Daily Archives

December 25, 2023

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସିକ୍ରେଟ ଡିଲ । ଦଳ ଅଦଳବଦଳ ପାଇଁ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ଶହେ କୋଟି ଦେଇଥିବା…

କନକ ବ୍ୟୁରୋ: ପାଣ୍ଡ୍ୟାଙ୍କ ପାଇଁ ବଡ ଡିଲ୍ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟାଙ୍କୁ ନିଜ ଦଳକୁ ଆଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସକୁ ୧୦୦କୋଟି ଟଙ୍କା ପ୍ରଦାନ କରିଛି । ଚର୍ଚ୍ଚା ହେଉଛି ଏହି ଅଫର ପାଇବା ପରେ ପାଣ୍ଡ୍ୟା ମୁମ୍ବାଇକୁ ଫେରିଛନ୍ତି । ଏହି ଷ୍ଟାର…

ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ । 

କନକ ବ୍ୟୁରୋ: ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ଫଳରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୭ ଶିଶୁ ରହିଛନ୍ତି । ରବିବାର ବିଳମ୍ବିତ ରାତିରେ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ…

ସଜେଇ ହେଉଛି ଅଯୋଧ୍ୟା: ବିମାନବନ୍ଦରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ

କନକ ବ୍ୟୁରୋ: ସଜେଇ ହେଉଛି ଅଯୋଧ୍ୟା । ବିମାନବନ୍ଦରଠୁ ବସଷ୍ଟାଣ୍ଡ ସହ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ । ଦେଶବିଦେଶରୁ ଛୁଟୁଛି ଉପହାର ଓ ଦାନର ସୁଅ । ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଶେଷ ପର୍ଯ୍ୟାୟରେ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାମ ସରିଛି । ସେପଟେ ମହାରାଷ୍ଟ୍ରରୁ ଆସୁଛି…

ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ: ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠ ଅବତରଣ ପରେ ଧୁମଧାମରେ ବଡଦିନ ପାଳିଲେ…

କନକ ବ୍ୟୁରୋ: ଆଜି ପ୍ରବିତ ବଡଦିନ । ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଭଗବାନ୍ ଯୀଶୁ । ଏଥିପାଇଁ ଚଂଳଚଂଚଳ ହୋଇପଡିଛି ପୁରା ଦେଶ । ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି…

ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସ୍ଥଳସେନା ମୁଖ୍ୟ । ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଜେନେରାଲ ମନୋଜ ପାଣ୍ଡେ

କନକ ବ୍ୟୁରୋ: ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ ସଜାଗ ସେନା ଓ ଜମ୍ମୁକଶ୍ମୀର ପୁଲିସ । ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ କାଶ୍ମୀରର କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ରାଜ୍ୟ ବାହାରକୁ ଆସୁଥିବା ଯାନବାହନକୁ ଚେକ ପୋଷ୍ଟରେ ଚେକିଂ କରାଯାଉଛି । ସେପଟେ ସୋମବାର ସ୍ଥଳସେନା ମୁଖ୍ୟ…

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: କେରଳରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ଲାଗୁନି କରୋନା ସଂକ୍ରମଣରେ ରୋକ । ୨୪ଘଂଟାରେ ୬୨୮ ରୋଗୀଚିହ୍ନଟ ସହ ଜଣଙ୍କ ମୃତ୍ୟୁ ଚିନ୍ତାକୁ ବଢ଼ାଉଛି । ୧୭ ରାଜ୍ୟ ମଧ୍ୟର କେରଳ ଓ କର୍ଣ୍ଣାଟକରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଶ୍ୱସ୍ତିକର ଖବର ହେଉଛି କି ସୁସ୍ଥ ହାର ୯୮.୯୧% ରହିଛି । ସ୍ୱାସ୍ଥ୍ୟ…