Daily Archives

December 3, 2023

ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଶେଷ ଟି-୨୦ ମ୍ୟାଚରେ କଙ୍ଗାରୁ ଟିମକୁ ୬ ରନରେ ମାତ୍ ଦେଇ ସିରିଜକୁ ନିଜ ନାଁରେ କରିଛି ସୂର୍ଯ୍ୟ ବାହିନୀ । ଶେଷ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ କରିଥିଲା…

ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି

କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହେବାରେ ଲାଗିଛି । ଏହା ମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି ଓ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବ । ୨୦୧୮ ନିର୍ବାଚନରେ ବିଜେପି ଏହି ୩ଟି ରାଜ୍ୟରେ ପରାଜିତ…

ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ, ଆମ ପାଇଁ ଐତିହାସିକ ଦିନ

କନକ ବ୍ୟୁରୋ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ୩ୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ…

ବଙ୍ଗୋପସାଗରରେ ବାତ୍ୟା । ନେଇପାରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ, ୫ ତାରିଖରେ କରିପାରେ ସ୍ଥଳଭାଗ ଅତିକ୍ରମ

କନକ ବ୍ୟୁରୋ : ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗ୍ଜମ୍ । ୪ ତାରିଖ ପୂର୍ବାହ୍ଣ ସୁଦ୍ଧା ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଆନ୍ଧ୍ର ଓ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପହଁଚିବ । ଏହାପରେ ଉତ୍ତର ଦିଗରେ ଦକ୍ଷିଣ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ଆହୁରି ଘନିଭୂତ ହୋଇ…

୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ । ବଦଳିବ କି ଓଡିଶାର ରାଜନୀତି ?

କନକ ବ୍ୟୁରୋ : ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରାଦେଶ ସମେତ ଓଡିଶାର ବି ନଜର ରହିଥିଲା । ଆଉ ଫଳାଫଳ ଆସିବା ପରେ ଆରମ୍ଭ ହୋଇଯାଇଛି ଆଲୋଚନା । ବିଶେଷକରି ପଡୋଶୀ ରାଜ୍ୟ ଛତିଶଗଡରେ ବିଜେପି ବିଜୟୀ ହେବା ଓ ତେଲେଙ୍ଗାନାରେ କଂଗ୍ରେସକୁ ବହୁ ମତ ମିଳିବା ରାଜ୍ୟ ରାଜନୀତିକୁ…

ମୋଦୀ-ଶାହଙ୍କ ରଣନୀତିକୁ ନେଇ ବଢ଼ିଲା ଚର୍ଚ୍ଚା । ୨୦୨୪ରେ ପଡିବ କି ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପିର ବଡ ଓ ଏକପାଖିଆ ବିଜୟ ପରେ ଜୋସରେ ଏବେ ଦଳୀୟ କର୍ମୀ । କୁହାଯାଉଛି, ୨୦୨୪ ପୂର୍ବରୁ ଏହା ଥିଲା ସେମିଫାଇନାଲ  । ଏବେ ବିଜେପିର ବଡ ବିଜୟ ପରେ ୨୦୨୪ରେ ଏହାର ପ୍ରଭାବ ନେଇ ଆଲୋଚନା ଆରମ୍ଭ ହୋଇଛି । ୩ଟି ଯାକ ରାଜ୍ୟରେ କାହାକୁ…