Daily Archives

December 30, 2023

ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଫିଲ୍ମ ମେକର୍ସ ରାମ ଗୋପାଳ ବର୍ମା । ନିଜ ଆଗାମୀ ଚଳଚ୍ଚିତ୍ର ‘ବ୍ୟୁହମ୍’କୁ ନେଇ ଏବେ ବିବାଦଘେରକୁ ଆସିଛନ୍ତି ରାମ ଗୋପାଳ । ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହାପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି…

ପଦାରେ ପଡିଲା ପାକିସ୍ତାନର ମୁଖା । ଆତଙ୍କୀ ହାଫିଜ ସୟିଦକୁ ଫେରାଇବାକୁ ମନା କଲା ଇସଲାମବାଦ

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ମୁଖା । କୁଖ୍ୟାତ ଆତଙ୍କବାଦୀ ହାଫି ସୟିଦକୁ ଦେବାକୁ ମନା କଲା ଇସଲାମବାଦ । ଭାରତର ପ୍ରସ୍ତାବକୁ ଖାରଜ କଲା ପାକିସ୍ତାନ ବୈଦେଶିକମନ୍ତ୍ରାଳୟ । ମୁଖପାତ୍ର ମୁମତାଜ ଜହର କହିଛନ୍ତି ଭାରତ ହାଫିଜକୁ ଫେରାଇବାକୁ ଯେଉଁ ପ୍ରସ୍ତାବ ଦେଇଥିଲା ଏହାକୁ ଖାରଜ…

ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ,…

କନକ ବ୍ୟୁରୋ : ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ମାସାଚୁସେଟସ୍ଥିିତ ୫ନିୟୁତ ଡଲାର ମୂଲ୍ୟର ବିଶାଳ ବଙ୍ଗଳାରରୁ ଭାରତୀୟ ବଂଶୋଦ୍ଭବ ତଥା ବିତଶାଳୀ ଦମ୍ପତି ଓ ତାଙ୍କ ଝିଅର ସନ୍ଦିଗ୍ଧ ମୃତ ଶରୀର ମିଳିଛି । ଆମେରିକା ଗଣମାଧ୍ୟମରେ ଏହା ପ୍ରମୁଖ ଖବର ପାଲଟିଛି…

୩ଦିନ ପରେ କରୋନା ସଂକ୍ରମଣରେ ସାମାନ୍ୟ ଆଶ୍ୱସ୍ତି । ଦିନକରେ ୭୪୩ ସଂକ୍ରମିତ ଚିହ୍ନଟ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି…

କନକ ବ୍ୟୁରୋ : ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ ୭୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ୭୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ସଂକ୍ରମଣ ସାମାନ୍ୟ କମ ରହିଛି । ତଥାପି ୮ଶହ ପାଖରେ ଦୈନିକ ସଂକ୍ରମଣ ଏଣିକି ଚିନ୍ତାର କାରଣ ପାଲଟିଛି । ୫ମାସ…

ଇନଷ୍ଟାଗ୍ରାମ ପ୍ରେମରୁ ବିଭତ୍ସ ହତ୍ୟା । ତ୍ରିକୋଣୀୟ ପ୍ରେମକାହାଣୀରେ ସାଙ୍ଗ ସାଜିଲା ଶତ୍ରୁ, ୨୨ବର୍ଷୀୟ ଯୁବକୁ ୫୦ ଥର…

କନକ ବ୍ୟୁରୋ : କାହାଣୀ ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମରୁ ସରିଲା ବିଭତ୍ସ ହତ୍ୟାରେ । ତ୍ରିକୋଣୀୟ ପ୍ରେମ କାହାଣୀର ଭୟଙ୍କର ରୂପ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜରାସ୍ତାରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡ ଶବ । ଗୋଲକପୁରୀ ଅଂଚଳର ବିଭତ୍ସ ହତ୍ୟାଘଟଣାକୁ ନେଇ ସବୁଠି ଏବେ…

ଦଳିତ ପରିବାର ଗହଣରେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟା କଂଧରପୁର ଦଳିତ ବସ୍ତିରେ ପହଁଚି ହିତାଧିକାରୀଙ୍କ ଘରେ ପିଇଲେ…

କନକ ବ୍ୟୁରୋ : ଦଳିତ ପରିବାରର ଅତିଥୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଶନିବାର ଅଯୋଧ୍ୟାରେ ପହଁଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୋଦୀ ଧନୀରାମ ମାନଝୀଙ୍କ ଘରେ ପହଁଚିଥିଲେ । ହଠାତ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦେଖି ପରିବାର ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା ସେତିକି ଖୁସି ମଧ୍ୟ ।…