Daily Archives

December 18, 2023

ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର?

କନକ ବ୍ୟୁରୋ: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ୱିକିପିଡିଆରେ ଥିବା ବ୍ୟକ୍ତିଗତ ବିବରଣୀରେ ତାଙ୍କର ବର୍ତମାନ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । କିନ୍ତୁ ସାଂଗଠନିକ ବୈଠକ ହେଉ ଅବା ରାଜନୈତିକ ସଭା କେଉଁଥିରେ ବି ବିଜୟଙ୍କୁ ଦେଖିବାକୁ ମିଳେ ନାହିଁ । ତେଣୁ ନିଜ ନାଁ ସହ କୌଣସି…

ମଙ୍ଗଳବାର ଦୁବାଇରେ ହେବ ୨୦୨୪ ଆଇପିଏଲ ନିଲାମି: ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର

କନକ ବ୍ୟୁରୋ: ମଙ୍ଗଳବାର ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ । ମଧ୍ୟାନ ୧ଟାରେ ନିଲାମି ପ୍ରକିୟା ଆରମ୍ଭ ହେବ । ମୋଟ ୩୩୩ ଜଣ ଖେଳାଳି ନିଲାମିରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଂଚାଇଜ ଖେଳାଳୀ କିଣିବେ । ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜୀକରଣ…

ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ ସରକାର, ଆସିବ ନୂଆ ବିଲ: ଜାତୀୟ ସୁରକ୍ଷା ପାଇଁ ସର୍ଭିସ ଓ…

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ସରକାର ଚାହିଁଲେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କୁ ଅସ୍ଥାୟୀଭାବେ ନିଜ ନିୟନ୍ତ୍ରଣରେ ରଖିପାରିବେ । ଜରୁରୀ ପରିସ୍ଥିତିରେ ନେଟୱର୍କକୁ ନିଜ ନିୟନ୍ତ୍ରଣରେ ରଖିପାରିବେ । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ: ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାରେ ଜେରା କରିବ ପ୍ରବର୍ତନ…

କନକ ବ୍ୟୁରୋ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କୁ ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି କହିଛି । ଗତ ନଭେମ୍ବରରେ…

ଦାଉଦ୍ ଇବ୍ରାହିମ୍ ମୃତ? ଗୁଜବକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୃତ୍ୟୁ ଖବର ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ପାକିସ୍ତାନର କରାଚିରେ ଏକ ହସ୍ପିଟାଲରେ ଦାଉଦ୍ଙ୍କ ମୃତ୍ୟୁ ଖବର ଇଂଟରନେଟରେ ବହୁ ମାତ୍ରାରେ ପ୍ରସାରିତ ହେଉଛି । ଦାଉଦକୁ କେହି ଖାଦ୍ୟରେ ବିଷ ଦେଇଦେବା ପରେ ତାଙ୍କୁ ମେଡିକାଲରେ…

ହମାସ ଆତଙ୍କୀଙ୍କ ବିଶାଳ ସୁଡ଼ଙ୍ଗ: ଦୀର୍ଘ ୪କିଲୋମିଟର ଲମ୍ବ ସୁଡ଼ଙ୍ଗ ଠାବ

କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲ । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେସ ହମାସର ସବୁଠାରୁ…