Daily Archives

December 4, 2023

ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ।

କନକ ବ୍ୟୁରୋ: ୧୧୫ ଦିନ ପରେ ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆପ୍ ସାଂସଦଙ୍କ ଉପରେ ଲାଗିଥିବା ନିଳମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଶୀତ ଅଧିବେଶନ ଆରମ୍ଭରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କ ଉପରୁ…

ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ…

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା…

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି…

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଜୀବନ । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ମିଗଜୋମ୍ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଦକ୍ଷିଣପଶ୍ଚିମ ପାଶ୍ୱବର୍ତୀ…

ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ରୟାଲ ଲୁଟେରା । ଦାମୀ ରୟାଲ ଏନଫିଲ୍ଡ ଗାଡିକୁ ଟାର୍ଗେଟ କରୁଛନ୍ତି । ଆଉ ଏହିଭଳି କିଛି ରୟାଲ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଥାନାରେ ଧାଡି ଧାଡି ହୋଇ ଥୁଆ ହୋଇଛି ବୁଲେଟ୍ ଏବଂ ନୂଆ ନୂଆ ଦାମୀ ବାଇକ୍ । ଥାନାରେ ହଠାତ ଏହି ଦୃଶ୍ୟରୁ…

ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ…

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପି ବିପୁଳ ବିଜୟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭଳି କି ଭଳି ପ୍ରତିକ୍ରିୟା ସବୁ ଦେଖିବାକୁ ମିଳିଛି । କଂଗ୍ରେସକୁ ପରାଜୟ ନେଇ ବିଜେପିର ବରିଷ୍ଠ ନେତାମାନେ ଜୋରଦାର ସମାଲୋଚନା କରିଛନ୍ତି । ବିଜୟ ପରେ କଂଗ୍ରେସକୁ ସମାଲୋଚନା ରାହୁଲଙ୍କ ମଜାକ…

କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ମୋଦୀଙ୍କ ସେଲଫି ପଏଣ୍ଟ ହେବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । - ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରି-ଡି ସେଲଫି ପଏଣ୍ଟ କଲେଜ କ୍ୟାମ୍ପସରେ ରହିବ -…