Daily Archives

December 12, 2023

୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

କନକ ବ୍ୟୁରୋ : ଦକ୍ଷିଣ ଭାରତ ସିନେମାର ସବୁଠୁ ଲୋକପ୍ର୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ତାରିଖରେ ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିିଡିଆଠୁ…

ଲୋହିତ ସାଗରରେ ଯୁଦ୍ଧ ସ୍ଥିତି । ନରୱେ ଯୁଦ୍ଧପୋତ ଉପରକୁ ମିସାଇଲ ମାଡ଼ କରି ଇସ୍ରାଏଲକୁ ଧମକ ଦେଲା ୟେମନ ହୁତୀ ଆତଙ୍କୀ…

କନକ ବ୍ୟୁରୋ : ଲୋହିତ ସାଗରରେ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ ସେନାର ଜାହଜ ଉପରେ ଇରାନ ସମର୍ଥିତ ୟେମନ ହୁତୀ ମିସାଇଲ ମାଡ କରିଛି । ଯୁଦ୍ଧପୋତ ଉପରେ ଜୋରଦାର ଆକ୍ରମଣ କରିଛି ହୁତୀ ଆତଙ୍କୀ ସଂଗଠନ । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବାରମ୍ବାର ଧମକ ଦେଇ ଆସୁଛି ହୁତି । କିଛି…

କେରଳରେ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଉପରେ ରାଜ୍ୟପାଳଙ୍କ ମହମ୍ମଦ ଆରିଫଙ୍କ ସଂଗୀନ ଅଭିଯୋଗ । କହିଲେ, ଗୁଣ୍ଡାଗର୍ଦ୍ଦି…

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ । ରାଜ୍ୟପାଳ ମହମ୍ମଦ ଆରିଫ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରିବା ପାଇଁ, କ୍ଷତି ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପି ବିଜୟନ ଷଡଯନ୍ତ୍ର କରିଛନ୍ତି । ସଂଘବଦ୍ଧ ଆକ୍ରମଣ ପାଇଁ କିଛି ଲୋକଙ୍କୁ ଏଥିରେ ନିୟୋଜିତ…

ପୁସ୍ତକ ପ୍ରଣବ ମାଇ ଫାଦରରେ ବଡ ଖୁ୍ଲ।ସା କଲେ ଝିଅ ଶମିଷ୍ଠା । କହିଲେ, ଭରସା ଅଭାବରୁ ପ୍ରଣବଙ୍କୁ କ୍ୟାବିନେଟରୁ…

କନକ ବ୍ୟୁରୋ : -ପୁଣି ଥରେ ଚର୍ଚ୍ଚା ସାଉଁଟୁଛି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୂଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୂଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର-ଏ ଡଟର ରିମେମ୍ବରର୍ସ । ପୁସ୍ତକରେ ଦ୍ୱାରା ଶର୍ମିଷ୍ଠା କହିଛନ୍ତି .......ବିଶ୍ୱାସ…

ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି…

କନକ ବ୍ୟୁରୋ : ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଲୋକସଭା ସଭାଗୃହ କମିଟି ନଗର ଉନ୍ନୟନ ମନ୍ତ୍ରାଳୟକୁ ଏକ ଚିଠି ଲେଖି ମହୁଆଙ୍କୁ…

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାହୁଲ କହିଲେ ଶାହା ଜାଣନ୍ତି ନାହିଁ…

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପ୍ରସଙ୍ଗରେ ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଜୋର ଧରିଛି ।ସୋମବାର ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମକାଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଥିଲେ । ମଙ୍ଗଳବାର ଏହା ଉପରେ ଜବାବ ରଖିଛନ୍ତି…