Daily Archives

December 27, 2023

ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ: ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା

କନକ ବ୍ୟୁରୋ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଏଥିପେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପାସ କରିଛନ୍ତି । ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି । ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । ନିଲିଶା…

ଲୋହିତ ସାଗରରେ ଆମେରିକାର ବଡ ଆକ୍ରମଣ: ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ

କନକ ବ୍ୟୁରୋ: ଲୋହିତ ସାଗରରେ ଆମେରିକାର ବଡ କାର୍ଯ୍ୟାନୁଷ୍ଠାନ । ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ କରିଛି ଆମେରିକା ସେନା । ବାରମ୍ବାର ବିଦେଶୀ ଜାହାଜକୁ ଅପହରଣ ଓ ଆକ୍ରମଣରେ ପରେ ହୁତୀ ଉପରେ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନ କରିଛି ।

କୁସ୍ତି ଆଖଡ଼ାରେ କଂଗ୍ରେସ ସାଂସଦ: ହରିଆଣା ଆର୍ଯ୍ୟ ଆଖଡ଼ାଶାଳରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ଶୀତୁଆ ସକାଳରେ କୁସ୍ତି ଆଖଡ଼ାରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୁଧବାର ସକାଳୁ ହରିୟାଣା ଛାର ଗାଁରେ ଥିବା କୁସ୍ତି ଆଖଡ଼ାରେ ପହଁଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ରାହୁଲ । ଏଠାରେ ଥିବା ବୀରେନ୍ଦ୍ର ଆର୍ଯ୍ୟ ଆଖାଡ଼ାରେ ପହଁଚିବା ପରେ କୁସ୍ତିଯୋଦ୍ଧାଙ୍କୁ…

ଜମ୍ମୁକାଶ୍ମୀରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା: ସେନାଧିକାରୀଙ୍କ ସହ କଲେ ଉଚ୍ଚସ୍ତରୀୟ ବୈଠକ,…

କନକ ବ୍ୟୁରୋ: ପୁଂଚରେ ଆତଙ୍କୀ ହମଲା ଘଟଣା । ଜମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ସେନାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସୀମାନ୍ତ ଅଂଚଳବାସୀ ଏବଂ ଶହୀଦ ଯବାନଙ୍କ ପରିବାରକୁ ଭେଟିଛନ୍ତି…

ଭୟ ବଢ଼ାଉଛି କରୋନା ସଂକ୍ରମଣ: ୨୪ ଘଂଟାରେ ଦେଶରୁ ନୂଆ ୫୨୯ ସଂକ୍ରମିତ ଚିହ୍ନଟ, ୩ମୃତ

କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ୨୪ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ…

୨୦୨୪ ନିର୍ବାଚନ ପାଇଁ ଶାହାଙ୍କ ଫମୂର୍ଲା ୩୫: ମମତାଙ୍କ ଗଢ଼ରୁ ୩୫ ଲୋକସଭା ଆସନ ହାସଲ କରିବା ବୋଲି ବିଜେପି ଦୃଢୋକ୍ତି

କନକ ବ୍ୟୁରୋ: ବିଜେପି ମିଶନ ପଶ୍ଚିମବଙ୍ଗ । ଅମିତ ଶାହାଙ୍କ ଷ୍ଟାଟେଜି ସିଟ୍ ପଇଁତିରିଶି । ଲୋକସଭା ନିର୍ବାଚନ ପୂର୍ବରୁ ବଡ ଦାବି କରିଛି ଦଳ । ପଶ୍ଚିମବଙ୍ଗ ଅର୍ଥାତ ମମତା ବାର୍ନାଜୀଙ୍କ ଗଢ଼ରୁ ବିଜେପି ୩୫ ଲୋକସଭା ଆସନରେ ଜିତ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ…