Daily Archives

December 28, 2023

ଏସସିବି ହସ୍ପିଟାଲରେ ଅବ୍ୟବସ୍ଥା । ୮ଦିନ ହେଲା ଅଚଳ ଲିଫ୍ଟ! ଉପର ମହଲାକୁ ଯିବାକୁ ରୋଗୀ ହନ୍ତସନ୍ତ

କନକ ବ୍ୟୁରୋ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ବିଜୁଳି କଟି ଯାଉଛି ତ ଆଉ କେତେବେଳେ ପାଣି ସମସ୍ୟା…

କ୍ରିକେଟରରୁ କନମ୍ୟାନ ମୃଣାଙ୍କ ସିଂ । ବିଳାସପୂର୍ଣ୍ଣ ଜୀବନ ବଂଚିବା ପାଇଁ ବାଛିଥିଲେ ଠକେଇ ରାସ୍ତା, ରିଷଭ ପନ୍ତଙ୍କ…

କନକ ବ୍ୟୁରୋ : କେତେବେଳ ଆଇପିଏଲ ଖେଳାଳି ତ ଆଉ କେତେବେଳ ଆଇପିଏସ ଅଫିସର । ନିଜକୁ ନାମୀଦାମି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର କହି ବଡ଼ ବଡ଼ ହୋଟେଲକୁ ଲଗାଉଥଲା ଚୂନା    । ବିଳାସପୂର୍ଣ୍ଣ ଜୀବନଶୈଳୀରେ ବଂଚିବାକୁ ବାଛିଥିଲା ଠକେଇର ରାସ୍ତା । ଠକାମୀର ସବୁ ରାସ୍ତାକୁ ପାର କରି ସାରିଥିବା ବେଳେ…

ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ପାଳନ

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମା’ ଗୃହ ପରିଚାଳିକା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚ । ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀଙ୍କୁ ଗିରଫ କରିବା ଦାବିରେ ୬ ଘଣ୍ଟିଆ ବନ୍ଦ…

ବାହାର ଖେଳାଳିଙ୍କୁ ହଁ, ଓଡିଆ ଖେଳାଳିଙ୍କୁ ନା । ଓଡିଶା କ୍ରୀଡା ବିଭାଗ ବିରୋଧରେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ ଖେଳାଳି ଓ ଅଭିଭାବକଙ୍କ ସମୂହ ଅସନ୍ତୋଷ । ଆଉ ଏହାର କାରଣ କାରଣ ବି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜିମ୍ନାଷ୍ଟିକ ଟିମ ରାଜ୍ୟର ,କିନ୍ତୁ ଏଥିରେ ଖେଳୁଛନ୍ତି ରାଜ୍ୟ ବାହାରର ଖେଳାଳି । କଳିଙ୍ଗ ଷ୍ଟାଡିମୟରେ ଆରମ୍ଭ ହୋଇଛି ଜାତୀୟ ସିନିୟର ଓ…

ସେଲିବ୍ରେସନ ଆଣିଲା ସମସ୍ୟା । ଅଭିନେତା ରଣବୀର କପୁରଙ୍କ ନାଁରେ ଥାନାରେ ମାମଲା ରୁଜୁ କଲେ ମୁମ୍ବାଇର ଦୁଇ ଓକିଲ

କନକ ବ୍ୟୁରୋ : ପୁଣି ବିବାଦରେ ଅଭିନେତା ରଣବୀର କପୁର । ସେଲିବ୍ରେସନ କରୁ କରୁ ଏବେ ବିବାଦ ଭିତରେ ଫସିଛନ୍ତି ବଲିଉଡ କଳାକାର । ବଡଦିନରେ ପରିବାର ସହ ରଣବୀର କାଟିଥିବା କେକ କଟିଂର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ପାଇଁ ସମସ୍ୟା ଆଣିଛି । କପୁର ପରିବାର ବଡଦିନ ପାର୍ଟିର ଆୟୋଜନ…

ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କୁ ପୁଟିନଙ୍କ ଆଗୁଆ ଶୁଭେଚ୍ଛା । ମସ୍କୋ ମିଟିଂରେ ମୋଦୀଙ୍କ ସଫଳ ରାଜନୈତିକ ଜୀବନ କାମନା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା । ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋଦୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଭ୍ଲାଦିମୀର ପୁଟିନ । ରୁଷ ରାଷ୍ଟ୍ରପତି କହିଛନ୍ତି ମୋଦୀଙ୍କ ସଫଳତା କାମନା କରୁଛି । ରାଜନୈତିକ ସମନ୍ୱୟ ଯାହାବି ହେଉନା କାହିଁକି…