Daily Archives

December 7, 2023

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର

କନକ ବ୍ୟୁରୋ: ଏହା କେବଳ ଏକ ସରକାରୀ ବିଜ୍ଞପ୍ତି ନୁହେଁ । ହକ ପାଇଁ ନ୍ୟାୟ ପାଇଁ ସ୍ୱର ଉଠାଉଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏହା ସରକାରଙ୍କ ନାଲି ଆଖି । ବିଜ୍ଞପ୍ତି ଅନୁସାରେ ଏସମା ଅବଧିକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ୬ ମାସ ଯାଏଁ ସରକାରୀ ସ୍ୱାସ୍ଥ୍ୟ…

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ…

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ବଡପଡା ଗାଁରେ ଅଘଟଣ । ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ସମୟରେ ନିଆଁଲାଗି ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ନିଆଁରେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବଡପଡା ଗାଁରେ ଏକ ବରଯାତ୍ରୀରେ ସାମିଲ ହେବାକୁ ଲୋକେ ଏକାଠି ହୋଇଥିଲେ ।…

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ପ୍ରତିବାଦ । ଗୁୁରୁବାର ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଛିଡା ହୋଇ ଜୋରଦାର ପ୍ରତିବାଦ କରିଛନ୍ତି ଟିଏମସିର ମହିଳା ସାଂସଦ । ଗିରିରାଜ ମମତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଟିଏମସି ।…

ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା…

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ ଗୁରୁବାର ସିନେମା ଆନିମଲରେ ସ୍ଥାନ ପାଇଥିବା ହିଂସାତ୍ମକ କାହାଣୀକୁ ବିରୋଧ କରିଛନ୍ତି । ରଂଜିତ ରଂଜନ କହିଥିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ । କାହା ଅନୁମତିର…

ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ବାହାରିବା ୪ଦିନ ବିତିଲାଣି କିନ୍ତୁ ୩ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ଏବେ ସୁଦ୍ଧା ସ୍ଥିର ହୋଇପାରୁନି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନକୁ ଯଦିଓ ବିଜେପି କବଜା କରିସାରିଛି ସେପଟେ ସରିନି ଅଙ୍କକଷା । ସବୁଠୁ ଅଧିକ ଫୋକସରେ ରହିଛି ରାଜସ୍ଥାନ । ୫ବର୍ଷ…

ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ…

କନକ ବ୍ୟୁରୋ : ପାଖେଇ ଆସୁଛି ଶୁଭ ସମୟ । ଜାନୁଆରୀ ୨୨ରେ ହେବ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପାଖାପାଖି ୮ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯିବ । ସ୍ୱତନ୍ତ୍ର ଭାବେ ୩୨ଶହ ସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଜନୀତି,…