ନିଜର ପତିଆରା ବିସ୍ତାର କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଆଉ କେନ୍ଦ୍ରରେ କିଏ କ୍ଷମତାକୁ ଆସି ପ୍ରଧାନମନ୍ତ୍ରୀ ପଦରେ ବସିବ ତାହାର ଚିତ୍ର ସାମ୍ନାକୁ ଆସିବ । ହେଲେ ଗଣତନ୍ତ୍ର ମହାପରୀକ୍ଷାର ଫଳାଫଳ ପୂର୍ବରୁ…
Read More...

ପାଟକୁରା ନିର୍ବାଚନୀ ପାଇଁ ପ୍ରସ୍ତୁତି । ନାମାଙ୍କନ ପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ, ମୈଦାନରେ ବିରୋଧୀ ପ୍ରସ୍ତୁତ…

କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସାବିତ୍ରୀ । ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ଆସନ୍ତା ୧୯ ତାରିଖକୁ ପାଟକୁରା…
Read More...