Daily Archives

December 20, 2023

ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ

କନକ ବ୍ୟୁରୋ: ଆଇପିଏଲ ଏପରି ଏକ ମଞ୍ଚ ଯେଉଁଠି କୌଣସି ମୂହୂର୍ତ୍ତର୍ରେ ବଦଳି ଯାଇପାରେ କ୍ରିକେଟରଙ୍କ ଭାଗ୍ୟ । ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଆଇପିଏଲ ନିଲାମରେ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି । ୨୦୨୪ ଆଇପିଏଲ ସିଜିନ ପାଇଁ ମହାରାଷ୍ଟ୍ର ନାଗପୁରର ଖେଳାଳୀ ଶୁଭମ ଦୁବେଙ୍କୁ ୫.୮୦ କୋଟି…

ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ସାଲାର

କନକ ବ୍ୟୁରୋ: ରିଲିଜ ପୂର୍ବରୁ ଦୁଇ ବହୁ ପ୍ରତିକ୍ଷିତ ସିନେମା ଡଙ୍କି ଓ ସାଲାର ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ଏହି ଟକ୍କର ଟିକେଟ ବିକ୍ରି ପାଇଁ ଚାଲିଛି । ରେକର୍ଡସ୍ତରରେ ଦର୍ଶକ କିଣୁଛନ୍ତି ସିନେମା ଟିକେଟ । ଡିସେମ୍ବର ୨୧ରେ ବଡ ପରଦାକୁ ଆସୁଛି କିଙ୍ଗ ଖାନ ଶାହାରୁଖଙ୍କ ଡଙ୍କି ଓ ଠିକ…

ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ ।

କନକ ବ୍ୟୁରୋ: ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ନୂଆ କ୍ରାଇମ ବିଲ ଭାରତୀୟ ନ୍ୟାୟ ସଂହିତା ବିଲ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ । ନୂଆ ଆଇନ ଲାଗୁ ହେଲେ ଭାରତୀୟ ନ୍ୟାୟ ସଂହିତାରେ ଦଣ୍ଡବିଧାନ କରାଯିବ । ଭାରତ…

ଅଡୁଆରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ଲ୍ୟାଣ୍ଡ ଫର ଜବ ସ୍କାମରେ…

କନକ ବ୍ୟୁରୋ: ଲ୍ୟାଣ୍ଡ ଫର ଜବ ସ୍କାମରେ ବଢିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ । ଜେରା ପାଇଁ ଆରଜେଡି ନେତା ଲାଲୁ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ମିଳିଛି ଇଡିର ସମନ । ତେଜସ୍ୱୀ ଯାଦବଙ୍କୁ ୨୨ତାରିଖରେ ଏବଂ ଲାଲୁ ଯାଦବଙ୍କୁ ୨୭ତାରିଖରେ ହାଜର ହେବାକୁ…

ସାଂସଦ ନିଲମ୍ବିତ,ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ…

କନକ ବ୍ୟୁରୋ: ସାଂସଦ ନିଲମ୍ବିତ, ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ବୁଧବାର ମଧ୍ୟ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି ବିରୋଧୀ । ଦାବି ପୂରଣ ନହେବା ଯାଏଁ ବିକ୍ଷୋଭ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ବିରୋଧୀ । ତେବେ ବୁଧବାର ଆଉ…

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା: ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଟିଏମସି ସାଂସଦଙ୍କ ନକଲ ଓ କଟାକ୍ଷକୁ କଡ଼ା ନିନ୍ଦା କରାଯାଉଛି । ଟିଏମସି ସାଂସଦ କଲ୍ୟାଣ ବାର୍ନାଜୀଙ୍କ ଆଚରଣ ଏକ ନିନ୍ଦନ୍ଦୀୟ ଆଚରଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ଧନଖଡଙ୍କ ସହ ଫୋନରେ କଥା ହୋଇ ମୋଦୀ କହିଛନ୍ତି ୨୦ବର୍ଷ ହେବ…