Monthly Archives

December 2023

କେନ୍ଦ୍ରାପଡାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ପୁଣି ଫେରୁଛି କି ଗ୍ୟାଙ୍ଗ ୱାର?

କନକ ବ୍ୟୁରୋ : ହାତରେ ହକି ଷ୍ଟିକ ଓ ମାରଣାସ୍ତ୍ର ଧରି ମାଡି ଆସୁଛନ୍ତି ଯୁବକ । ଏହା କୈାଣସି ଫିଲ୍ମ କିମ୍ବା ଟିଭି ସିରିଏଲର ନୁହେଁ । ସିସିଟିଭିରେ କଏଦ ଦୃଶ୍ୟ ହେଉଛି କେନ୍ଦ୍ରାପଡା ସହରର ବ୍ୟସ୍ତବହୁଳ ବଜାରର । ଦାଦା ବଟି ପାଇଁ ବଜାର ଭିତରେ, ମୁଖାପିନ୍ଧା ଦୁର୍ବୃତଙ୍କ ଦାଦାଗିରି ।…

ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଓଡିଶାରେ ଯେମିତି ଜଗନ୍ନାଥ ମୟ ପରିବେଶ ସୃଷ୍ଟି ହେବ, ଏହି ମହୋତ୍ସବରେ ପ୍ରତ୍ୟେକ ଓଡିଅଙ୍କ ସହଯୋଗ ଓ ସମ୍ପୃକ୍ତି ରହିବ, ସେଥିପାଇଁ ବଡ ଧରଣର ଆୟୋଜନ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟରେ…

ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ

କନକ ବ୍ୟୁରୋ : ଓଡ଼ିଶାର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡଙ୍ଗୀ…

ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ପବ, ବାର, ରେସ୍ତୋରାଁରେ ବ୍ୟାପକ ଆୟୋଜନ । ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : ରଙ୍ଗିନ ଆଲୋକରେ ଝଲସିବ ମଂଚ । ବାଜିବ ଡିଜେ, ନୃତ୍ୟ ଗୀତରେ ଝୁମିବେ ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମସ୍ତି କରିବେ । ଜିରୋନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ରାଜଧାନୀର ବିଭିନ୍ନ ହୋଟେଲ, ପବ୍ ଓ ରେଷ୍ଟୁରାଂଟ । ସେପଟେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ…

ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ନୂଆବର୍ଷକୁ…

କନକ ବ୍ୟୁରୋ : ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି ।…

ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି…

କନକ ବ୍ୟୁରୋ : ଜଗା ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ସମ୍ଭାବ୍ୟ ଭିଡ଼କୁ ଦେଖି ବଡ଼ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜୀଉଙ୍କ ଦର୍ଶନ ସମୟରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ୩ ମାସ ହେଲା ଏ…