Daily Archives

December 16, 2023

ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ?

କନକ ବ୍ୟୁରୋ : ଷ୍ଟାର୍ କପଲ୍ ଐଶର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ନେଇ ବଲିଉଡ଼ ଗଳିରେ ଏବେ ଜୋରଦାର ଗସିପ୍ । ବଚ୍ଚନ ଫ୍ୟାମିଲିରେ ସବୁ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଶାଶୁ ଜୟା ବଚ୍ଚନ ଏବଂ ଅଭିଷେକଙ୍କ ସହ ବିବାଦ ବଢିବା ପରେ ଏବେ ଐଶର୍ଯ୍ୟା…

କେରଳରୁ କୋଭିଡ ନୂଆ ସବଭ୍ୟାରିଆଂଟ ରୋଗୀ ଚିହ୍ନଟ । ଜେଏନଡଟ୍ ୱାନରେ ଜଣେ ମହିଳା ସଂକ୍ରମିତ ସୂଚନା

କନକ ବ୍ୟୁରୋ : ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ ଆତଙ୍କ । ଜେଏନଡଟ ୱାନ ଭାରିଆଂଟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ଜଣକ ମହିଳା ଓ ତାମିଲନାଡୁର କିନ୍ତୁ ସେ…

ମୁମ୍ବାଇ ଇଣ୍ଡିଆନ୍ସ ଉପରେ ସୋସିଆଲ ମିଡିଆ ଫଲୋଅର୍ସଙ୍କ ଅସନ୍ତୋଷ । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ…

କନକ ବ୍ୟୁରୋ : ରୋହିତ ଗଲେ ପାଣ୍ଡ୍ୟା ଆସିଲେ, କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେବା ଦଳକୁ ମହଙ୍ଗା ପଡିଛି । ଏହି ନିଷ୍ପତି ପରେ ପାଖାପାଖି ୫ଲକ୍ଷ ଫଲୋର୍ସ ସୋସିଆଲ ମିଡିଆରେ ମୁମ୍ବାଇ…

ମାଲ୍ଟା ଜାହାଜକୁ ସହଯୋଗ କରିବାକୁ ପହଁଚିଲା ଭାରତୀୟ ସେନା । ଅପହୃତଙ୍କ ହାତରୁ ବଂଚାଇବା ପାଇଁ ମିଶନ ଆରମ୍ଭ କରିଛି ସେନା

କନକ ବ୍ୟୁରୋ : ମାଲବାହୀ ଜାହଜ ଅପହରଣ ଉଦ୍ୟମକୁ ପଣ୍ଡ କରିବାକୁ ପ୍ରୟାସ କରୁଛି ଭାରତୀୟ ନୌସେନା । ମାଲଟା ଜାହାଜକୁ ରକ୍ଷା କରିବା ପାଇଁ ମଝି ସମୁଦ୍ରକୁ ସର୍ଭିଲାନ୍ସ ବିମାନ ଓ ଯୁଦ୍ଧ ଜାହଜ ପଠାଇଛି ଭାରତୀୟ ସେନା । ଆରବ ମହାସାଗରେ ମାଲଟାର ଏକ ମାଲାବାହୀ ଜାହାଜ ଯାଉଥିବା ସମୟରେ ସୋମାଲିଅ…

ପ୍ରେମ, ବିଶ୍ୱାସଘାତକତା ଓ ହତ୍ୟା ଉଦ୍ୟମ । ପ୍ରେମିକା ଉପରେ କାର ଚଢ଼ାଇଲା ପ୍ରେମିକ, ଠାଣେରୁ ଆସିଲା ଉନ୍ମୋତକାଣ୍ଡ…

କନକ ବ୍ୟୁରୋ : ସାଢ଼େ ଚାରିବର୍ଷ ସମ୍ପର୍କରେ ସେତିକି ବେଳେ ଫାଟ ଆସିଥିଲା ଯେବେ ପ୍ରେମିକ ଚାହିଁଥିଲା ପ୍ରେମିକାର ବିଶ୍ୱାସରେ ବିଷ ଦେଇ ଫେରାର ହେବାକୁ । କଳେବଳେ କୌଶଳେ ଯୁବତୀଙ୍କ ଧୋକା ଦେବାକୁ । କିନ୍ତୁ ଶେଷ ସମୟରେ ସବୁ ଓଲଟପାଲଟ ହୋଇଯାଇଥିଲା ଯେବେ ନିଜ ପ୍ରେମିକକୁ ସ୍ତ୍ରୀଙ୍କ ସହ ଏକାଠି…

ଚଢାଉର ସପ୍ତାହକ ପରେ ଧୀରଜ ସାହୁଙ୍କ ସଫେଇକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ । ଧର୍ମେନ୍ଦ୍ର ପ୍ରଧାନ କହିଲେ ଦୁନିଆ…

କନକ ବ୍ୟୁରୋ : ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ କଂଗ୍ରେସ ସାଂସଦ ଧୀରଜ ସାହୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଟି ରେଡ୍ ଘଟଣାରେ ମୁହଁ ଖୋଲି କଂଗ୍ରେସ ସାଂସଦ ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହିତ କଂଗ୍ରେସର ଲିଙ୍କ ନାହିଁ । ଏହା ତାଙ୍କ ପରିବାରର…