Daily Archives

December 15, 2023

ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ

କନକ ବ୍ୟୁରୋ: ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଆଇଟି ରେଡ ନେଇ ଦେଲେ ପ୍ରତିକ୍ରିୟା । କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ । ଜବତ ଟଙ୍କାକୁ ପାରିବାରିକ ବ୍ୟବସାୟର ଟଙ୍କା କହିଲେ ଧୀରଜ । ଟଙ୍କା ନେଇ ମୋ ପରିବାର ସଦସ୍ୟ ଉତ୍ତର ଦେବେ । ମୁଁ ବିଜନେଓ ଲାଇନରେ…

ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର: ନୂଆ ବର୍ଷରୁ କଡ଼ାକଡ଼ି ହେବ ନିୟମ

କନକ ବ୍ୟୁରୋ: ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ ହେବା ସହ ପାନଗୁଟୁକା ଉପରେ ଲାଗିବ କଟକଣା । ଏଥିସହିତ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ମଧ୍ୟ ନିସ୍ପତି ନିଆଯାଇଛି । ପ୍ରସାଦ ହେଉ କି ଫୁଲ ହେଉ ପଲିଥିନରେ ମନ୍ଦିରକୁ ଯାଇପାରିବ ନାହିଁ । ଭୋଗ ଏବଂ ଫୁଲ ମନ୍ଦିରକୁ…

ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା…

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଗୀତ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଫିଲ୍ମ ‘ଫାଇଟର’…

ମୁମ୍ବାଇ ଇଣ୍ଡିଆନ୍ସରେ ବଡ ପରିବର୍ତ୍ତନ । ୨୦୨୪ ଆଇପିଏଲରେ ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

କନକ ବ୍ୟୁରୋ : ଆଇପିଏଲ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଦଳର ଅଧିନାୟକ ଦାୟିତ୍ୱ । ୧୦ବର୍ଷ ଧରି ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ…

ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଣି ଇଚ୍ଛା ମୃତ୍ୟୁ…

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ମହିଳା ବିଚାରପତିଙ୍କ ଅଭିଯୋଗ ଶୁଣିବା ପରେ ସୁପ୍ରିମକୋର୍ଟ ଏବେ ଜବାବ ମାଗିଛନ୍ତି । ନିକଟରେ ଆହ୍ଲାବାଦ ବାନ୍ଦା ଜିଲ୍ଲାର ମହିଳା ବିଚାରପତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି…

ଜନ୍ମ କଲା ମାଆ ଫିଙ୍ଗି ଦେଇଥିଲା, ଏବେ ଅନ୍ୟ ଜଣେ ମାଆର କ୍ଷୀର ଉପରେ ଭରସା କରିଛି କୁନି

କନକ ବ୍ୟୁରୋ: କୁନି ଏବେ ସୁସ୍ଥ ଅଛି, ଖୀର ପିଇବା ଆରମ୍ଭ କଲାଣି । ଦିନେ ଦୁଇ ଦିନ ପରେ ତାକୁ ଖାଦ୍ୟ ମଧ୍ୟ ଦିଆଯିବ । ହେଲେ ଏହି ହତଭାଗା ଝିଅ ଭାଗ୍ୟରେ ଜୁଟିନି ଜନ୍ମକଲା ମା’ର କ୍ଷୀର । ପର ମା’ର କ୍ଷୀର ଆଣି କୁନିକୁ ଦେବାକୁ ଯୋଜନା କରୁଛି ଭିମସାରର ଡାକ୍ତରୀ ଟିମ୍ । କଅଁଳା ଛୁଆଟିଏ । ମା’…